• Latest
  • Trending

ଆଜି ଆପଣଙ୍କ ରାଶିରେ ଅଛି ଶୁଭ ଫଳ

Nov-14-2024 08:04 AM IST
odisha.newsroom.in

ବଙ୍ଗଳା ଓ ଆସାମରେ ବିଜେପିର ଦବଦବା…ତାମିଲନାଡୁରେ ବିଜୟଙ୍କ ‘ବ୍ଲକବଷ୍ଟର’ ଏଣ୍ଟ୍ରି

May-04-2026 06:52 PM IST
odisha.newsroom.in

ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ କିଏ ? ଚର୍ଚ୍ଚାରେ ଏହି ନେତାଙ୍କ ନାମ…

May-04-2026 06:12 PM IST
odisha.newsroom.in

ତାମିଲନାଡୁରେ ଅଟୋ ଚାଳକଙ୍କ କମାଲ…ବଡ଼ ନେତାଙ୍କୁ ହରାଇଦେଲେ

May-04-2026 05:13 PM IST
odisha.newsroom.in

TMC କାର୍ଯ୍ୟାଳୟ ଖାଁ ଖାଁ…ମମତାଙ୍କ ଘର ଆଗରେ ‘ଜୟ ଶ୍ରୀରାମ’ ନାରା

May-04-2026 03:02 PM IST
odisha.newsroom.in

ପୁଡୁଚେରୀ ନିର୍ବାଚନ ଫଳାଫଳ: ପୁଣି ଥରେ କ୍ଷମତା ଆଡ଼କୁ ବିଜେପି ମେଣ୍ଟ, ପଛରେ ପଡ଼ିଲା କଂଗ୍ରେସ

May-04-2026 12:42 PM IST
odisha.newsroom.in

ତାମିଲନାଡୁରେ’TVK’ ମ୍ୟାଜିକ୍: ବିଜୟଙ୍କ ଘର ଆଗରେ ପୋଲିସ୍ ଛାଉଣୀ କାହିଁକି ?

May-04-2026 12:18 PM IST
odisha.newsroom.in

କେରଳରେ ବଡ଼ ବିଜୟ ଆଡ଼କୁ UDF…LDF କର୍ମୀଙ୍କ ମଧ୍ୟରେ ନିରାଶା…

May-04-2026 11:58 AM IST
odisha.newsroom.in

ତାମିଲନାଡୁରେ ବିଜୟଙ୍କ ଦବଦବା…ଛତ୍ରଭଙ୍ଗ ଦେଲେଣି DMK କର୍ମୀ

May-04-2026 11:20 AM IST
odisha.newsroom.in

ବେଙ୍ଗଲରେ ବିଜେପି ଆଗରେ, ତାମିଲନାଡୁରେ ବିଜୟଙ୍କ TVK ର କମାଲ

May-04-2026 10:37 AM IST
odisha.newsroom.in

ପ୍ରାରମ୍ଭିକ ଟ୍ରେଣ୍ଡରେ ମମତାଙ୍କୁ ପଛରେ ପକାଇଲେ ଶୁଭେନ୍ଦୁ ଅଧିକାରୀ

May-04-2026 09:54 AM IST
  • About
  • Careers
  • Contact Us
Monday, May 4, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଆଜି ଆପଣଙ୍କ ରାଶିରେ ଅଛି ଶୁଭ ଫଳ

by M M
Nov-14-2024 08:04 AM IST
in ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ
0
491
SHARES
1.4k
VIEWS
Share on FacebookShare on Twitter

ମେଷ: ଆପଣଙ୍କ ଆଖପାଖର ଲୋକ ଆପଣଙ୍କୁ ପ୍ରୋତ୍ସାହିତ କରିବେ ଏବଂ ଆପଣଙ୍କ କାମ ପ୍ରଶଂସା କରିବେ। କିଛି ଲୋକଙ୍କ ସହିତ ମିଶି ଆପଣ ଖୁସି ରହିବେ। ବନ୍ଧୁ ଠାରୁ  ସୁନ୍ଦର ଉପହାର ପାଇବେ।  ‌

ବୃଷ: ବକେୟା ଅର୍ଥ ପାଇବେ। କାରବାରରେ ଉନ୍ନତି ହେବ। କୌଣସି ଅନୁଭବୀ ବ୍ୟକ୍ତିଙ୍କ ସହିତ ମିଶି ଆପଣଙ୍କୁ ସମସ୍ୟାର ସମାଧାନ ମିଳିଯିବ। ପରିବାର ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ‌

ମିଥୁନ: କୌଣସି ପୁରୁଣା କଥାରେ ଫସି ଯିବେ। ଆପଣଙ୍କ ବ୍ୟକ୍ତିତ୍ବ ଲୋକମାନଙ୍କୁ ଆକର୍ଷିତ କରିବ। ଆପଣଙ୍କ ରୁଚି ସାମାଜିକ ଗତିବିଧିରେ ରହିବ। ଅଫିସରେ କାମ ତରବରିଆରେ କରନ୍ତୁ ନାହିଁ।  ‌

କର୍କଟ: ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦିଗୁଣା କରିବ। ଆପଣ ନୂଆ ଘର କିଣିବା ପାଇଁ ବିଚାର କରିବେ। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଯୋଜନା କରିବେ।

ସିଂହ: ଶ୍ରୀଜଗନ୍ନାଥଙ୍କ ପ୍ରତି ଆସ୍ଥା ବଢ଼ିବ। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ। ବ୍ୟବସାୟରେ ଅଧିକ ମନୋଯୋଗର କାମ କରନ୍ତୁ। ସମୟ ଓ ଶକ୍ତି ଅନ୍ୟମାନଙ୍କ ସାହାଯ୍ୟରେ ଲଗାନ୍ତୁ।

କନ୍ୟା: ନିଜର ମହତ୍ବାକାଂକ୍ଷା ଉପରେ ନିୟନ୍ତ୍ରଣ ରଖନ୍ତୁ। ସକାରାତ୍ମକ ଭାବନା ଘେନି କାମ କରନ୍ତୁ। କୌଣସି ମହଳାଙ୍କ ସାହାଯ୍ୟରେ ନିଜ ପେସାରେ ଲାଭ ହେବ। ପ୍ରେମୀ ଯୁଗଳ ରମଣୀୟ ସ୍ଥାନକୁ ବୁଲି ଯିବେ।

ତୁଳା: ଦିନଦଟି ବ୍ୟସ୍ତତା ଭରା ରହିବ। ଆର୍ଥିକ ବିଷୟରେ ଆପଣଙ୍କୁ ଲାଭ ହେବ। ପରିବାର ଲୋକଙ୍କୁ ଆପଣଙ୍କ ଠାରୁ ଅଧିକ ଆଶା ରହିବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ।

ବିଛା: ସବୁ କଷ୍ଟ ନିବାରଣ ହେବ। ଘର ସଜାଇବା ଉପକରଣ କିଣିବା ପାଇଁ ବଜାରକୁ ଯିବେ। କୌଣସି ବ୍ୟକ୍ତି ନିଜର କଥା ଆପଣଙ୍କୁ କହିବେ। ଆପଣ ନିଜର ପ୍ରିୟବନ୍ଧୁ ସହିତ ମିଶିବା ପାଇଁ ଯୋଜନା କରିପାରନ୍ତି।

ଧନୁ: ବ୍ୟବସାୟର ଲାଭ ଅର୍ଥ ପୁଣି ବ୍ୟବସାୟରେ ଲଗାଇବେ। ପରିବାର ସହିତ ବାହାରକୁ ବୁଲି ଯାଇପାରନ୍ତି। ଖେଳାଳୀଙ୍କ ଲାଗି ଦିନଟି ଭଲ। ପ୍ରେମୀ ଯୁଗଳଙ୍କ ବ୍ୟବହାରରେ ସକାରାତ୍ମକ ଆସିବ।

ମକର: ଖର୍ଚ୍ଚ ଆପଣଙ୍କୁ ଚିନ୍ତାରେ ପକାଇପାରେ। ଆପଣଙ୍କ ବ୍ୟକ୍ତିତ୍ବରେ ସକାରାତ୍ମକ ପରିବର୍ତ୍ତନ ଆସିବ। କତୃପକ୍ଷ ଆପଣଙ୍କ କାମରେ ପ୍ରଶଂସା କରିବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

କୁମ୍ଭ: ଘରର ସମସ୍ୟା ଜାଣିବା ପାଇଁ ଘରର ବରିଷ୍ଠଙ୍କ ସହିତ ସମୟ କଟାଇବେ। ବେପାରରେ ଲାଭ ହେବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଛାତ୍ରଛାତ୍ରୀ କଲେଜ ପ୍ରୋଜେକ୍ଟ ପୂରା କରିବାରେ ସଫଳ ହେବେ।

ମୀନ: ପୂର୍ବରୁ କରିଥିବା ନିବେଶ ଲାଭପ୍ରଦ ରହିବ। କିଛି ନୂଆ ଓ ସୃଜନାତ୍ମକ କରିବା ପାଇଁ ଦିନଟି ଭଲ। ଆର୍ଥିକ ବିଷୟ ଅଧିକ ଗମ୍ଭୀରତାରେ ନେବେ। ଅଫିସରେ ସହକର୍ମୀଙ୍କର ସାହାଯ୍ୟ ସହଯୋଗ ପାଇବେ।

Share196Tweet123
M M

M M

ଆଜିର ପାଗ

Bhubaneswar
May 4, 2026, 9:30 PM
 

S
Overcast
26°C
2.6 m/s
Apparent: 32°C
Pressure: 1010 mb
Humidity: 92%
Winds: 2.6 m/s S
Windgusts: 11 m/s
UV-Index: 0
Precip.: 5.1mm /76% / Rain
Sunrise: 5:15 AM
Sunset: 6:11 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom