ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛି
ମୁହଁ ଖୋଲିଲେ କଂଗ୍ରେସ ବିଧାୟକ ରମେଶ ଜେନା । ରମେଶ ଜେନା ସିଧାସଳଖ ସ୍ୱୀକାର କରିଛନ୍ତି ଯେ ସେ ରାଜ୍ୟସଭା ନିର୍ବାଚନରେ 'କ୍ରସ୍ ଭୋଟିଂ' କରିଛନ୍ତି । ଖାଲି ସେତିକିରେ ଅଟକି ଯାଇନାହାନ୍ତି ଗଞ୍ଜାମ ଟାଇଗର । ଭକ୍ତ ଦାସଙ୍କ ଗଞ୍ଜାମ ...
/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)









