• Latest
  • Trending
odisha.newsroom.in

ବିଜୁ ବିରୋଧୀ ମନ୍ତବ୍ୟ ଦେଇ ନିସର୍ତ୍ତ କ୍ଷମା ମାଗିଲେ ନିଶିକାନ୍ତ ଦୁବେ

Apr-01-2026 12:33 PM IST
odisha.newsroom.in

ନିର୍ବାଚନ ଶେଷ…କିଏ ଦଖଲ କରିବ କେଉଁ ରାଜ୍ୟ…କଣ କହୁଛି EXIT POLL ?

Apr-29-2026 06:58 PM IST
odisha.newsroom.in

ପଶ୍ଚିମବଙ୍ଗରେ ରେକର୍ଡ ମତଦାନ…ଦାଦା ନା ଦିଦି…କିଏ ଗଢ଼ିବେ ସରକାର ?

Apr-29-2026 05:52 PM IST
odisha.newsroom.in

ହାଇକୋର୍ଟରେ ଚାଲିଥିଲା ଅନଲାଇନ୍ ଶୁଣାଣି…ହଠାତ ପ୍ଳେ ହେଲା ପର୍ଣ୍ଣ ଭିଡ଼ିଓ…

Apr-29-2026 03:46 PM IST
odisha.newsroom.in

ଅହଂକାରର ଲଢ଼େଇ : ୯୦ ବର୍ଷୀୟା ବୃଦ୍ଧାଙ୍କୁ ଆହୁରି ୨୦ ବର୍ଷ ଅପେକ୍ଷା କରିବାକୁ କହିଲେ ହାଇକୋର୍ଟ

Apr-29-2026 02:42 PM IST
odisha.newsroom.in

ପଶ୍ଚିମବଙ୍ଗରେ EVM ଜାଲିଆତି…ବିଜେପି ପ୍ରାର୍ଥୀଙ୍କ ନାଁ ଉପରେ କଳାପଟି !

Apr-29-2026 12:51 PM IST
odisha.newsroom.in

କେନ୍ଦୁଝର ଟ୍ରାଜେଡି…ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ ତଲବ ପରେ RDC ତଦନ୍ତ ଆରମ୍ଭ…

Apr-29-2026 12:30 PM IST
odisha.newsroom.in

ଇରାନର ତେଲ ରପ୍ତାନି ଠପ୍ ! କମୁଛି ଷ୍ଟୋରେଜ କ୍ଷମତା…ଆଗକୁ ଭୟଙ୍କର ସ୍ଥିତି…

Apr-29-2026 11:25 AM IST
odisha.newsroom.in

ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭରୁ ହିଂସା…ମମତା ଆଣିଲେ ସାଙ୍ଘାତିକ ଅଭିଯୋଗ…

Apr-29-2026 10:49 AM IST
Horoscope 2026 April 29: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 29: ଜାଣନ୍ତୁ ଆଜିର ରାଶିଫଳ…

Apr-29-2026 10:34 AM IST
odisha.newsroom.in

ସାବଧାନ ! ପୁରୁଣା ଆଣ୍ଡ୍ରଏଡ୍ ଫୋନରେ ବନ୍ଦ ହୋଇଯିବ WhatsApp: ଆପଣଙ୍କ ମୋବାଇଲ୍ ଏହି ତାଲିକାରେ ଅଛି କି ?

Apr-28-2026 05:54 PM IST
  • About
  • Careers
  • Contact Us
Thursday, April 30, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ବିଜୁ ବିରୋଧୀ ମନ୍ତବ୍ୟ ଦେଇ ନିସର୍ତ୍ତ କ୍ଷମା ମାଗିଲେ ନିଶିକାନ୍ତ ଦୁବେ

by M M
Apr-01-2026 12:33 PM IST
in ରାଜନୀତି, ରାଜ୍ୟ
0
odisha.newsroom.in

odisha.newsroom.in

491
SHARES
1.4k
VIEWS
Share on FacebookShare on Twitter

ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିଜୁ ବିରୋଧୀ ବୟାନ ରାଜ୍ୟ ରାଜନୀତିରେ ଏକ ପ୍ରକାର ନିଆଁ ଲଗାଇଦେଇଥିଲା। ଏହି ବୟାନକୁ ସବୁ ରାଜନୈତିକ ଦଳ ପକ୍ଷରୁ ନିନ୍ଦା କରାଯାଇଥିବା ବେଳେ ଆଉ କାଳ ବିଳମ୍ବ ନକରି ନିଶିକାନ୍ତ ଦୁବେ ୟୁ ଟର୍ଣ୍ଣ ମାରିଛନ୍ତି। ବିନା ସର୍ତ୍ତରେ ସେ କ୍ଷମା ମାଗିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ଦେଇଥିବା ବିବାଦୀୟ ବୟାନ ପାଇଁ ନିଶିକାନ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ।

ନିଜ ସୋସିଆଲ ମିଡିଆ ପେଜରେ ନିଶିକାନ୍ତ ଲେଖିଛନ୍ତି ଯେ, ଗତ ସପ୍ତାହରେ ସେ ଗଣମାଧ୍ୟମରେ ନେହେରୁ-ଗାନ୍ଧୀ ପରିବାରର କାରନାମା ଉପରେ କିଛି କହିଥିଲେ । ଏହି ବୟାନ ଦେଲା ବେଳେ ସେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଦରଣୀୟ ବିଜୁ ପଟ୍ଟନାୟକଙ୍କ ଉପରେ କିଛି କଥା କହିଥିଲେ । ତେବେ ତାଙ୍କ ବୟାନର ଭୁଲ ଅର୍ଥ ବାହାର କରାଯାଇଥିଲା । ସେ ଯାହା କହିଛନ୍ତି ଏହା ତାଙ୍କର ବ୍ୟକ୍ତିଗତ ଟିପ୍ପଣୀ । ନେହେରୁଙ୍କ ଉପରେ ସେ ଯାହା କହିଥିଲେ ତାକୁ ବିଜୁ ବାବୁଙ୍କ ପ୍ରତି କୁହାଯାଇଥିବା ଅନେକ ଭାବିଥିଲେ ।

ସେ ଆହୁରି କହିଛନ୍ତି ଯେ, ବିଜୁ ବାବୁ ସର୍ବଦା ଉପରେ ରହିବେ । ସେ ଜଣେ ଚମତ୍କାର ବ୍ୟକ୍ତିବିଶେଷ ଥିଲେ । ତାଙ୍କ ଅବଦାନ ଅତୁଳନୀୟ । ଯଦି ତାଙ୍କ ବକ୍ତବ୍ୟ କାହା ଭାବନାକୁ ଆଘାତ ଦେଇଛି ତେବେ ସେଥିପାଇଁ ସେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛନ୍ତି ।

ଅନ୍ୟ ଦିଗରେ ବିଜେଡି ଉପସଭାପତି ଦେବୀ ମିଶ୍ର ନିଶିକାନ୍ତଙ୍କ କ୍ଷମା ପ୍ରାର୍ଥନାକୁ କଟାକ୍ଷ କରିଛନ୍ତି । ଏହା ଗୋଇଠା ମାରି ବିଷ୍ଣୁ କରିବା ସହ ସମାନ । ବିଜେପିର ରାଜ୍ୟ ତଥା ଜାତୀୟ ନେତା ଏବାବଦରେ ପାଟି ଖୋଲୁ ନାହାଁନ୍ତି ବୋଲି ସେ କହିଛନ୍ତି ।

Tags: bjp mpnisikanta dubeystatement on biju babu
Share196Tweet123
M M

M M

ଆଜିର ପାଗ

Bhubaneswar
April 30, 2026, 7:48 AM
 

S
Thunderstorm
29°C
1.8 m/s
Apparent: 32°C
Pressure: 1005 mb
Humidity: 79%
Winds: 1.8 m/s S
Windgusts: 14.8 m/s
UV-Index: 0
Precip.: 2.5mm /22% / Rain
Sunrise: 5:17 AM
Sunset: 6:09 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom