• Latest
  • Trending
ସଫଳତା ବଖାଣିଲେ କୃତି ନ୍ୟାୟିକ ଅଧିକାରୀ

ସଫଳତା ବଖାଣିଲେ କୃତି ନ୍ୟାୟିକ ଅଧିକାରୀ

Mar-16-2025 11:17 AM IST
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

Mar-19-2026 05:04 PM IST
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

Mar-19-2026 04:10 PM IST
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

Mar-19-2026 02:55 PM IST
ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

Mar-19-2026 02:30 PM IST
କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

Mar-19-2026 01:29 PM IST
https://odisha.newsroom.in/

ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ

Mar-18-2026 04:14 PM IST
https://odisha.newsroom.in/

କଟକ ବଡ ମେଡିକାଲ ନିଆଁକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ

Mar-18-2026 03:22 PM IST
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

Mar-17-2026 05:13 PM IST
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

Mar-16-2026 11:47 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-16-2026 11:40 AM IST
  • About
  • Careers
  • Contact Us
Friday, March 20, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ସଫଳତା ବଖାଣିଲେ କୃତି ନ୍ୟାୟିକ ଅଧିକାରୀ

by newsroom
Mar-16-2025 11:17 AM IST
in ବଡ଼ ଖବର, ରାଜ୍ୟ
0
ସଫଳତା ବଖାଣିଲେ କୃତି ନ୍ୟାୟିକ ଅଧିକାରୀ
491
SHARES
1.4k
VIEWS
Share on FacebookShare on Twitter

ଚଳିତବର୍ଷ ମାର୍ଚ୍ଚ ୧୩ ତାରିଖରେ ଓଡିଶା ଜୁଡିସିଆଲ ସର୍ଭିସ (ଓଜେଏସ), ୨୦୨୩ର ଫଳାଫଳ ପ୍ରକାଶ ପାଇଛି ଓ ୩୩ଜଣ ଛାତ୍ରଛାତ୍ରୀ ନ୍ୟାୟିକ ଅଧିକାରୀ ଭାବେ ସଫଳତା ପାଇଛନ୍ତି। ଆଜି ଏହି କୃତି ଛାତ୍ରଛାତ୍ରୀମାନଙ୍କୁ ଭୁବନେଶ୍ୱର ସ୍ଥିତ ପ୍ରମୁଖ ଆଇନ ଶିକ୍ଷା ଅନୁଷ୍ଠାନ ‘ନୃପଦ ଲ କ୍ଳାସେସ’ ତରଫରୁ ଏହି ପ୍ରତିଷ୍ଠାନର ମୁଖ୍ୟ ମମତା ଦେବୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ବାର କାଉନ୍ସିଲର ସଭ୍ୟ ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡ଼ଃ ମୀନକେତନ ସାହୁ ଓ ମୁଖ୍ୟ ବକ୍ତା ଭାବେ ସମାଜସେବୀ ନୀଳମଣି ମିଶ୍ର ଯୋଗ ଦେଇଥିଲେ ।

ଏହି ଶିକ୍ଷାନୁଷ୍ଠାନର ବିଗତ ଦିନର ସଫଳତା କଥା ବର୍ଣ୍ଣନା କରିବା ସହ ଏଥର କୃତିତ୍ୱ ହାସଲ କରିଥିବା ୩ଜଣ ନ୍ୟାୟିକ ଅଧିକାରୀ ଶ୍ରୀତା ଛୋଟରାୟ, ଦେବଦତ୍ତ ଜେନା ଓ ସ୍ମୃତି ପଟ୍ଟନାୟକଙ୍କୁ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ମାନପତ୍ର ଦେଇ ସମ୍ମାନିତ କରିଥିଲେ  ।  ଭବିଷ୍ୟତରେ ଜଣେ ଭଲ ନ୍ୟାୟିକ ଅଧିକାରୀ ହେବାକୁ ନେଇ ସେମାନଙ୍କୁ ଉପଦେଶ ଦେଇଥିଲେ ।

ସୂଚନାଯୋଗ୍ୟ, ବିଗତ ୩ ବର୍ଷ ଧରି ଏହି ଅନୁଷ୍ଠାନର ଫଳାଫଳ ବେଶ ଆଖିଦୃଶିଆ ହେବାରେ ଲାଗିଛି। ଏହି ଅନୁଷ୍ଠାନରେ ଏକମାତ୍ର ଶିକ୍ଷୟତ୍ରୀ ମମତା ଦେବୀ ସମସ୍ତଙ୍କୁ ପଢ଼ାଉଥିବା ବେଳେ ତାଙ୍କର ସ୍ୱାମୀ ରାଜେଶ କୁମାର ମିଶ୍ର ତାଙ୍କୁ ଏଥିରେ ସହଯୋଗ କରିଥାନ୍ତି ବୋଲି ମମତା ଦେବୀ ସୂଚନା ଦେଇଛନ୍ତି।

ବିଗତ ବର୍ଷ ପ୍ରଥମ ବ୍ୟାଚରେ ୫ଜଣ, ଗତବର୍ଷ ୧୧ଜଣ ଓ ଏ ବର୍ଷ ୪ଜଣ ନ୍ୟାୟିକ ଅଧିକାରୀ ଏହି ଶିକ୍ଷ୍ୟାନୁଷ୍ଠାନରୁ ସୃଷ୍ଟି ହୋଇଛନ୍ତି। ସେହିପରି ଏହି ଶିକ୍ଷାନୁଷ୍ଠାନରୁ ଆଜି ପର୍ଯ୍ୟନ୍ତ ବହୁ ଅଭିଯୋଜନ ଅଧିକାରୀ, ଶିକ୍ଷକ ମଧ୍ୟ ସୃଷ୍ଟି ହୋଇଛନ୍ତି। ପୁରୁଷ ପ୍ରଧାନ ସମାଜରେ ଏକାକୀ ମହିଳା ଭାବେ ଆଇନ ଶିକ୍ଷାକୁ ଏକ ସ୍ଥରକୁ ନେଇଥିବା ମମତା ଦେବୀଙ୍କୁ ସମସ୍ତ ମହଲରୁ ପ୍ରଶଂସା ମିଳୁଥିବାର ସୂଚନା ମିଳୁଛି।

Share196Tweet123
newsroom

newsroom

ଆଜିର ପାଗ

Bhubaneswar
March 20, 2026, 4:30 AM
 

SSW
Overcast
24°C
1.1 m/s
Apparent: 30°C
Pressure: 1010 mb
Humidity: 90%
Winds: 1.1 m/s SSW
Windgusts: 8.5 m/s
UV-Index: 0
Precip.: 2.5mm /55% / Rain
Sunrise: 5:50 AM
Sunset: 5:57 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

March 19, 2026
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

March 19, 2026
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

March 19, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom