ଆପଣଙ୍କୁ ଆର୍ଥିକ ଚିନ୍ତା ଘାରୁଛି କି…ଶୀଘ୍ର ଦୂର କରନ୍ତୁ ଏହି ବାସ୍ତୁଦୋଷ by M M April 2, 2026 0 ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ଦିଗ ଓ ଶକ୍ତି ସନ୍ତୁଳନ ଠିକ୍ ଥିଲେ ଧନ ଆଗମନ ବଢ଼େ ଏବଂ ଆର୍ଥିକ ଅସ୍ଥିରତା କମିଥାଏ। ଏଠାରେ କିଛି ସରଳ ଓ ପ୍ରଭାବଶାଳୀ ବାସ୍ତୁ ଟିପ୍ସ ଦିଆଗଲା: ୧. ଉତ୍ତର ଓ ଈଶାନ କୋଣ ...