• Latest
  • Trending
ବିଜେଡିର ପରାଜୟ ପାଇଁ ଦୋଷ ଦେବାର ଅଛି ତ ନବୀନ ପଟ୍ଟନାୟକଙ୍କୁ ଦିଅ

ବିଜେଡିର ପରାଜୟ ପାଇଁ ଦୋଷ ଦେବାର ଅଛି ତ ନବୀନ ପଟ୍ଟନାୟକଙ୍କୁ ଦିଅ

Oct-16-2024 03:30 PM IST
WhatsAppକୁ ସୁପ୍ରିମ ତାଗିଦ ଆମ କଥା ମାନ, ନହେଲେ ଦେଶ ଛାଡ଼

WhatsAppକୁ ସୁପ୍ରିମ ତାଗିଦ ଆମ କଥା ମାନ, ନହେଲେ ଦେଶ ଛାଡ଼

Feb-03-2026 11:21 PM IST
ଭିଣୋଇଙ୍କ ଗୁଳିରେ, ବବି ଘାଇଲା….

ଭିଣୋଇଙ୍କ ଗୁଳିରେ, ବବି ଘାଇଲା….

Feb-03-2026 11:17 PM IST
କାହାକୁ ଆକ୍ଷେପ କଲେ ଅରିନ୍ଦମ ?ମୁଁ ମନା କରୁଛି, ମୋ ସାଙ୍ଗେ ଲାଗେନା, ଏବେ ନାମ ନେ

କାହାକୁ ଆକ୍ଷେପ କଲେ ଅରିନ୍ଦମ ?ମୁଁ ମନା କରୁଛି, ମୋ ସାଙ୍ଗେ ଲାଗେନା, ଏବେ ନାମ ନେ

Feb-03-2026 11:15 PM IST
ନରୱାଣେଙ୍କ ବିବାଦୀୟ ବହି ଯୁଦ୍ଧ କରିବୁକି ? ଉତ୍ତର ମିଳିଲା ନାହିଁ

ନରୱାଣେଙ୍କ ବିବାଦୀୟ ବହି ଯୁଦ୍ଧ କରିବୁକି ? ଉତ୍ତର ମିଳିଲା ନାହିଁ

Feb-03-2026 11:12 PM IST
ଜାଣନ୍ତୁ କିପରି କଟିବ ଆଜିର ଦିନ

ଜାଣନ୍ତୁ କିପରି କଟିବ ଆଜିର ଦିନ

Feb-03-2026 09:46 AM IST
ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

Feb-02-2026 07:41 PM IST
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

Feb-02-2026 07:36 PM IST
ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

Feb-02-2026 07:06 PM IST
ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

Feb-02-2026 07:03 PM IST
କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

Feb-02-2026 07:00 PM IST
  • About
  • Careers
  • Contact Us
Wednesday, February 4, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବିଜେଡିର ପରାଜୟ ପାଇଁ ଦୋଷ ଦେବାର ଅଛି ତ ନବୀନ ପଟ୍ଟନାୟକଙ୍କୁ ଦିଅ

by M M
Oct-16-2024 03:30 PM IST
in ବଡ଼ ଖବର
0
ବିଜେଡିର ପରାଜୟ ପାଇଁ ଦୋଷ ଦେବାର ଅଛି ତ ନବୀନ ପଟ୍ଟନାୟକଙ୍କୁ ଦିଅ
491
SHARES
1.4k
VIEWS
Share on FacebookShare on Twitter

ବିଜେଡିର ପରାଜୟ ପାଇଁ ଦାୟୀ କିଏ ?  ବିଜେଡି ପରାଜୟ ପାଇଁ କିଛି ନେତା ପାଣ୍ଡିଆନଙ୍କୁ ଦାୟୀ କରିଥିଲେ । ଏମାନଙ୍କ ମଧ୍ୟରେ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣି ଓ ଅମର ଶତପଥୀ ମଧ୍ୟ ଅଛନ୍ତି । ଅମର ଶତପଥୀ ଓ ପ୍ରସନ୍ନ ପାଟଶାଣୀଙ୍କ ବିସ୍ପୋରକ ବୟାନ ଉପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମୁହଁ ଖୋଲି ସେମାନଙ୍କୁ ଟାର୍ଗେଟ କରିଛନ୍ତି । ଦେବାଶିଷ କହିଛନ୍ତି, ‘ପାଣ୍ଡିଆନ ଆମ ନେତା ନୁହନ୍ତି। ବିଜେଡିର ପରାଜୟ ପାଇଁ ତାଙ୍କୁ କାହିଁକି ଦାୟୀ କରାଯିବ । ଯଦି ଦୋଷ ଦେବାର ଅଛି ତ ଆମର ନେତା ନବୀନ ପଟ୍ଟନାୟକଙ୍କୁ ଦିଅ।

ପ୍ରସନ୍ନ ପାଟ୍ଟଶାଣୀ ଏଥର ଟିକେଟ ପାଇଲେ ନାହିଁ ବୋଲି ଏବେ ଏମିତି କହୁଥିବା ସେ ପ୍ରକାଶ କରିଛନ୍ତି। ପ୍ରସନ୍ନ ପାଟ୍ଟଶାଣିଙ୍କୁ ଦଳ ପୂର୍ବରୁ ଅନେକ ଥର ସାଂସଦ କରିଛି, ବହୁତ ଫାଇଦା ସେ ଦଳରୁ ପାଇଛନ୍ତି। ବିଜେଡିରୁ ଏବେ ଯିଏ ଛାଡ଼ି ଚାଲିଗଲେ ବି ଫରକ ପଡିବ ନାହିଁ  ବୋଲି କହିଛନ୍ତି ଦେବାଶିଷ ସାମନ୍ତରାୟ ।

ଦେବାଶିଷ ସାମନ୍ତରାୟ ଆହୁରି କହିଛନ୍ତି, ଅମର ଶତପଥୀ ବାରମ୍ବାର ଦଳ ପରିବର୍ତ୍ତନ କଲେ ତାଙ୍କ ଭୋଟର ହିଁ ତାଙ୍କୁ ଭଲ ନଜରରେ ଦେଖିବେ ନାହିଁ। ପୂର୍ବରୁ ଏନସିପିରେ ଥିଲା ବେଳେ ବି ସେ ବିଜେଡି ବିରୁଦ୍ଧରେ କହୁଥିଲେ। ପୁଣି କେମିତି ବିଜେଡକୁ ଫେରିଥିଲେ। ତାହା ସେ କହିପାରିବେ ।

Share196Tweet123
M M

M M

ଆଜିର ପାଗ

Bhubaneswar
February 4, 2026, 10:06 AM
 
NE
Mainly clear
25°C
2.5 m/s
Apparent: 27°C
Pressure: 1020 mb
Humidity: 53%
Winds: 2.5 m/s NE
Windgusts: 7.1 m/s
UV-Index: 5.3
Precip.: 0mm /0% / Rain
Sunrise: 6:21 AM
Sunset: 5:39 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
WhatsAppକୁ ସୁପ୍ରିମ ତାଗିଦ ଆମ କଥା ମାନ, ନହେଲେ ଦେଶ ଛାଡ଼

WhatsAppକୁ ସୁପ୍ରିମ ତାଗିଦ ଆମ କଥା ମାନ, ନହେଲେ ଦେଶ ଛାଡ଼

February 3, 2026
ଭିଣୋଇଙ୍କ ଗୁଳିରେ, ବବି ଘାଇଲା….

ଭିଣୋଇଙ୍କ ଗୁଳିରେ, ବବି ଘାଇଲା….

February 3, 2026
କାହାକୁ ଆକ୍ଷେପ କଲେ ଅରିନ୍ଦମ ?ମୁଁ ମନା କରୁଛି, ମୋ ସାଙ୍ଗେ ଲାଗେନା, ଏବେ ନାମ ନେ

କାହାକୁ ଆକ୍ଷେପ କଲେ ଅରିନ୍ଦମ ?ମୁଁ ମନା କରୁଛି, ମୋ ସାଙ୍ଗେ ଲାଗେନା, ଏବେ ନାମ ନେ

February 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom