ଆଜି ବିଶ୍ୱ ଛେନାପୋଡ଼ ଦିବସ…ଅସଲ ସ୍ରଷ୍ଠାଙ୍କୁ ନେଇ ଚାଲିଛି ଶ୍ରେୟ ଲଢ଼େଇ
ଓଡ଼ିଆଙ୍କ ପ୍ରିୟ ମିଠା ଛେନାପୋଡ଼ ଆଜି ବିଶ୍ୱ ଦରବାରରେ ନୟାଗଡ଼କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଆଜି ଏପ୍ରିଲ୍ ୧୧ ତାରିଖ – ବିଶ୍ୱ ଛେନାପୋଡ଼ ଦିବସ। ରାଜ୍ୟର ବିଭିନ୍ନ ସ୍ଥାନରେ ଧୂମଧାମରେ ପାଳନ ହେଉଛି ଏହି ଦିବସ। କିନ୍ତୁ ଏହି ...









