• Latest
  • Trending
odisha.newsroom.in

ଆଇଫୋନ ବ୍ୟବହାର କରୁଛନ୍ତି କି ? ବିପଦରେ ଏହି ସବୁ ଡିଭାଇସ

Mar-21-2026 12:31 PM IST
odisha.newsroom.in

Strait of Hormuz କୁ ନେଇ ଇରାନର ବଡ଼ ଘୋଷଣା, ବିଶ୍ୱ ତୈଳ ବଜାରରେ ଉତ୍ସାହ

Apr-17-2026 06:53 PM IST
odisha.newsroom.in

ମୁଖ୍ୟମନ୍ତ୍ରୀ ଆସନରେ ବସୁ ବସୁ ହତ୍ୟା ଧମକ, କାହାର ଏ ଅଜଣା କଲ୍ ?

Apr-17-2026 03:40 PM IST
odisha.newsroom.in

ଅସହ୍ୟ ତାତିରେ ଆଉଟୁପାଉଟୁ ସାରା ଓଡ଼ିଶା…ପାଣିପାଗ ବିଭାଗ କହୁଛି…

Apr-17-2026 03:05 PM IST
odisha.newsroom.in

ଆକାଶରେ ଫୁଟିବ ପରମାଣୁ ବୋମା…ଧ୍ବଂସ ହେବ ସାଟେଲାଇଟ, କାମ କରିବନି ଇଣ୍ଟରନେଟ୍

Apr-17-2026 02:48 PM IST
odisha.newsroom.in

ବିଜୁଙ୍କ ଶ୍ରାଦ୍ଧ ଦିବସରେ ପୁଣି ଗର୍ଜିଲେ ଶ୍ରୀମୟୀ…କହିଲେ…

Apr-17-2026 02:25 PM IST
odisha.newsroom.in

ବିଜୁଙ୍କ ତିରୋଧାନ ଦିବସରେ କାନ୍ଦିଲେ ଦିଲ୍ଲୀପ…ବିଜୁ ଲିଗାସୀର ମର୍ମ ବୁଝାଇଦେଲେ…

Apr-17-2026 02:09 PM IST
odisha.newsroom.in

ଦିଲ୍ଲୀ ବିମାନବନ୍ଦରରେ ବଡ଼ ଦୁର୍ଘଟଣା…ଆକାଶ-ସ୍ପାଇସ୍‌ଜେଟ୍ ଧକ୍କା…

Apr-16-2026 05:28 PM IST
odisha.newsroom.in

କେବେଠୁ ଆରମ୍ଭ ଖରା ଛୁଟି ? ଗଣଶିକ୍ଷା ମନ୍ତ୍ରୀ ଦେଲେ ବଡ଼ ବୟାନ…

Apr-16-2026 05:06 PM IST
odisha.newsroom.in

ପଡ଼ିଲା ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ…ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

Apr-16-2026 03:53 PM IST
odisha.newsroom.in

ଆଜିଠୁ ସାରା ରାଜ୍ୟରେ ଡିଜିଟାଲ ଜନଗଣନା…ପଚରାଯିବ ଏହି ପ୍ରଶ୍ନ

Apr-16-2026 01:12 PM IST
  • About
  • Careers
  • Contact Us
Saturday, April 18, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଆଇଫୋନ ବ୍ୟବହାର କରୁଛନ୍ତି କି ? ବିପଦରେ ଏହି ସବୁ ଡିଭାଇସ

by M M
Mar-21-2026 12:31 PM IST
in ଦେଶ ବିଦେଶ, ବିଶେଷ
0
odisha.newsroom.in

odisha.newsroom.in

491
SHARES
1.4k
VIEWS
Share on FacebookShare on Twitter

ଆପଲ ଫୋନ ୟୁଜରଙ୍କ ପାଇଁ ସତର୍କ ସୂଚନା I ଯେକୌଣସି ସମୟରେ ପଡିପାରନ୍ତି ବିପଦରେ I ଏକଥା ଆମେ କହୁନୁ, ଭାରତ ସରକାରଙ୍କ ସାଇବର ସୁରକ୍ଷା ଏଜେନ୍ସି ପକ୍ଷରୁ ଏଭଳି ସୂଚନା ମିଳିଛି I

ଯଦି ଆପଣ iPhone, iPad କିମ୍ବା Mac ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଭାରତ ସରକାରଙ୍କ ସାଇବର ସୁରକ୍ଷା ଏଜେନ୍ସି ‘CERT-In’ ପକ୍ଷରୁ ଆପଲ୍ ଡିଭାଇସ୍ ବ୍ୟବହାରକାରୀଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରୀ ଜାରି କରାଯାଇଛି। ଆପଣଙ୍କ ଫୋନ୍ କିମ୍ବା ଲାପଟପ୍‌ରେ ଥିବା ସୁରକ୍ଷା ତ୍ରୁଟି ଯୋଗୁଁ ହ୍ୟାକର୍ସ ଆପଣଙ୍କ ଡାଟା ଚୋରି କରିପାରନ୍ତି। CERT-In ମାର୍ଚ୍ଚ ୧୯ ରେ ଏହି ସତର୍କ ସୂଚନା ଜାରି କରିଛି। 

ରିପୋର୍ଟ ଅନୁଯାୟୀ, ଆପଲ୍‌ର ଅପରେଟିଂ ସିଷ୍ଟମରେ ଏକାଧିକ ଦୁର୍ବଳତା ଦେଖିବାକୁ ମିଳିଛି। ଏଥିରେ iPhone ଏବଂ iPad: iOS ଏବଂ iPadOS ର ପୁରୁଣା ଭର୍ସନ (ବିଶେଷ କରି 15.8.7, 16.7.5, 16.7.15 ଏବଂ 17.3 ରୁ ପୂର୍ବ ଭର୍ସନ) ସାମିଲ ରହିଛନ୍ତି। ସେହିପରି Mac ସିଷ୍ଟମ macOS ର 13.5, 14.2 ଏବଂ 14.3 ରୁ ପୂର୍ବ ଭର୍ସନ ପ୍ରତି ମଧ୍ୟ ବିପଦ ରହିଛି। ଏହି ସିଷ୍ଟମରେ ଥିବା ସାଫାରୀ ବ୍ରାଉଜର ମଧ୍ୟ ବିପଦମୁକ୍ତ ନୁହେଁ।

ଏହି ତ୍ରୁଟିର ସୁଯୋଗ ନେଇ ହ୍ୟାକର୍ସ ଦୂରରେ ରହି ମଧ୍ୟ ଆପଣଙ୍କ ଡିଭାଇସ୍‌ରେ ମଲିସିଅସ୍ କୋଡ୍ ଚଲାଇ ପାରିବେ। ଏହାଦ୍ୱାରା ଆପଣଙ୍କ ଗୁପ୍ତ ତଥ୍ୟ ଚୋରି ହେବା ସହ ଫୋନ୍ କିମ୍ବା କମ୍ପ୍ୟୁଟରର ନିୟନ୍ତ୍ରଣ ଅନ୍ୟ ହାତକୁ ଚାଲିଯିବାର ଆଶଙ୍କା ରହିଛି। ଏପରି ସୁରକ୍ଷା ତ୍ରୁଟିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

Tags: apple userscyber protection agencyhackersiphone
Share196Tweet123
M M

M M

ଆଜିର ପାଗ

Bhubaneswar
April 18, 2026, 7:18 AM
 

SSW
Overcast
28°C
1.9 m/s
Apparent: 34°C
Pressure: 1009 mb
Humidity: 86%
Winds: 1.9 m/s SSW
Windgusts: 8.2 m/s
UV-Index: 1.6
Precip.: 0mm /0% / Rain
Sunrise: 5:26 AM
Sunset: 6:05 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom