RBI ମନିଟାରି ପଲିସି କମିଟିର ବଡ଼ ବୈଠକ…EMI ବଢ଼ିବ ନା କମିବ ?
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ମନିଟାରୀ ପଲିସି କମିଟି (MPC) ବୈଠକରେ ଏକ ବଡ଼ ନିଷ୍ପତ୍ତି ହୋଇଛି। ଏପ୍ରିଲ୍ ୮, ୨୦୨୬ ରେ ଘୋଷଣା କରାଯାଇଥିବା ଏହି ନିଷ୍ପତ୍ତି ଅନୁଯାୟୀ, ପଲିସି ରେପୋ ରେଟ୍ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରହିବ। ...









