• Latest
  • Trending
ଷ୍ଟିୟରିଂ କମିଟି ତାଲିକାକୁ ନେଇ କଂଗ୍ରେସରେ ଝଡ

ଷ୍ଟିୟରିଂ କମିଟି ତାଲିକାକୁ ନେଇ କଂଗ୍ରେସରେ ଝଡ

Aug-16-2024 03:52 PM IST
ଜାଣନ୍ତୁ କିପରି କଟିବ ଆଜିର ଦିନ

ଜାଣନ୍ତୁ କିପରି କଟିବ ଆଜିର ଦିନ

Feb-03-2026 09:46 AM IST
ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

Feb-02-2026 07:41 PM IST
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

Feb-02-2026 07:36 PM IST
ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

Feb-02-2026 07:06 PM IST
ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

Feb-02-2026 07:03 PM IST
କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

Feb-02-2026 07:00 PM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
  • About
  • Careers
  • Contact Us
Tuesday, February 3, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଷ୍ଟିୟରିଂ କମିଟି ତାଲିକାକୁ ନେଇ କଂଗ୍ରେସରେ ଝଡ

ଶରତଙ୍କ ପରେ କିଏ?

by M M
Aug-16-2024 03:52 PM IST
in ବଡ଼ ଖବର, ରାଜ୍ୟ
0
ଷ୍ଟିୟରିଂ କମିଟି ତାଲିକାକୁ ନେଇ କଂଗ୍ରେସରେ ଝଡ
491
SHARES
1.4k
VIEWS
Share on FacebookShare on Twitter

ରାଜ୍ୟ କଂଗ୍ରେସରୁ ବିବାଦ ପିଛା ଛାଡୁନି । ଷ୍ଟିୟରିଂ କମିଟି ତାଲିକାକୁ ନେଇ କଂଗ୍ରେସରେ ଝଡ ।  କମିଟିରେ  ବରିଷ୍ଠ ନେତାଙ୍କ ନାଁ ନଥିବରୁ ପୁଣି ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ ଓ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଭଳି ବରିଷ୍ଠ ନେତା କମିଟିରେ ନାହାଁନ୍ତି ।  ଯାହାକୁ ନେଇ ଏମାନେ ଖପ୍ପା। ତାଲିକାକୁ ନେଇ ନରସିଂହ କହିଛନ୍ତି, ବୋଧହୁଏ ଦଳରେ ମୋର ଆଉ କାମ କରିବାର ଆବଶ୍ୟକତା ନଥିବା ହାଇକମାଣ୍ଡ ଅନୁଭବ କରିଛନ୍ତି। ଟିକେଟ ବଣ୍ଟନକୁ ନେଇ ପ୍ରଥମେ ବିବାଦ ହୋଇଥିଲା । ଦଳର ଇସ୍ତାହାର, ପ୍ରଚାର କମିଟିର ସ୍ବଚ୍ଛତା ଉପରେ ଅନେକ ନେତା ପ୍ରଶ୍ନ କରିଛନ୍ତି । ୯ରୁ ୯୦ ମିଶନ କଣ ହେଲା? ବୋଲି କଂଗ୍ରେସ ନେତାମାନେ ପ୍ରଶ୍ନ ଉଠାଉଛନ୍ତି ।  ୯ରୁ ୧୪ ହେଲା  ବିଧାୟକ ସଂଖ୍ୟା ହେଲେ ଭୋଟ ହାର କମିଲା । କିଛି ବୈଠକ ହେଲାନାହିଁ  । କାହାର ଦାୟିତ୍ବ କଣ ? କେଉଁଠି ଭୁଲ ରହିଲା କିଛି ଆଲୋଚନା ହେଲାନାହିଁ । ଏପରି ଅଭିଯୋଗ ଆଣିଛନ୍ତି ବରିଷ୍ଠ ନେତା ।

ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳି ମାଡ ଘଟଣା ପରେ ଦୁଇ ଗୋଷ୍ଠୀ ପରସ୍ପରକୁ ଦୋଷ ଦେଉଥିଲେ । କିଛିଦିନ  ବହିସ୍କାର ଓ ଆକ୍ସନ୍ ଚାଲିଲା ପରେ  ଦଳର ରାଜ୍ୟ ମୁଖ୍ୟାଳୟରେ ତାଲା ପଡ଼ିଲା । ତାହାର ସମାଧାନ କିଛି ହେଲା ନାହିଁ । ଏବେ କଂଗ୍ରେସରେ ସଭାପତି ପଦ ଶୂନ୍ୟ ରହିଛି । ନୂଆ ସଭାପତି ପାଇଁ ଲବି ମଧ୍ୟ ଜୋରଦାର ଚାଲିଛି ।  ତେବେ ବର୍ଷ ବର୍ଷ ଧରି କାହିଁକି  ତ୍ରୀବ ହେଉଛି କଂଗ୍ରେସ କନ୍ଦଳ ? ଏହାର ଉତ୍ତର କାହା ପାଖରେ ନାହିଁ । ବିବାଦର ସମାଧାନ ଲାଗି ବାଟ ବହାରୁନି  । ସେପଟେ ମାନସ ଚୌଧୁରୀଙ୍କୁ ଦଳରୁ ବହିସ୍କାର ପରେ ପିସିସି ସଭାପତି ପଦରୁ ମଧ୍ୟ ଶରତ ପଟ୍ଟନାୟକ ହଟିଛନ୍ତି । କିଏ ସଭାପତି ହେବେ ସେଥିପାଇଁ ଗୋଟିଏ ଗୋଷ୍ଠୀ ଦିଲ୍ଲୀରେ ଲବି କରୁଛନ୍ତି। ସଭାପତି ହେବା ପାଇଁ ଆଗଧାଡିର କଂଗ୍ରେସ ନେତା ମଧ୍ୟ ପିସିସି ସଭାପତି ଦୌଡ଼ରେ ଅଛନ୍ତି। ପିସିସି ସଭାପତି ଲାଗି  ଦିଲ୍ଲୀରେ ଦାବିଦାରଙ୍କ ବଢ଼ିଛି ସଂଖ୍ୟା।   ନୂଆ ସଭାପତି କିଏ ହେବ ତାହା ଆଉ କିଛି ଦିନ ମଧ୍ୟରେ ସ୍ପଷ୍ଟ ହେବ ।

Share196Tweet123
M M

M M

ଆଜିର ପାଗ

Bhubaneswar
February 3, 2026, 11:41 AM
 

NE
Clear sky
27°C
2.7 m/s
Apparent: 22°C
Pressure: 1017 mb
Humidity: 87%
Winds: 2.7 m/s NE
Windgusts: 5.5 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:38 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଜାଣନ୍ତୁ କିପରି କଟିବ ଆଜିର ଦିନ

ଜାଣନ୍ତୁ କିପରି କଟିବ ଆଜିର ଦିନ

February 3, 2026
ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

February 2, 2026
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

February 2, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom