ପ୍ରତାପଙ୍କୁ ଶ୍ରୀମୟୀଙ୍କ ନିଶାନା, କହିଲେ କର୍ମଫଳ ଏଇଠି ଭୋଗିବାକୁ ହୁଏ by M M March 21, 2026 0 ବିଜେଡିକୁ ଶ୍ରୀମୟୀ ମିଶ୍ରଙ୍କ ପୁଣି ଟାର୍ଗେଟ । ଏଥରର ଟାର୍ଗେଟ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା । ପ୍ରତାପଙ୍କୁ ନିଶାନ କରି ସେ ପ୍ରବଳ ବିଷୋଦଗାର କରିଛନ୍ତି । ସେ କହିଛନ୍ତି, ନିଜର କଲା କର୍ମର ଫଳ ଏଇଠି ଭୋଗିବାକୁ ପଡେ ...