Tag: Tollywood

ପୁଷ୍ପା – ୨ ରିଲିଜ ପୂର୍ବରୁ ୯୦୦ କୋଟି ଟଙ୍କା ରୋଜଗାର କଲା

ପୁଷ୍ପା – ୨ ରିଲିଜ ପୂର୍ବରୁ ୯୦୦ କୋଟି ଟଙ୍କା ରୋଜଗାର କଲା

ମାଲେମାଲ ହେଲେ ପୁଷ୍ପା ଷ୍ଟାର୍ ଅଲ୍ଲୁ ଅର୍ଜୁନ । ରିଲିଜ୍ ପୂର୍ବରୁ ୯୦୦ କୋଟି ରୋଜଗାର କଲା ପୁଷ୍ପା-୨ ।  ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମକୁ ନେଇ କ୍ରେଜ୍  । ନଭେମ୍ବର ପ୍ରଥମ ସପ୍ତାହରେ ସରିବ ପୋଷ୍ଟ ପ୍ରଡକ୍ସନ କାମ  । ଡିସେମ୍ବର ୬ରେ ରିଲିଜ ହେବ ...