ଓଡ଼ିଶା ରାଜନୀତିରେ ଏବେ ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳୁଛି। ବିଶେଷ କରି ବିଜେଡିରୁ ବାଦ୍ ପଡ଼ିଥିବା ଏବଂ ଦଳରେ ଅଣଦେଖା ହେଉଥିବା କିଛି ବଡ଼ ଚେହେରା ଏକାଠି ହୋଇ ଏକ ନୂଆ ଆଞ୍ଚଳିକ ଦଳ ଗଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମ୍ଭାବ୍ୟ ନୂଆ ଦଳର ଲିଷ୍ଟରେ ଯେଉଁମାନଙ୍କ ନାଁକୁ ନେଇ ସବୁଠାରୁ ଅଧିକ ଆଲୋଚନା ହେଉଛି


















