• Latest
  • Trending
କମିକ୍ସ କ୍ରିଏଟର୍ସ ଚାମିୟନସିପର ୧୦ ଫାଇନାଲିଷ୍ଟ ଘୋଷଣା

କମିକ୍ସ କ୍ରିଏଟର୍ସ ଚାମିୟନସିପର ୧୦ ଫାଇନାଲିଷ୍ଟ ଘୋଷଣା

Apr-18-2025 02:00 PM IST
ସ୍ନେହାଙ୍ଗିନୀଙ୍କ ବିଶାଳ ରାଲି; କାହିଁକି ନଥିଲେ ସ୍ଥାନୀୟଲୋକ ?

ସ୍ନେହାଙ୍ଗିନୀଙ୍କ ବିଶାଳ ରାଲି; କାହିଁକି ନଥିଲେ ସ୍ଥାନୀୟଲୋକ ?

Oct-23-2025 12:37 PM IST
ବିରାଟ କ’ଣ ସିଡ଼ନୀରେ ଅବସର ନେଇଯିବେ କି ?

ବିରାଟ କ’ଣ ସିଡ଼ନୀରେ ଅବସର ନେଇଯିବେ କି ?

Oct-23-2025 12:26 PM IST
କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ?

କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ?

Oct-23-2025 12:03 PM IST
ରୋହିତଙ୍କ ଅର୍ଧଶତକ, ବଡ଼ ସ୍କୋର ଅଭିମୁଖେ ଭାରତ

ରୋହିତଙ୍କ ଅର୍ଧଶତକ, ବଡ଼ ସ୍କୋର ଅଭିମୁଖେ ଭାରତ

Oct-23-2025 11:07 AM IST
ଭାରତର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ, ବିରାଟ ଶୂନରେ ଆଉଟ୍

ଭାରତର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ, ବିରାଟ ଶୂନରେ ଆଉଟ୍

Oct-23-2025 09:49 AM IST
ଲଘୁଚାପର ପ୍ରଭାବରେ କିଛି ସ୍ଥାନରେ ହେବ ବର୍ଷା

ଲଘୁଚାପର ପ୍ରଭାବରେ କିଛି ସ୍ଥାନରେ ହେବ ବର୍ଷା

Oct-23-2025 09:39 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Oct-23-2025 09:15 AM IST

ଏସ୍‌ଆଇ ପରୀକ୍ଷା ସ୍କାମ୍ : ସିବିଆଇକୁ ମାମଲା ହସ୍ତାନ୍ତର କଲେ ରାଜ୍ୟ ସରକାର

Oct-22-2025 08:01 PM IST
ବିହାରରେ କାହା ସପକ୍ଷରେ ଯିବ ମହିଳା ଭୋଟ?

ବିହାରରେ କାହା ସପକ୍ଷରେ ଯିବ ମହିଳା ଭୋଟ?

Oct-22-2025 07:10 PM IST
ଜଙ୍ଗଲ କ୍ଷେତ୍ରଫଳରେ ୯ମ ସ୍ଥାନକୁ ପହଞ୍ଚିଲା ଭାରତ

ଜଙ୍ଗଲ କ୍ଷେତ୍ରଫଳରେ ୯ମ ସ୍ଥାନକୁ ପହଞ୍ଚିଲା ଭାରତ

Oct-22-2025 06:48 PM IST
  • About
  • Careers
  • Contact Us
Thursday, October 23, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

କମିକ୍ସ କ୍ରିଏଟର୍ସ ଚାମିୟନସିପର ୧୦ ଫାଇନାଲିଷ୍ଟ ଘୋଷଣା

ତାଲିକାରେ ଓଡ଼ିଶାରେ ପ୍ରସ୍ତୁତ କମିକ୍ସ ‘ଆସେସ୍ ଅଫ ଡିଭିନିଟି’

by newsroom
Apr-18-2025 02:00 PM IST
in ବଡ଼ ଖବର, ମନୋରଞ୍ଜନ
0
କମିକ୍ସ କ୍ରିଏଟର୍ସ ଚାମିୟନସିପର ୧୦ ଫାଇନାଲିଷ୍ଟ ଘୋଷଣା
491
SHARES
1.4k
VIEWS
Share on FacebookShare on Twitter

ଇମରସିଭ୍ ମିଡିଆ ଓ କ୍ରିଏଟିଭ୍ ଟେକନଲୋଜି ଯୁଗରେ କମିକ୍ସଗୁଡ଼ିକ ଚମତ୍କାର କାହାଣୀ, ସାଂସ୍କୃତିକ ଉତଥାନ ଓ ଉଦ୍ଭାବନର ଶକ୍ତିଶାଳୀ ଉପକରଣ ପାଲଟିଛନ୍ତି, ଯାହାକି ଲୋକକଥା, କଳ୍ପନା ଓ ଭବିଷ୍ୟତର ଟେକନଲୋଜିର ଏକ ଅଦ୍ଭୁତ ମିଶ୍ରଣ ।

ଏହି ପରିବର୍ତ୍ତନ କମିକ୍ସ କ୍ରିଏଟର ଚାମ୍ପିୟନସିପ ମାଧ୍ୟମରେ ଆହୁରି ସମୃଦ୍ଧ ହୋଇଛି, ଯେଉଁଠାରେ ସମଗ୍ର ଭାରତର କ୍ରିଏଟରମାନ ସିକ୍ବେନ୍ସିଆଲ ଆର୍ଟରେ ନୂଆ ନୂଆ ସଫଳତା ପ୍ରାପ୍ତ କରୁଛନ୍ତି। ଏବେ ଏହି ଚାମ୍ପିୟନସିପର ୧୦ ଜଣ ଫାଇନାଲିଷ୍ଟମାନଙ୍କ ନାମ ଘୋଷଣା ହୋଇଛି । ଯେଉଁଥିରେ ଆମେଚର ବର୍ଗରେ ସ୍ଥାନ ପାଇଛନ୍ତି କେନ୍ଦ୍ରାପଡ଼ା ଓଡ଼ିଶାର ରଣଦୀପ ସିଂ ଓ ତାଙ୍କ ଦଳ ।

ସେମାନେ ଆସେସ୍ ଅଫ ଡିଭିନିଟି ନାମକ କମିକ୍ସ ପ୍ରସ୍ତୁତ କରିଛନ୍ତି । ଏକ ଅଭିନବ ଓ ଚମତ୍କାର ବିଷୟକୁ ନେଇ ସେମାନେ ନିଜର କମିକ୍ସ ପ୍ରସ୍ତୁତ କରିଛନ୍ତି । ଏହା ମାଧ୍ୟମରେ ସେମାନେ ଲୋକକଥାର ପୁନଃକଳ୍ପନା କରିଛନ୍ତି । ତାଙ୍କ କାହାଣୀଟି ସଂକ୍ଷେପରେ ଏହିପରି- ଭବିଷ୍ୟତରେ କାଳୀ ପୌରାଣିକ ଯୁଗର ରାକ୍ଷସମାନଙ୍କୁ କଳକୀ ସହ ଲଢ଼ିବା ପାଇଁ ପୁନର୍ଜୀବିତ କରୁଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ଏକଦା ଦୁର୍ଦ୍ଧଷ ଶାସକ କନ୍ଦ୍ରା, ଯିଏ ନିଜର ପୁରୁଣା ଶତ୍ରୁ ବଳରାମଙ୍କ ସହ ମୁହାଁମୁହିଁ ହେବାକୁ ଫେରୁଛନ୍ତି। ଏହି କାହାଣୀରେ ଆଞ୍ଚଳିକ କିମ୍ବଦନ୍ତୀ ସହିତ ଦେବଲୋକର ସଂଘର୍ଷକୁ ଅଦ୍ଭୁତଭାବେ ମିଶ୍ରଣ କରାଯାଇଛି ।

 

Share196Tweet123
newsroom

newsroom

ଆଜିର ପାଗ

Bhubaneswar
October 23, 2025, 1:03 PM
 

NE
Mainly clear
32°C
2.5 m/s
Apparent: 31°C
Pressure: 1011 mb
Humidity: 86%
Winds: 2.5 m/s NE
Windgusts: 5.6 m/s
UV-Index: 0
Precip.: 0mm /8% / Rain
Sunrise: 5:44 AM
Sunset: 5:17 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ସ୍ନେହାଙ୍ଗିନୀଙ୍କ ବିଶାଳ ରାଲି; କାହିଁକି ନଥିଲେ ସ୍ଥାନୀୟଲୋକ ?

ସ୍ନେହାଙ୍ଗିନୀଙ୍କ ବିଶାଳ ରାଲି; କାହିଁକି ନଥିଲେ ସ୍ଥାନୀୟଲୋକ ?

October 23, 2025
ବିରାଟ କ’ଣ ସିଡ଼ନୀରେ ଅବସର ନେଇଯିବେ କି ?

ବିରାଟ କ’ଣ ସିଡ଼ନୀରେ ଅବସର ନେଇଯିବେ କି ?

October 23, 2025
କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ?

କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ?

October 23, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom