• Latest
  • Trending
odisha.newsroom.in

ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର, ଟ୍ରାଫିକ ଚାଲାଣରେ ବଡ଼ ରିହାତି

Mar-20-2026 04:21 PM IST
odisha.newsroom.in

ଫସିଲେ ରିୟାନ ପରାଗ…ଅଶୋଭନୀୟ ଆଚରଣ ପାଇଁ ମିଳିଲା ଏହି ଦଣ୍ଡ

Apr-30-2026 05:12 PM IST
odisha.newsroom.in

ସାବଧାନ…ଆପଣଙ୍କ ବ୍ୟକ୍ତିଗତ ମେସେଜ ପଢୁଛି WhatsApp…ମିଳିଲା ପ୍ରମାଣ…

Apr-30-2026 04:37 PM IST
odisha.newsroom.in

କର୍ମଚାରୀଙ୍କ ପାଇଁ ନିଆରା ନିୟମ କଲେ କମ୍ପାନୀ ଫାଉଣ୍ଡର…ଅଫିସ ‘ପିକନିକ୍’ ଡେଲି

Apr-30-2026 03:36 PM IST
odisha.newsroom.in

ବିଧାନସଭାରେ ‘କଙ୍କାଳ’ ଝଡ଼: ସ୍ୱତନ୍ତ୍ର ଅଧିବେଶନ ଆରମ୍ଭରୁ ହୋହଲ୍ଲା

Apr-30-2026 01:05 PM IST
odisha.newsroom.in

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ଘୋର ଆର୍ଥିକ ସଙ୍କଟରେ ଘାଣ୍ଟି ହେଉଛି ପାକିସ୍ତାନ…ସରିଫ କହିଲେ…

Apr-30-2026 12:40 PM IST
odisha.newsroom.in

ପ୍ରକାଶ ପାଇଲା ICSE ରେଜଲ୍ଟ: ଜାଣନ୍ତୁ କେମିତି ଓ କେଉଁଠି ଦେଖିବେ ପରୀକ୍ଷାଫଳ

Apr-30-2026 12:11 PM IST
odisha.newsroom.in

ଇରାନର ଚେତାବନୀ…ଏମିତି ଅସ୍ତ୍ର ପ୍ରୟୋଗ କରିବୁ ଆମେରିକାର “ହାର୍ଟ ଆଟାକ୍” ଆସିପାରେ…

Apr-30-2026 11:40 AM IST
odisha.newsroom.in

ତାତିରୁ ମିଳିବ ତ୍ରାହି: କମିବ ପାରଦ…କାଳବୈଶାଖୀ ସହ କୁଆପଥର ବର୍ଷା ଚେତାବନୀ

Apr-30-2026 10:59 AM IST
Horoscope 2026 April 30: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 30: ଜାଣନ୍ତୁ ଆଜିର ରାଶିଫଳ…

Apr-30-2026 10:33 AM IST
odisha.newsroom.in

ନିର୍ବାଚନ ଶେଷ…କିଏ ଦଖଲ କରିବ କେଉଁ ରାଜ୍ୟ…କଣ କହୁଛି EXIT POLL ?

Apr-29-2026 06:58 PM IST
  • About
  • Careers
  • Contact Us
Thursday, April 30, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର, ଟ୍ରାଫିକ ଚାଲାଣରେ ବଡ଼ ରିହାତି

by M M
Mar-20-2026 04:21 PM IST
in ରାଜ୍ୟ
0
odisha.newsroom.in

odisha.newsroom.in

491
SHARES
1.4k
VIEWS
Share on FacebookShare on Twitter

ଓଡ଼ିଶାରେ ଗାଡ଼ି ଚାଳକମାନଙ୍କ ପାଇଁ ବଡ଼ ଖୁସିଖବର1 ପୁରୁଣା ଟ୍ରାଫିକ୍ ଜରିମାନା (ଇ-ଚାଲାଣ) ଦେବାରେ ୫୦% ଛାଡ଼ ମିଳିବ। ରାଜ୍ୟ ସରକାର ଏକ ନୂଆ ଯୋଜନା ଆଣିଛନ୍ତି – ଏକକାଳୀନ ସମାଧାନ (One-Time Settlement)। ଆଗାମୀ ଜାତୀୟ ଲୋକ ଅଦାଲତରେ ପୁରୁଣା ଚାଲାଣଗୁଡ଼ିକୁ କମ୍ ଟଙ୍କାରେ ସମାପ୍ତ କରାଯିବ। ଏହାର ଉଦ୍ଦେଶ୍ୟ – ଅନେକ ପୁରୁଣା ମାମଲା ଶୀଘ୍ର ସମାଧାନ କରିବା ଓ କୋର୍ଟରେ ବୋଝ କମାଇବା।ଜାଣନ୍ତୁ କେଉଁ ଚାଲାଣରେ କେତେ ଛାଡ଼ ମିଳିବ…

  • ସାଧାରଣ ଟ୍ରାଫିକ୍ ନିୟମ ଭାଙ୍ଗିବା (ଯେମିତି ସିଗନାଲ୍ ନମାନିବା, ଭୁଲ୍ ଦିଗରେ ଗାଡ଼ି ଚଳାଇବା) – ମୂଳ ଜରିମାନାର ଅଧା (୫୦%) ଦେଲେ ହେବ।
  • ହେଲମେଟ୍ ନପିନ୍ଧିବା, ସିଟ୍ ବେଲ୍ଟ ନବାନ୍ଧିବା, ବାଇକରେ ୩ ଜଣ ବସିବା – ଜରିମାନା କେବଳ ୫୦୦ ଟଙ୍କା।
  • ରେଡ୍ ଲାଇଟ୍ ଡେଇଁବା, ଗାଡ଼ି ଚଳାଇବା ବେଳେ ମୋବାଇଲ୍ ବ୍ୟବହାର, ଭୁଲ୍ ଦିଗରେ ଗାଡ଼ି – ୧୦୦୦ ଟଙ୍କା।
  • ଦ୍ରୁତ ଗତିରେ ଗାଡ଼ି ଚଳାଇବା (ହାଲୁକା ଗାଡ଼ି) – ୧୦୦୦ ଟଙ୍କା।
  • ଭାରୀ ଗାଡ଼ି (ଟ୍ରକ୍, ବସ୍ ଆଦି) – ୨୦୦୦ ଟଙ୍କା।

ବଡ଼ ଲାଭ:
ଯେଉଁମାନେ ଏହି ଲୋକ ଅଦାଲତରେ ଟଙ୍କା ଦେବେ, ସେମାନଙ୍କ ବିରୋଧରେ ଆଉ କୌଣସି ପୁଲିସ୍ କାର୍ଯ୍ୟାନୁଷ୍ଠାନ (ଯେମିତି ଲାଇସେନ୍ସ ବନ୍ଦ କରିବା କିମ୍ବା ଅନ୍ୟ କେସ୍) ହେବ ନାହିଁ। ମାମଲା ପୂରା ଶେଷ ହୋଇଯିବ।ଏହି ଯୋଜନା ପୁରୁଣା ଜରିମାନା ଥିବା ଲୋକମାନଙ୍କୁ ବହୁତ ସହାୟତା ଦେବ। ଶୀଘ୍ର ଟଙ୍କା ଦେଇ ଚିନ୍ତା ମୁକ୍ତ ହୁଅନ୍ତୁ1 ଅଧିକ ଜାଣିବାକୁ ଚାହୁଁଥିଲେ ପାଖରେ ଥିବା ଟ୍ରାଫିକ ଥାନା ସହ ଯୋଗାଯୋଗ କରନ୍ତୁ 1

Tags: discountfineodishatraffic chalanawrong driving
Share196Tweet123
M M

M M

ଆଜିର ପାଗ

Bhubaneswar
April 30, 2026, 7:43 PM
 

S
Thunderstorm
29°C
3.8 m/s
Apparent: 32°C
Pressure: 1005 mb
Humidity: 79%
Winds: 3.8 m/s S
Windgusts: 12.5 m/s
UV-Index: 0
Precip.: 0mm /27% / Rain
Sunrise: 5:17 AM
Sunset: 6:09 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom