ସାଲିଆ ସାହିରେ ଦେଶୀ ମଦ କାରଖାନା by M M August 25, 2024 0 ସାଲିଆସାହିରେ କଣ ସବୁ କାରଖାନା ଅଛି ? ଏ ପ୍ରଶ୍ନର ଉତ୍ତର ଅଜବ ଲାଗିପାରେ । ଏଠି ଦେଶୀ, ବିଦେଶୀ, ଚାଲୁ ଭିନ୍ନ ଭିନ୍ନ କାରଖାନା ଅଛି । ସବୁ ଏଠି ବେନିୟମ ଭାବେ ଚାଲିଛି । ଏମିତି ଏକ କାରଖାନା ...