• Latest
  • Trending
ଯେଉଁ ବିଦ୍ୟାଳୟରେ ଥିଲେ ଶିକ୍ଷକ, ସେହି ବିଦ୍ୟାଳୟରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଯେଉଁ ବିଦ୍ୟାଳୟରେ ଥିଲେ ଶିକ୍ଷକ, ସେହି ବିଦ୍ୟାଳୟରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

Dec-27-2025 03:48 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-29-2025 09:52 AM IST
‘ଜାଗରଣ କନକ୍ଲେଭ’: ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକତାର ସେତୁ

‘ଜାଗରଣ କନକ୍ଲେଭ’: ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକତାର ସେତୁ

Dec-28-2025 11:37 PM IST

କିମିଆ କରିଛି ‘ହେ କଳା ବାନ୍ଧବ’

Dec-28-2025 03:27 PM IST
ବବି ଓ ପାଣ୍ଡିଆନଙ୍କୁ କାହିଁକି ଟାର୍ଗେଟ କଲେ ବଦ୍ରି ? ଗୁମର ଖୋଲିଲେ ରବି ଦାସ

ବବି ଓ ପାଣ୍ଡିଆନଙ୍କୁ କାହିଁକି ଟାର୍ଗେଟ କଲେ ବଦ୍ରି ? ଗୁମର ଖୋଲିଲେ ରବି ଦାସ

Dec-28-2025 09:31 AM IST
ସୁଜାତା ଯିବେ ରାଜ୍ୟସଭା, ବିଜେପି ସହ ଗୁପ୍ତ ମନ୍ତ୍ରଣା

ସୁଜାତା ଯିବେ ରାଜ୍ୟସଭା, ବିଜେପି ସହ ଗୁପ୍ତ ମନ୍ତ୍ରଣା

Dec-28-2025 09:24 AM IST
ଦିଗବିଜୟ ସିଂହଙ୍କ ସୋସିଆଲ ମିଡିଆ ଏକ ପୋଷ୍ଟ କୁ ନେଇ ବିବାଦ

ଦିଗବିଜୟ ସିଂହଙ୍କ ସୋସିଆଲ ମିଡିଆ ଏକ ପୋଷ୍ଟ କୁ ନେଇ ବିବାଦ

Dec-28-2025 09:21 AM IST

କ’ଣ କହୁଛି ଆଜିର ରାଶିଫଳ

Dec-28-2025 08:58 AM IST
ମୋଦି ଆଡ଼ଭାନୀଙ୍କୁ କାହିଁକି ପ୍ରଶଂସା କଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ

ମୋଦି ଆଡ଼ଭାନୀଙ୍କୁ କାହିଁକି ପ୍ରଶଂସା କଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ

Dec-27-2025 05:10 PM IST
ପିଲାମାନଙ୍କର ଏହି ବୈଜ୍ଞାନିକ ଚିନ୍ତାଧାରା ଓ ସୃଜନଶୀଳତା ପ୍ରକୃତରେ ପ୍ରଶଂସନୀୟ:ମୁଖ୍ୟମନ୍ତ୍ରୀ

ପିଲାମାନଙ୍କର ଏହି ବୈଜ୍ଞାନିକ ଚିନ୍ତାଧାରା ଓ ସୃଜନଶୀଳତା ପ୍ରକୃତରେ ପ୍ରଶଂସନୀୟ:ମୁଖ୍ୟମନ୍ତ୍ରୀ

Dec-27-2025 03:25 PM IST

ପ୍ରତ୍ୟେକ ପରିବାରର ଅତି କମରେ ତିନୋଟି ସନ୍ତାନ ହେବା ଉଚିତ…

Dec-27-2025 03:02 PM IST
  • About
  • Careers
  • Contact Us
Monday, December 29, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଯେଉଁ ବିଦ୍ୟାଳୟରେ ଥିଲେ ଶିକ୍ଷକ, ସେହି ବିଦ୍ୟାଳୟରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର ପ୍ରଗତି ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ: ୫୦ ବର୍ଷର ଶିକ୍ଷା ଓ ସଂସ୍କୃତିର ଗୌରବମୟ ଯାତ୍ରା

by M M
Dec-27-2025 03:48 PM IST
in ବଡ଼ ଖବର
0
ଯେଉଁ ବିଦ୍ୟାଳୟରେ ଥିଲେ ଶିକ୍ଷକ, ସେହି ବିଦ୍ୟାଳୟରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
492
SHARES
1.4k
VIEWS
Share on FacebookShare on Twitter

କେନ୍ଦୁଝର: ଯେଉଁ ବିଦ୍ୟାଳୟରେ ଥିଲେ ଶିକ୍ଷକ, ସେହି ବିଦ୍ୟାଳୟରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ  । ଏହି ଅନୁଭବକୁ ନେଇ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି- ”କେନ୍ଦୁଝରର ​ମୈଦାନକେଲସ୍ଥିତ ପ୍ରଗତି ଉଚ୍ଚ ବିଦ୍ୟାଳୟର ‘ସୁବର୍ଣ୍ଣ ଜୟନ୍ତୀ ଉତ୍ସବ’ରେ ଯୋଗଦେଲି। ୫୦ ବର୍ଷର ଏହି ଗୌରବମୟ ଯାତ୍ରା କେବଳ ଏହି ଅନୁଷ୍ଠାନର ସଫଳତା ନୁହେଁ, ବରଂ ଏହା କେନ୍ଦୁଝର ମାଟିର ଶିକ୍ଷା ଓ ସଂସ୍କୃତିର ଏକ ବିରାଟ ପ୍ରତିଫଳନ। ଜଣେ ପୂର୍ବତନ ଶିକ୍ଷକ ଭାବେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଗହଣରେ ସମୟ ଅତିବାହିତ କରିବା ମୋ ପାଇଁ ଏକ ଭାବପୂର୍ଣ୍ଣ ମୁହୂର୍ତ୍ତ ଥିଲା। ବିଦ୍ୟାଳୟର ଶୃଙ୍ଖଳା, ଶିକ୍ଷାଦାନର ମାନ ଏବଂ ସଫଳ ପୁରାତନ ଛାତ୍ରମାନଙ୍କର ଅବଦାନ ଦେଖି ଖୁସି ଲାଗିଲା। ଆମ ସରକାର ‘ପିଏମ-ଶ୍ରୀ’ ଏବଂ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ ମାଧ୍ୟମରେ ଶିକ୍ଷାର ମୂଳଦୁଆକୁ ସୁଦୃଢ଼ କରିବା ପାଇଁ ସଙ୍କଳ୍ପବଦ୍ଧ। ମୁଁ ଆଶା କରୁଛି, ଏହି ବିଦ୍ୟାଳୟର ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜର ଦକ୍ଷତା ବଳରେ ‘ବିକଶିତ ଓଡ଼ିଶା’ ଗଠନରେ ପ୍ରମୁଖ ସୂତ୍ରଧର ହେବେ। ଅନୁଷ୍ଠାନର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି।”

କେନ୍ଦୁଝର ଜିଲ୍ଲା ମୈଦାନକେଲସ୍ଥିତ ପ୍ରଗତି ଉଚ୍ଚ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ଆଜି ‘ସୁବର୍ଣ୍ଣ ଜୟନ୍ତୀ ଉତ୍ସବ’ ଅତି ସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟର ଏହି ସଫଳ ଯାତ୍ରାକୁ କେନ୍ଦୁଝର ମାଟିର ଶିକ୍ଷା ଓ ସଂସ୍କୃତିର ପ୍ରତିଫଳନ ଭାବେ ଅଭିହିତ କରିଛନ୍ତି।

ନିଜେ ଜଣେ ପୂର୍ବତନ ଶିକ୍ଷକ ହୋଇଥିବାରୁ, ବିଦ୍ୟାଳୟର ପରିବେଶ ଏବଂ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଗହଣରେ ସମୟ ଅତିବାହିତ କରି ସେ ବେଶ୍ ଭାବପୂର୍ଣ୍ଣ ହୋଇଉଠିଥିଲେ। ବିଦ୍ୟାଳୟର ଉଚ୍ଚକୋଟୀର ଶିକ୍ଷାଦାନ, କଠୋର ଶୃଙ୍ଖଳା ଏବଂ ପ୍ରତିଷ୍ଠିତ ପୁରାତନ ଛାତ୍ରମାନଙ୍କର ସମାଜ ପ୍ରତି ଅବଦାନକୁ ସେ ଉଚ୍ଚ ପ୍ରଶଂସା କରିଥିଲେ। ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ-

Share197Tweet123
M M

M M

ଆଜିର ପାଗ

Bhubaneswar
December 29, 2025, 10:56 AM
 

ENE
Partly cloudy
22°C
1.9 m/s
Apparent: 17°C
Pressure: 1016 mb
Humidity: 95%
Winds: 1.9 m/s ENE
Windgusts: 5.4 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:16 PM
© 2025 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

December 29, 2025
‘ଜାଗରଣ କନକ୍ଲେଭ’: ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକତାର ସେତୁ

‘ଜାଗରଣ କନକ୍ଲେଭ’: ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକତାର ସେତୁ

December 28, 2025

କିମିଆ କରିଛି ‘ହେ କଳା ବାନ୍ଧବ’

December 28, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom