• Latest
  • Trending
ଚାପ ପକାଇଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଚାପ ପକାଇଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

November 12, 2024
ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

August 3, 2025

ମୋଦି କହିଲେ ଅପରେସନ ସିନ୍ଦୂର ସମୟରେ କଣ ଘଟିଥିଲା

July 30, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଦାବି- ବିଜେଡି କହିଲା ନିଷ୍ପତ୍ତି ହୋଇନି

July 23, 2025
ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

July 19, 2025

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଇଂଲଣ୍ଡ

July 10, 2025

ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ବାଳ କଂଗ୍ରେସରେ ଯୋଗ ଦେଇଛନ୍ତି

July 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ବିଜେପି ଭିତରେ ମନମୋହନଙ୍କ ଶକ୍ତି ବଢ଼ିଛି

ବିଜେପି ଭିତରେ ମନମୋହନଙ୍କ ଶକ୍ତି ବଢ଼ିଛି

July 10, 2025
ଲୋକଙ୍କ ସହ ଭଲ ବ୍ୟବହାର କରିବାକୁ ପଡ଼ିବ: ମନମୋହନ ସାମଲ

ଲୋକଙ୍କ ସହ ଭଲ ବ୍ୟବହାର କରିବାକୁ ପଡ଼ିବ: ମନମୋହନ ସାମଲ

July 8, 2025

ମନମୋହନ ସାମଲଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜୋରଦାର ପ୍ରଶଂସା

July 8, 2025
  • About
  • Careers
  • Contact Us
Monday, August 4, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଚାପ ପକାଇଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

by M M
November 12, 2024
in ବଡ଼ ଖବର, ରାଜ୍ୟ
0
ଚାପ ପକାଇଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ
491
SHARES
1.4k
VIEWS
Share on FacebookShare on Twitter

ସରକାରୀ କର୍ମଚାରୀଙ୍କ ବଦଳି ପାଇଁ ପଡ଼ୁଛି ଚାପ । ସରକାର ବଦଳିବା ପରେ ମାତିଯାଇଛନ୍ତି ଦଲାଲ । ଚାପ ପକାଇ ବଦଳି କରିବା ନୂଆ କଥା ନୁହେଁ । କିନ୍ତୁ ଏପରି ବଦଳିକୁ ପ୍ରଥମରୁ ନା କହିଲେଣି ସରକାର ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଟିମ ପ୍ରଥମରୁ ନାସ୍ତିକ ବାଣୀ ଶୁଣାଇଛନ୍ତି । ଏନେଇ ରାଜ୍ୟ ପ୍ରଶାସନ ପୂରା ଚାପରେ ଥିବା ଆଲୋଚନା ହେଉଛି । ବ୍ଲକ୍ ଅଫିସ୍‌ରୁ ଆରମ୍ଭ କରି ପ୍ରଶାସନିକ ବିଭାଗ ପର୍ଯ୍ୟନ୍ତ ବଦଳି ପ୍ରତିଦିନ ଚାପ ବଢ଼ୁଛି ।

ନୂଆ ସରକାର ଆସିଲା ପରେ ନିଜ ନିଜ ପସନ୍ଦର ଅଧିକାରୀଙ୍କୁ ନିଜ ଅଞ୍ଚଳକୁ ନେବା ପାଇଁ ଅଘୋଷିତ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଏଥି ପାଇଁ ସାରା ରାଜ୍ୟରେ ସବୁ ବିଭାଗରେ ବ୍ୟାପକ ଅଦଳବଦଳ ଚାଲିଛି। ବିଧାୟକ ଓ ସାଂସଦଙ୍କ ସହ ଶାସକ ଦଳର କିଛି ବରିଷ୍ଠ ନେତା ବି ଏଥିରେ ସାମିଲ ହୋଇଛନ୍ତି। ଗୋଟିଏ ଗୋଟିଏ ଜାଗାକୁ ଏକାଧିକ ନେତା ନିଜ ନିଜ ପସନ୍ଦ ମୁତାବକ ଅଧିକାରୀଙ୍କ ନାମ ସୁପାରିସ କରୁଛନ୍ତି। ଫଳରେ ମନ୍ତ୍ରୀ ଓ ସଚିବ କାହା ସୁପାରିସ ପାଳନ କରିବେ, ତାହାକୁ ନେଇ ଦ୍ବନ୍ଦ୍ବରେ ପଡ଼ୁଛନ୍ତି। ଯେଉଁମାନେ ସୁପାରିସ କରୁଛନ୍ତି, ସେମାନେ ସେଥି ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲବି ବି କରୁଛନ୍ତି।

ବିଧାୟକଙ୍କ ପାଖ ଲୋକଠାରୁ ଆରମ୍ଭ କରି ସାଂସଦଙ୍କ ପାଖ ଲୋକଙ୍କ ସହାୟତାରେ ଏହି ଚାପ ବଢ଼ୁଛି । ଶାସକ ଦଳର ବରିଷ୍ଠ ନେତାମାନେ ମଧ୍ୟ ବଦଳି ପାଇଁ ଚିଠି ଲେଖୁଛନ୍ତି।

ବଦଳି  ଏବେ ସରକାର ଓ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହାର ମାତ୍ରା ଏତେ ବଢ଼ିଯାଇଛି ଯେ ଆଜି ମୁଖ୍ୟ ଶାସନ ସଚିବ ଏହି ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କର୍ମଚାରୀମାନେ ନିଜ ପସନ୍ଦର ବଦଳି ପାଇଁ ବାହ୍ୟ ଚାପ ନପକାଇବାକୁ ଚେତାବନୀ ଦେଇଛନ୍ତି। ଏପରି କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଧମକ ବି ଦେଇଛନ୍ତି।

ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଆଜି ବିଭିନ୍ନ ବିଭାଗର ସଚିବ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏକ ଚିଠି ଲେଖିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି, କିଛି ସରକାରୀ କର୍ମଚାରୀ ସେମାନଙ୍କର ବଦଳି ଓ ନିଯୁକ୍ତି ପାଇଁ ବାହାରୁ ଚାପ ପକାଉଛନ୍ତି। ଏହା ସରକାରୀ କର୍ମଚାରୀ ଆଚରଣ ନିୟମାବଳୀ(କଣ୍ଟକ୍ଟ ରୁଲ୍‌ସ) ଉଲ୍ଲଂଘନ କରୁଛି।

ସରକାରୀ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟ ଓ ବ୍ୟବହାରରେ ଉଚ୍ଚମାନ ଓ ସ୍ବଚ୍ଛତାକୁ ବଜାୟ ରଖିବା ଉଚିତ। କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ପ୍ରାଶାସନିକ ପ୍ରକ୍ରିୟାରେ ପ୍ରଚଳିତ ନୀତି ନିୟମ ଅନୁଯାୟୀ ହୁଏ। ଏହି ପ୍ରକ୍ରିୟାକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିବା ନିଶ୍ଚିତ ଭାବେ ବୃତ୍ତିଗତ ଅନୁଚିତ ବ୍ୟବହାର ଭାବେ ଗଣନା କରାଯିବ।ଏହା ଦ୍ବାରା ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ତେଣୁ ସବୁ କର୍ମଚାରୀମାନେ ନିଜ ପସନ୍ଦର ବଦଳି ଓ ନିଯୁକ୍ତି ପାଇଁ ବାହ୍ୟ ଚାପ ସୃଷ୍ଟି କରିବାକୁ ବିରତ ରହିବାକୁ ମୁଖ୍ୟ ଶାସନ ସଚିବ ଚେତାଇ ଦେଇଛନ୍ତି।

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

August 3, 2025

ମୋଦି କହିଲେ ଅପରେସନ ସିନ୍ଦୂର ସମୟରେ କଣ ଘଟିଥିଲା

July 30, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଦାବି- ବିଜେଡି କହିଲା ନିଷ୍ପତ୍ତି ହୋଇନି

July 23, 2025

Weather

Bhubaneswar
August 4, 2025, 4:26 pm
 

S
Overcast
28°C
1.4 m/s
Apparent: 34°C
Pressure: 1006 mb
Humidity: 93%
Winds: 1.4 m/s S
Windgusts: 6.6 m/s
UV-Index: 0
Precip.: 0mm /48% / Rain
Sunrise: 5:22 am
Sunset: 6:22 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom