• Latest
  • Trending
କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

Mar-19-2026 01:29 PM IST
ବାତ୍ୟା ଦ୍ୱନ୍ଦ୍ୱ ମଧ୍ୟରେ ସୃଷ୍ଚି ହେଲା ଘୂର୍ଣ୍ଣିବଳୟ, ଦିନକ ପରେ ନେବ ଲଘୁଚାପର ରୂପ

ବାତ୍ୟା ଦ୍ୱନ୍ଦ୍ୱ ମଧ୍ୟରେ ସୃଷ୍ଚି ହେଲା ଘୂର୍ଣ୍ଣିବଳୟ, ଦିନକ ପରେ ନେବ ଲଘୁଚାପର ରୂପ

May-09-2026 03:55 PM IST
‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ !

‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ !

May-09-2026 03:42 PM IST
ଭାତ ଖାଇଲେ ବଢ଼େ କି ମୋଟା ପଣ , ଜାଣନ୍ତୁ ଏହା ପଛର ସତ ?

ଭାତ ଖାଇଲେ ବଢ଼େ କି ମୋଟା ପଣ , ଜାଣନ୍ତୁ ଏହା ପଛର ସତ ?

May-09-2026 01:22 PM IST
ଶୁଭେନ୍ଦୁ ଅଧିକାରୀଙ୍କ ସହିତ ଶପଥ ନେଇଥିବା ପାଞ୍ଚ ଜଣ ମନ୍ତ୍ରୀ କିଏ ?

ଶୁଭେନ୍ଦୁ ଅଧିକାରୀଙ୍କ ସହିତ ଶପଥ ନେଇଥିବା ପାଞ୍ଚ ଜଣ ମନ୍ତ୍ରୀ କିଏ ?

May-09-2026 01:08 PM IST
ପଶ୍ଚିମବଙ୍ଗରେ ଚାଲିଥିଲା ଶପଥ ଗ୍ରହଣ ଉତ୍ସବ; ପାଦ ଛୁଇଁ ମୁଣ୍ଡିଆ ମାରିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ସେ କିଏ?

ପଶ୍ଚିମବଙ୍ଗରେ ଚାଲିଥିଲା ଶପଥ ଗ୍ରହଣ ଉତ୍ସବ; ପାଦ ଛୁଇଁ ମୁଣ୍ଡିଆ ମାରିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ସେ କିଏ?

May-09-2026 01:02 PM IST
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ

May-09-2026 12:21 PM IST
ଶନି ଦେବଙ୍କ ପୂଜାରେ କାହିଁକି ବ୍ୟବହାର ହୁଏ ନାହିଁ ତମ୍ବା ପାତ୍ର ? ଜାଣନ୍ତୁ ଏହା ପଛର କାରଣ

ଶନି ଦେବଙ୍କ ପୂଜାରେ କାହିଁକି ବ୍ୟବହାର ହୁଏ ନାହିଁ ତମ୍ବା ପାତ୍ର ? ଜାଣନ୍ତୁ ଏହା ପଛର କାରଣ

May-09-2026 11:16 AM IST
କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା; ସିଡିଏସ୍ ହେବେ ଏନଏସ ରାଜା ସୁବ୍ରମଣି

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା; ସିଡିଏସ୍ ହେବେ ଏନଏସ ରାଜା ସୁବ୍ରମଣି

May-09-2026 10:56 AM IST
ଆଜିଠୁ ପଶ୍ଚିମବଙ୍ଗରେ ବିଜେପି ସରକାର; ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ, ସୁରକ୍ଷା ବ୍ୟବସ୍ଥା କଡାକଡି

ଆଜିଠୁ ପଶ୍ଚିମବଙ୍ଗରେ ବିଜେପି ସରକାର; ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ, ସୁରକ୍ଷା ବ୍ୟବସ୍ଥା କଡାକଡି

May-09-2026 08:32 AM IST
ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

May-09-2026 07:10 AM IST
  • About
  • Careers
  • Contact Us
Saturday, May 9, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home Uncategorized

କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

by M M
Mar-19-2026 01:29 PM IST
in Uncategorized, ରାଜନୀତି, ରାଜ୍ୟ
0
କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ
491
SHARES
1.4k
VIEWS
Share on FacebookShare on Twitter

କ୍ରସ ଭୋଟିଂ ଆକ୍ସନ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ । କହିଲେ, ବିଜେଡିର ପ୍ରାଥମିକ ସଦସ୍ୟତା ଛାଡ଼ିବାର ପ୍ରଶ୍ନ ଉଠୁନି । ସେପଟେ ଦେବୀଙ୍କ ଘରେ ଆଗରେ ଯୁବ ଓ ଛାତ୍ର ବିଜେଡିର ହଙ୍ଗାମା । ଦେବୀଙ୍କୁ ଭେଟିଲେ ନବନିର୍ବାଚିତ ରାଜ୍ୟସଭା ସାଂସଦ ଦିଲୀପ ରାୟ । ବିଜେଡିର ଆଭିମୁଖ୍ୟକୁ ନାପସନ୍ଦ ।

ରାଜ୍ୟସଭା କ୍ରସ ଭୋଟିଂ ପରେ ବିଜେଡିର ୬ ବିଧାୟକଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ବେଳେ ଗଣମାଧ୍ୟମରେ ଏହାର କଡ଼ା ଜବାବ ରଖିଛନ୍ତି ବିଧାୟକ ଦେବୀରଂଜନ ତ୍ରିପାଠୀ । ଦେବୀରଂଜନ କହିଛନ୍ତି, ସେ କୌଣସି ବିଶ୍ବାସଘାତକ କାମ କରିନାହାନ୍ତି, ବରଂ ଯାହା ତାଙ୍କୁ ଠିକ୍ ଲାଗିଲା, ସେ ଅନୁଯାୟୀ ଭୋଟ୍ ଦେଇଛନ୍ତି । ସେ କେବେ ବି ବିଜେଡିର ପ୍ରାଥମିକ ସଦସ୍ୟତା ଛାଡ଼ିବେ ନାହିଁ ବୋଲି ରୋକଠୋକ୍ କହିଛନ୍ତି ।

ଏହା ଭିତରେ ରାଜ୍ୟସଭା ବିଜୟୀ ପ୍ରାର୍ଥୀ ଦିଲୀପ ରାୟ, ଦେବୀରଂଜନଙ୍କ ବାସଭବନରେ ପହଞ୍ଚି ଦେବୀଙ୍କ ସହ ତାଙ୍କ ବାପା ପ୍ରଭାତ ତ୍ରିପାଠୀଙ୍କୁ ସାକ୍ଷାତ କରିଛନ୍ତି । ସେପଟେ ଦେବୀରଂଜନଙ୍କ ଦଳବିରୋଧୀ କାର୍ଯ୍ୟର ପ୍ରତିବାଦ କରି ବିଜେଡିର ଦୁଇ ଛାମୁଆ ଶାଖା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଦେବୀଙ୍କ ଘର ଆଗରେ ଜୋରଦାର ପ୍ରତିବାଦ କରାଯାଇଛି ।

ADVERTISEMENT

Tags: bjdnewsodisha
Share196Tweet123
M M

M M

ଆଜିର ପାଗ

Bhubaneswar
May 9, 2026, 8:51 PM
 
S
Clear sky
28°C
2.8 m/s
Apparent: 33°C
Pressure: 1009 mb
Humidity: 96%
Winds: 2.8 m/s S
Windgusts: 9.4 m/s
UV-Index: 0
Precip.: 0mm /63% / Rain
Sunrise: 5:12 AM
Sunset: 6:13 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom