ଗ୍ୟାସ ମିଳୁନି, ଗାଁକୁ ଫେରୁଥିବା ଶହ ଶହ ଓଡ଼ିଆ ଶ୍ରମିକ କରିବେ କଣ ?
ସୁରଟରେ କାମ କରୁଥିବା ଓଡ଼ିଆ ଶ୍ରମିକଙ୍କ ଉପରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ଜବରଦସ୍ତ ପ୍ରଭାବ ପଡିଛି। ରାନ୍ଧଣା ଗ୍ୟାସ ମିଳୁନଥିବାରୁ ସେମାନେ ରୋଷେଇ କରିପାରୁନାହାନ୍ତି। ସ୍ୱଳ୍ପ ରୋଜଗାର ହେତୁ ଚଢା ଦାମ ଦେଇ ହୋଟେଲରେ ଖାଇବା ମଧ୍ୟ ସମ୍ଭବ ନୁହେଁ । ଫଳରେ ...
/odishatv/media/media_files/2026/04/14/moquim-2026-04-14-16-04-29.jpg?w=607&resize=607,430&ssl=1)









