• Latest
  • Trending
ଗ୍ରୀଷ୍ମଛୁଟି ପରେ ପିଲାମାନଙ୍କୁ କେତୋଟି ନୂଆ କଥା କରିବା ପାଇଁ ପଡ଼ିବ

ଗ୍ରୀଷ୍ମଛୁଟି ପରେ ପିଲାମାନଙ୍କୁ କେତୋଟି ନୂଆ କଥା କରିବା ପାଇଁ ପଡ଼ିବ

Jun-10-2025 09:04 AM IST

ଆସୁଛି ବଡ଼ ବାତ୍ୟା, ସପ୍ତାହେ ଧରି ଛେଚିବ- କାଚିବ

Oct-21-2025 07:32 PM IST
ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

Oct-21-2025 05:15 PM IST
ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

Oct-21-2025 04:38 PM IST
ହମାସକୁ ଧମକ ଦେଲେ ଟ୍ରମ୍ପ, କହିଲେ କଥା ନମାନିଲେ ଧ୍ବଂସ କରିଦେବୁ

ହମାସକୁ ଧମକ ଦେଲେ ଟ୍ରମ୍ପ, କହିଲେ କଥା ନମାନିଲେ ଧ୍ବଂସ କରିଦେବୁ

Oct-21-2025 04:08 PM IST
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

Oct-21-2025 03:37 PM IST
ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

Oct-21-2025 01:20 PM IST
ଗୋଟିଏ ଆସନରେ ମହାଗଠବନ୍ଧନର ଦୁଇ ପ୍ରାର୍ଥୀ, ଫାଇଦା କାହାର ହେବ ?

ଗୋଟିଏ ଆସନରେ ମହାଗଠବନ୍ଧନର ଦୁଇ ପ୍ରାର୍ଥୀ, ଫାଇଦା କାହାର ହେବ ?

Oct-21-2025 12:39 PM IST
ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

Oct-21-2025 12:19 PM IST
କଣ କହୁଛି ଆପଣଙ୍କ ରାଶିଫଳ

କଣ କହୁଛି ଆପଣଙ୍କ ରାଶିଫଳ

Oct-21-2025 07:07 AM IST
ନିଜ ଦମରେ ଲଢ଼ିଲେ ବିଜୟ ସୁନିଶ୍ଚିତ :ମୋଦି

ନିଜ ଦମରେ ଲଢ଼ିଲେ ବିଜୟ ସୁନିଶ୍ଚିତ :ମୋଦି

Oct-20-2025 12:43 PM IST
  • About
  • Careers
  • Contact Us
Wednesday, October 22, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବିଶେଷ

ଗ୍ରୀଷ୍ମଛୁଟି ପରେ ପିଲାମାନଙ୍କୁ କେତୋଟି ନୂଆ କଥା କରିବା ପାଇଁ ପଡ଼ିବ

by newsroom
Jun-10-2025 09:04 AM IST
in ବିଶେଷ
0
ଗ୍ରୀଷ୍ମଛୁଟି ପରେ ପିଲାମାନଙ୍କୁ କେତୋଟି ନୂଆ କଥା କରିବା ପାଇଁ ପଡ଼ିବ
491
SHARES
1.4k
VIEWS
Share on FacebookShare on Twitter

ଏ ବର୍ଷ ତାମିଲନାଡୁର ସ୍କୁଲ ଗୁଡ଼ିକ ଗ୍ରୀଷ୍ମ ଛୁଟି ପରେ ନୂଆ ଢ଼ଙ୍ଗରେ ଖୋଲିଛି । ଗ୍ରୀଷ୍ମଛୁଟି ପରେ ପିଲାମାନଙ୍କୁ କେତୋଟି ନୂଆ କଥା କରିବା ପାଇଁ ପଡ଼ିବ । ଶିଖିବା ପାଇଁ ପଡ଼ିବ । ଆମେ ମଧ୍ୟବିତ ଶ୍ରେଣୀର ବାପାମାଆ ମାନେ ପିଲାମାନଙ୍କୁ ଚାକିରି କରିବା ପାଇଁ ପାଠ ପଢ଼ାଇଥାଉ । ମଧ୍ୟବିତଙ୍କ ମନକୁ ଜାଣି ଇଂରାଜି ମିଡିୟମ ସ୍କୁଲ ଗୁଡ଼ିକ ମେଡିକାଲ, ଇଂଜିନିୟରିଂ ତଥା ଆଇଟିରେ କିଭଳି ପାଠ ପଢ଼ିହେବ ଆଉ ଚାକିରି କରିହେବ ତାକୁ ଆଖିଆଗରେ ରଖି ପିଲାଙ୍କୁ ସେଇ ଦିଗରେ ନେଇଥାଆନ୍ତି । ଏବର୍ଷ ତାମିଲନାଡୁରେ ସରକାର ନିଷ୍ପତ୍ତି ନେଇଛନ୍ତି ପ୍ରତିଦିନ ବା ସପ୍ତାହରେ ଅନ୍ତତଃ ଗୋଟିଏ କ୍ଲାସ କମ୍ପଲସରି ରିଡିଂ ଆଓ୍ବାର ଭାବେ ରଖିବେ । ଏହାରା ଅର୍ଥ ହେଉଛି ସ୍କୁଲର ସିଲାବସ ବାହାରେ ପିଲାମାନେ ଅନ୍ୟାନ୍ୟ ବହି ,ଯଥା ଗପ , ଉପନ୍ୟାସ, ଏବଂ ଅନ୍ୟାନ୍ୟ ନିଜ ପସନ୍ଦର ବହି ସବୁ ପଢ଼ିବେ ।
ଏହାଦ୍ବାରା ପିଲାମାନଙ୍କର ବୈାଦ୍ଧିକ ଉନ୍ନତି ହେବ । ପିଲାମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ସ୍କୁଲ ଲାଇବ୍ରେରୀ ସହିତ ଯୋଡ଼ାଯିବ । ଅଧିକରୁ ଅଧିକ ମାଗାଜିନ , ଆଉ ଅନ୍ୟାନ୍ୟ ବହି କିଭଳି ପାଇପାରିବେ ସେ ଦିଗରେ ଚେଷ୍ଟା କରାଯିବ । ଅନ୍ୟ ଏକ ନିଷ୍ପତ୍ତି ହେଉଛି ପିଲାମାନଙ୍କୁ ସାଇବର ସିକ୍ୟୁରିଟି ଟ୍ରେନିଂ ଦିଆଯିବ । ଯେତେବେଳେ ଅନଲାଇନ ଅପରାଧ ବଢ଼ୁଛି, ଠକାମି ବଢ଼ୁଛି, ସଂପର୍କ ତିଆରି କରିବା ନାମରେ ଟଙ୍କା ଠକି ନିଆଯାଉଛି, ଏଥିରୁ ବର୍ତ୍ତିବା ପାଇଁ ପିଲାମାନେ ସାଇବର ସିକ୍ୟୁରିଟି ଟ୍ରେନିଂ ପାଇବେ । ଏହା ଏକ ପ୍ରକାରର ଆତ୍ମରକ୍ଷା କୈାଶଳ । ପିଲାମାନେ ସାଇବର କ୍ରାଇମ୍, ହ୍ୟାକିଂ ଏବଂ ଏହିଭଳି କ୍ଷତିକାରକ ଅନଲାଇନ କାର୍ଯ୍ୟକଳାପରୁ ବଂଚିବା ପାଇଁ ଡିଜିଟାଲ ଟ୍ରେନିଂ ପାଇବେ । ସୋସିଆଲ ମିଡିଆକୁ କିପରି ବ୍ୟବହାର କରାଯିବ, ନିଜର ବ୍ୟକ୍ତିଗତ ଡାଟାକୁ କିପରି ସୁରକ୍ଷିତ ରଖାଯିବ ତାହା ପିଲାମାନେ ଶିକ୍ଷା ପାଇବେ । କୋଭିଡ ପରଠାରୁ ଏହା ଏକ ବଡ଼ ସମସ୍ୟା ହୋଇ ସାମନାକୁ ଆସିଛି । ଆଇଟି ଏକସପଟ ମାନେ ଏଥିପାଇଁ ପିଲାମାନଙ୍କୁ ଶିକ୍ଷାଦେବେ ।
ଏଥିପାଇଁ ଓ୍ବାର୍କସପ କରାଯିବ, ସାଇବର ଏକସପଟମାନଙ୍କୁ ନିଯୁକ୍ତି ମିଳିବ । ଫିଜିକାଲ ଏଜୁକେସନ ଟିଚର ବା ପିଇଟି ସାରଙ୍କୁ ସ୍କୁଲ ଆରମ୍ଭର 30 ମିନିଟ ପୂର୍ବରୁ ଆସିବା ପାଇଁ କୁହାଯିବ । ଏମାନେ ପ୍ରତିଦିନ ପିଲାମାନଙ୍କର ଗ୍ରୁପ ଏକସରସାଇଜ କରିବେ । ପିଲାମାନେ ଡ୍ରିଲ କରିବେ, ବିଭିନ୍ନ ଟିମରେ ବିଭକ୍ତ ହୋଇ ଖେଳିବେ । ପ୍ରତିଦିନ ପିଲାମାନଙ୍କୁ ଏହି ଶାରୀରିକ ଟ୍ରେନିଂ ଦିଆଯିବ । ସବୁ ପିଲାଙ୍କୁ ଏଥିରେ ଭାଗ ନେବାପାଇଁ ସ୍କୁଲ କର୍ତ୍ତୃପକ୍ଷ ନଜର ରଖିବେ । କେବଳ ତାମିଲନାଡୁ ନୁହେଁ ପୃଥିବୀର ବିଭିନ୍ନ ଦେଶରେ ପିଲାମାନଙ୍କୁ ଏହି ଭଳି କାମରେ ଲଗାଯିବା ପାଇଁ ବ୍ୟବସ୍ଥା ରହିଛି । ସ୍କୁଲ ପାଠ ବାହାରେ ବସ୍ତାନିର ବୋଝ ବାହାରେ ଏମିତି ଗୋଟିଏ ପିଲା ତିଆରି ହେବା ଜରୁରୀ ଯିଏ ଏହି ଦୁନିଆର ଟ୍ରେଣ୍ଡ ସହିତ ଚାଲିଥିବ , ଆଉ ପିଲା ବଡ଼ ହେବା ବେଳକୁ ତା ଭିତରେ ବଂଚିବା ପାଇଁ ଆବଶ୍ୟକ ସ୍କିଲ ରହିଥିବ । ମୁଁ ଆପଣଙ୍କୁ ଏଲ ସାଲଭେଡର ଭଳି ଗୋଟିଏ ଦେଶର ଉଦାହରଣ ଦେବି, ଆପଣମାନଙ୍କ ମଧ୍ୟରୁ ଅନେକ ଏ ଦେଶର ନାମ ଶୁଣିନଥିବେ । ଏହି ଦେଶର ପିଲାମାନଙ୍କୁ ପ୍ରତି ସପ୍ତାହରେ ତିନି ଘଣ୍ଟା ଆର୍ଟିଫିସିଆଲ ଇଣ୍ଡେଲିଂଜେନସ ଓ ରୋବେଟିକ୍ ଟ୍ରେନିଂ ଦିଆଯାଇଥାଏ । ଏହି ଦେଶ ବିଟ୍ କଏନର ପ୍ରଚାର ପ୍ରସାର କରିଥାଏ । ଡିଜିଟାଲ କଏନ ବିଷୟରେ ସ୍କୁଲ ପିଲାଙ୍କୁ ଏହି ଦେଶରେ ଶିକ୍ଷା ଦିଆଯାଇଥାଏ ।
ସ୍କୁଲ ପିଲାଙ୍କୁ ଏଆଇ ମାଧ୍ୟମରେ କିପରି ହେଲଥ କେୟାର ଏବଂ ଚାଷ କରାଯାଇପାରିବ ସେ ସଂପର୍କରେ ଶିକ୍ଷା ଦିଆଯାଇଥାଏ । ଆଗକୁ ଯେଉଁ ଦୁନିଆ ଆସୁଛି ସେହି ଟ୍ରେଣ୍ଡ ସହ ରହିବାକୁ ହେଲେ ଟେକ୍ନୋଲୋଜି ଜାଣିବା ଜରୁରୀ । ନୂଆ କିଛି ଶିକ୍ଷିବା ବା ଏନୋଭେସନ ଶକ୍ତି ପିଲାଭିତରେ ରହିବା ଜରୁରୀ । ପିଲା କୋଡିଂ ଜାଣିବ, ଏବଂ ପ୍ରୋବ୍ଲେମ ସଲଭ କରିବାର ବାଟ ଜାଣିବା ଜରୁରୀ । ୟୁକେ ରେ ପିଲାମାନଙ୍କୁ ଷ୍ଟେନ ସାଇନସ, ଟେକ୍ନୋଲୋଜି, ଇଂଜିନିୟରିଂ ଏବଂ ମାଥମାଟିକସ ଏକ୍ଟ୍ରା କରିକୁଲାର ଆକ୍ଟିଭିଟିଜ ଦିଆଯାଇଥାଏ ।
ଏଠି ମଧ୍ୟ ଏଆଇ , ରୋବେଟିକ୍ ଟ୍ରେନିଂ ସ୍କୁଲ ପିଲାଙ୍କୁ କ୍ଲାସ ରୁମରେ ଶିକ୍ଷା ଦିଆଯାଇଥାଏ । ପୃଥିବୀର ସବୁଠାରୁ ସମୃଦ୍ଧ ରାଷ୍ଟ୍ର ସ୍କୁଲ ପିଲା ଏଆଇ ଆଉ ରୋବେଟିକ୍ ଟେକ୍ନୋଲୋଜି ବିଷୟରେ ଅଭ୍ୟସ୍ତ ଥାଆନ୍ତି । ସ୍କୁଲ ପିଲାଙ୍କୁ ଫାଷ୍ଟ ରୋବେଟିକ୍ କମ୍ପିଟିସନ ବା ଫାଷ୍ଟ ଟେକ୍ ଚ୍ୟାଲେଂଜ ଜରିଆରେ ପିଲାମାନେ କିପରି ରୋବଟ ତିଆରି କରିବେ ଆଉ ଡିଜାଇନ କରିବେ ସେ ସଂପର୍କରେ ଶିକ୍ଷା ଦିଆଯାଇଥାଏ । ଏସବୁ କରିବାର ଉଦ୍ଦେଶ୍ୟ ହେଉଛି ଆମେ ଗୋଟିଏ ଜାତିକୁ କିପରି ତିଆରି କରୁଛେ । ଆଗାମୀ ଦଶ ବର୍ଷର ଦୁନିଆକୁ କିପରି ଦେଖୁଛେ । ସମୟ ସହ ତାଳ ଦେଇ ଆମେ ଯାଉଛେ ନା ପଛରେ ପଡ଼ିଛେ । ଯଦି ଏହି ସବୁ ପ୍ରଶ୍ନ ଆମ ଭିତରେ ଉଙ୍କି ମାରୁଥାଏ ତେବେ ପ୍ରଥମେ ସ୍କୁଲ ଶିକ୍ଷାକୁ ସଜାଡ଼ିବାକୁ ପଡ଼ିବ । ବିକଶିତ ଓଡ଼ିଶା , ବିକଶିତ ଭାରତ କଥା ଯଦି ଆମେ ଭାବୁଛେ , ସେତିକିବେଳେ ସ୍କୁଲରେ ପାଠ ଆରମ୍ଭ କରୁଥିବା ବା ପାଠ ପଢ଼ୁଥିବା ପିଲାଙ୍କ କଥା ଭାବିବା ଜରୁରୀ । ତାମିଲନାଡୁ ଏ ସଂପର୍କରେ ଚିନ୍ତା କରୁଛି । ଦେଶର ପ୍ରତି କୋଣଅନୁକୋଣରେ ରହିଥିବା ସ୍କୁଲ ପିଲାଟିଏ ସମୟ ସହ କିଭଳି ଚାଲିପାରିବ ସେ ଦିଗରେ ଚିନ୍ତା କରିବା ଜରୁରୀ ।

Share196Tweet123
newsroom

newsroom

ଆଜିର ପାଗ

Bhubaneswar
October 22, 2025, 4:45 AM
 

NNW
Fog
24°C
0.7 m/s
Apparent: 32°C
Pressure: 1011 mb
Humidity: 93%
Winds: 0.7 m/s NNW
Windgusts: 8.1 m/s
UV-Index: 0
Precip.: 0mm /45% / Rain
Sunrise: 5:44 AM
Sunset: 5:17 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ଆସୁଛି ବଡ଼ ବାତ୍ୟା, ସପ୍ତାହେ ଧରି ଛେଚିବ- କାଚିବ

October 21, 2025
ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

October 21, 2025
ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

October 21, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom