• Latest
  • Trending
odisha.newsroom.in

ଜଗାର ହେବ ଦ୍ଵିତୀୟ ଅପରେସନ…ମୁଣ୍ଡରୁ ବାହାରିବ ତ ହେଲମେଟ ?

Apr-04-2026 02:50 PM IST
odisha.newsroom.in

ଓଡ଼ିଶାର ଗର୍ବ ପାୟଲ ନାଗ…ବିଶ୍ୱର ଏକ ନମ୍ବର ତୀରନ୍ଦାଜଙ୍କୁ ହରାଇ ଜିତିଲେ ସ୍ୱର୍ଣ୍ଣ ପଦକ

Apr-04-2026 07:11 PM IST
odisha.newsroom.in

ଆପକୁ ରାଘବଙ୍କ ‘ଧୂରନ୍ଧର’ କଟାକ୍ଷ…‘ଘାୟଲ୍ ହୁଁ ଇସିଲିୟେ ଘାତକ୍ ହୁଁ’

Apr-04-2026 04:08 PM IST
odisha.newsroom.in

କଂଗ୍ରେସ-ବିଜେଡି ଅଘୋଷିତ ମେଣ୍ଟ…ପଞ୍ଚାୟତ ନିର୍ବାଚନ ଉପରେ ପଡ଼ିବ ବଡ଼ ପ୍ରଭାବ !

Apr-04-2026 03:07 PM IST
odisha.newsroom.in

ରାମାୟଣରେ ଡବଲ ରୋଲ କରୁଛନ୍ତି ରଣବୀର…କହୁ କହୁ କହିଲେ…

Apr-04-2026 02:17 PM IST
odisha.newsroom.in

ପୁଅ ନହେବାରୁ ଦୁଇ ଝିଅ ଓ ଗର୍ଭବତୀ ସ୍ତ୍ରୀକୁ ପୋଖରୀରେ ବୁଡ଼ାଇ ମାରିଦେଲା ବାପା

Apr-04-2026 12:34 PM IST
odisha.newsroom.in

ଦୁଇ ଯାତ୍ରାପାର୍ଟି ପୋଷ୍ଟରରେ ଜଣେ ଅଭିନେତ୍ରୀଙ୍କ ମୁହଁ, ବଢ଼ିଲା ବିବାଦ

Apr-04-2026 12:17 PM IST
odisha.newsroom.in

ଆମେରିକାର ଦୁଇଟି ଫାଇଟର ଜେଟକୁ ଖସାଇଦେଲା ଇରାନ, ପାଇଲଟଙ୍କ ପତ୍ତା ମିଳୁନି

Apr-04-2026 12:00 PM IST
odisha.newsroom.in

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି…NCERTକୁ ମିଳିଲା ଡିମ୍ଡ୍ ୟୁନିଭରସିଟି ମାନ୍ୟତା

Apr-03-2026 04:00 PM IST
odisha.newsroom.in

6 ବର୍ଷର ପୁଅକୁ ହୋଟେଲରେ ଛାଡ଼ି ପଳାଇଲା ମାଆ, ତାପରେ…

Apr-03-2026 03:39 PM IST
odisha.newsroom.in

ଫସରଫାଟିଲା ଟ୍ରମ୍ପଙ୍କ ବାହାସ୍ପୋଟ…ତେହେରାନ ନୁହେଁ, ଆମେରିକାରେ ହେବ ଶାସନ ପରିବର୍ତ୍ତନ

Apr-03-2026 03:14 PM IST
  • About
  • Careers
  • Contact Us
Sunday, April 5, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଜଗାର ହେବ ଦ୍ଵିତୀୟ ଅପରେସନ…ମୁଣ୍ଡରୁ ବାହାରିବ ତ ହେଲମେଟ ?

by M M
Apr-04-2026 02:50 PM IST
in ବଡ଼ ଖବର, ରାଜ୍ୟ
0
odisha.newsroom.in

odisha.newsroom.in

491
SHARES
1.4k
VIEWS
Share on FacebookShare on Twitter

କନ୍ଧମାଳ ଜିଲ୍ଲାର ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା ଏବେ ସୁସ୍ଥ ଅଛି ଏବଂ ସ୍ୱାଭାବିକ ଶିଶୁ ପରି ଖେଳୁଛି, ବୁଲୁଛି ଓ କଥା କହୁଛି। କିନ୍ତୁ ତାଙ୍କ ପୂର୍ଣ୍ଣ ସୁସ୍ଥତା ପାଇଁ ଦ୍ୱିତୀୟ ଅପରେସନ୍ ଆବଶ୍ୟକ ପଡ଼ିବ ବୋଲି ଜଣାପଡ଼ିଛି। ଏହି ଅପରେସନ୍ ପରେ ତାଙ୍କ ମୁଣ୍ଡରୁ ହେଲମେଟ୍ ବାହାରିବ କି ନାହିଁ ସେନେଇ ଚର୍ଚ୍ଚା ଜୋର୍ ଧରିଛି।

୨୦୧୭ ମସିହାରେ ଏମ୍ସ ନୂଆଦିଲ୍ଲୀରେ ଯୋଡ଼ାମୁଣ୍ଡ ଯମଜ ଶିଶୁ ଜଗା ଓ କାଳିଆଙ୍କ ମୁଣ୍ଡ ପୃଥକ କରିବା ପାଇଁ ହୋଇଥିବା ଐତିହାସିକ ଅପରେସନ୍ ପରେ ଜଗା ଏବେ ମଧ୍ୟ କିଛି ସ୍ୱାସ୍ଥ୍ୟ ସମସ୍ୟାରେ ଅଛି। ସେ ଏବେ ମେଡିକାଲ୍ କେୟାର୍ ନେଉଛି ଏବଂ ତା ମୁଣ୍ଡରେ ପ୍ରୋଟେକ୍ଟିଭ୍ ହେଲମେଟ୍ ଲଗାଇ ରଖାଯାଇଛି। ଜଗା ନିଜେ କହିଛି , “ମୋର ହେଲମେଟ୍ ଭାଙ୍ଗିଯାଇଛି, ମୋତେ ନୂଆ ହେଲମେଟ୍ ଦିଅନ୍ତୁ। ମୁଁ ପାଠ ପଢ଼ିବାକୁ ଚାହୁଁଛି।”

ଏହି ପ୍ରସଙ୍ଗରେ ପୂର୍ବତନ ଏମ୍ସ ନିର୍ଦ୍ଦେଶକ ତଥା ବରିଷ୍ଠ ନ୍ୟୁରୋସର୍ଜନ ଡାକ୍ତର ଅଶୋକ ମହାପାତ୍ର ଆଜି ପ୍ରତିକ୍ରିୟା ରଖିଛନ୍ତି। ଡା. ମହାପାତ୍ର କହିଛନ୍ତି ଯେ, ଜଗାର ସ୍ୱାସ୍ଥ୍ୟବସ୍ଥା ଏବେ ଭଲ ରହିଛି ଏବଂ ସେ ସୁସ୍ଥ ହେଉଛି, କିନ୍ତୁ ପୂର୍ଣ୍ଣ ସୁସ୍ଥତା ପାଇଁ ଦ୍ୱିତୀୟ ଅପରେସନ୍ ଜରୁରୀ ଅଟେ। ଏହି ଅପରେସନ୍ ପରେ ତାଙ୍କ ମୁଣ୍ଡର ସୁରକ୍ଷା ବ୍ୟବସ୍ଥା ନେଇ ଆଉ କିଛି ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଜଗା ଏବେ ସ୍ୱାଭାବିକ ଶିଶୁ ପରି ଜୀବନ ବିତାଉଛି ଏବଂ ପାଠପଢ଼ା ପ୍ରତି ଆଗ୍ରହ ଦେଖାଉଛି।

ତାଙ୍କ ପରିବାର ଓ ଡାକ୍ତରମାନେ ତାଙ୍କ ପୂର୍ଣ୍ଣ ସୁସ୍ଥତା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏହି ଦ୍ୱିତୀୟ ଅପରେସନ୍ କେବେ ଓ କେଉଁ ହସ୍ପିଟାଲରେ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଡାକ୍ତରୀ ଟିମ୍ ଏହା ଉପରେ କାର୍ଯ୍ୟ କରୁଛି। ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସଫଳ ଅପରେସନ୍ ଓଡ଼ିଶାର ଗୌରବ ଥିଲା। କାଳିଆର ମୃତ୍ୟୁ ପରେ ଜଗା ଏକାକୀ ସଂଘର୍ଷ କରୁଛି। ତାର ସୁସ୍ଥତା ପାଇଁ ଡାକ୍ତରମାନେ ଆଶାବାଦୀ ଅଛନ୍ତି।

Tags: aiimskandhamala jagasecond surgery
Share196Tweet123
M M

M M

ଆଜିର ପାଗ

Bhubaneswar
April 5, 2026, 5:31 AM
 

SSW
Overcast
26°C
1 m/s
Apparent: 33°C
Pressure: 1007 mb
Humidity: 91%
Winds: 1 m/s SSW
Windgusts: 8.4 m/s
UV-Index: 0
Precip.: 7.6mm /48% / Rain
Sunrise: 5:36 AM
Sunset: 6:01 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom