ନାସାର ବଡ଼ ଯୋଜନା…ଜହ୍ନରେ ହେବ ସହର, ରହିବେ ଲୋକେ by M M March 26, 2026 0 ଜହ୍ନରେ ହେବ ସହର...ରହିବେ ଲୋକ । ବର୍ତ୍ତମାନ ସମୟରେ ଆପଣଙ୍କୁ ଏହା ସ୍ବପ୍ନ ଭଳି ମନେ ହେଉଥିଲେ ହେଁ ଆଗକୁ ଏହା ସମ୍ଭବ ହେବାକୁ ଯାଉଛି । କାରଣ ଖୁବ ଶୀଘ୍ର ଆମେରିକାର ମହାକାଶ ଏଜେନ୍ସି ନାସା ଏକ ବଡ ପଦକ୍ଷେପ ...