ନୂଆ ଆଞ୍ଚଳିକ ଦଳ ମିଶିକି ଗଢ଼ିବେ; ଲିଷ୍ଟରେ ଏମାନଙ୍କ ନାଁ

by newsroom JAN-05-2026 4:53 AM IST in ବଡ଼ ଖବର

ଓଡ଼ିଶା ରାଜନୀତିରେ ଏବେ ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳୁଛି। ବିଶେଷ କରି ବିଜେଡିରୁ ବାଦ୍ ପଡ଼ିଥିବା ଏବଂ ଦଳରେ ଅଣଦେଖା ହେଉଥିବା କିଛି ବଡ଼ ଚେହେରା ଏକାଠି ହୋଇ ଏକ ନୂଆ ଆଞ୍ଚଳିକ ଦଳ ଗଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମ୍ଭାବ୍ୟ ନୂଆ ଦଳର ଲିଷ୍ଟରେ ଯେଉଁମାନଙ୍କ ନାଁକୁ ନେଇ ସବୁଠାରୁ ଅଧିକ ଆଲୋଚନା ହେଉଛି