• Latest
  • Trending
ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ପୂରିଲା ୧୦ ବର୍ଷ : ଲୋକଙ୍କୁ ମିଳିଛି କେତେ ସୁବିଧା

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ପୂରିଲା ୧୦ ବର୍ଷ : ଲୋକଙ୍କୁ ମିଳିଛି କେତେ ସୁବିଧା

Apr-08-2025 12:17 PM IST
ଦୀପାବଳିରେ ‘କାରବାଇଡ୍ ଗନ୍ ’ରୁ ବାହାରିଲା ବାରୁଦ ନିଆଁ, ପୋଡ଼ିଦେଲା ଶହ ଶହ ଲୋକଙ୍କ ଆଖି

ଦୀପାବଳିରେ ‘କାରବାଇଡ୍ ଗନ୍ ’ରୁ ବାହାରିଲା ବାରୁଦ ନିଆଁ, ପୋଡ଼ିଦେଲା ଶହ ଶହ ଲୋକଙ୍କ ଆଖି

Oct-23-2025 04:44 PM IST
ବିହାର ନିର୍ବାଚନ: ଶେଷରେ ମହାଗଠବନ୍ଧନକୁ ମିଳିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ବିହାର ନିର୍ବାଚନ: ଶେଷରେ ମହାଗଠବନ୍ଧନକୁ ମିଳିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

Oct-23-2025 01:04 PM IST
ସ୍ନେହାଙ୍ଗିନୀଙ୍କ ବିଶାଳ ରାଲି; କାହିଁକି ନଥିଲେ ସ୍ଥାନୀୟଲୋକ ?

ସ୍ନେହାଙ୍ଗିନୀଙ୍କ ବିଶାଳ ରାଲି; କାହିଁକି ନଥିଲେ ସ୍ଥାନୀୟଲୋକ ?

Oct-23-2025 12:37 PM IST
ବିରାଟ କ’ଣ ସିଡ଼ନୀରେ ଅବସର ନେଇଯିବେ କି ?

ବିରାଟ କ’ଣ ସିଡ଼ନୀରେ ଅବସର ନେଇଯିବେ କି ?

Oct-23-2025 12:26 PM IST
କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ?

କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ?

Oct-23-2025 12:03 PM IST
ରୋହିତଙ୍କ ଅର୍ଧଶତକ, ବଡ଼ ସ୍କୋର ଅଭିମୁଖେ ଭାରତ

ରୋହିତଙ୍କ ଅର୍ଧଶତକ, ବଡ଼ ସ୍କୋର ଅଭିମୁଖେ ଭାରତ

Oct-23-2025 11:07 AM IST
ଭାରତର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ, ବିରାଟ ଶୂନରେ ଆଉଟ୍

ଭାରତର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ, ବିରାଟ ଶୂନରେ ଆଉଟ୍

Oct-23-2025 09:49 AM IST
ଲଘୁଚାପର ପ୍ରଭାବରେ କିଛି ସ୍ଥାନରେ ହେବ ବର୍ଷା

ଲଘୁଚାପର ପ୍ରଭାବରେ କିଛି ସ୍ଥାନରେ ହେବ ବର୍ଷା

Oct-23-2025 09:39 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Oct-23-2025 09:15 AM IST

ଏସ୍‌ଆଇ ପରୀକ୍ଷା ସ୍କାମ୍ : ସିବିଆଇକୁ ମାମଲା ହସ୍ତାନ୍ତର କଲେ ରାଜ୍ୟ ସରକାର

Oct-22-2025 08:01 PM IST
  • About
  • Careers
  • Contact Us
Thursday, October 23, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ପୂରିଲା ୧୦ ବର୍ଷ : ଲୋକଙ୍କୁ ମିଳିଛି କେତେ ସୁବିଧା

by newsroom
Apr-08-2025 12:17 PM IST
in ବଡ଼ ଖବର
0
ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ପୂରିଲା ୧୦ ବର୍ଷ : ଲୋକଙ୍କୁ ମିଳିଛି କେତେ ସୁବିଧା
491
SHARES
1.4k
VIEWS
Share on FacebookShare on Twitter

ମୁଦ୍ରା ଯୋଜନାରେ ସୁବିଧାରେ ମିଳିଛି ଋଣ । ଦେଶର ଋଣପ୍ରଦାନ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ମୁଦ୍ରା ଯୋଜନା । ଏହାର ଲାଭ ଅନେକ ଲୋକ ପାଇଛନ୍ତି । ଏହି ଯୋଜନା ମୋଦି ସରକାରଙ୍କ ଏକ ଏଭଳି ଯୋଜନା ଯାହା ମାଧ୍ୟମରେ 33 ଲକ୍ଷ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ଦିନ ଥିଲା ଯେତେବେଳେ ସାଧାରଣ ଲୋକଙ୍କୁ ଋଣ ମିଳୁନଥିଲା । ସାଧାରଣ ଲୋକମାନେ ସ୍ୱଳ୍ପ ପରିମାଣର ଋଣ ପାଇବାକୁ ବାରମ୍ବାର ବ୍ୟାଙ୍କକୁ ଦୌଡ଼ୁଥିଲେ। କ୍ଷୁଦ୍ର ଚାଷୀ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ଋଣ ପାଇବା ଲାଗି ଅନୌପଚାରିକ ଏବଂ ଶୋଷଣକାରୀ ସାହୁକାରଙ୍କ ଉପରେ ନିର୍ଭର କରୁଥିଲେ। ତେବେ ମୋଦୀ ସରକାରଙ୍କ ପିଏମ୍‌ ମୁଦ୍ରା ଯୋଜନା ଏହି ଧାରାକୁ ଭାଙ୍ଗିଥିଲା। ଏହି ଯୋଜନାର ସମାବେଶୀ ଦୃଷ୍ଟିକୋଣ ସମସ୍ତଙ୍କୁ ସଫଳ ହେବା ଲାଗି ଆବଶ୍ୟକ ଋଣ ପ୍ରଦାନକୁ ସହଜ କରିଥିଲା।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ଇତିମଧ୍ୟରେ ୧୦ ବର୍ଷ ପୂରଣ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନାରେ ପ୍ରସ୍ତୁତ ଏହି ମହତ୍ୱାକାଂକ୍ଷୀ ଯୋଜନା ଦେଶର ଋଣପ୍ରଦାନ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ୟୁପିଏ ଶାସନ କାଳରେ ଦେଶର ଆର୍ଥିକ ବ୍ୟବସ୍ଥା ସ୍ୱଚ୍ଛ ନଥିଲା। ପ୍ରଭାବଶାଳୀ ଲୋକଙ୍କୁ ମୋଟା ଅଙ୍କର ଋଣ ସହଜରେ ମିଳିଯାଉଥିଲା।

ମୁଦ୍ରା ଯୋଜନା ଏପ୍ରିଲ ୨୦୧୫ରେ ଆରମ୍ଭ ହୋଇଥିଲା। ଗତ ଏକ ଦଶନ୍ଧି ମଧ୍ୟରେ ଏହା ୩୩ ଲକ୍ଷ କୋଟି ଟଙ୍କାର ୫୨ କୋଟି ଋଣ ପ୍ରଦାନ କରି ଦେଶବ୍ୟାପୀ ଉଦ୍ୟୋଗ ପ୍ରତିଷ୍ଠାର ବିପ୍ଳବ ଆଣିଛି। ଏହି ଯୋଜନାର ପରିଣାମ ସ୍ୱରୂପ ଏବେ କେବଳ ବଡ଼ ସହର ନୁହେଁ ଛୋଟ ସହର ଓ ଗାଁରେ ମଧ୍ୟ ବ୍ୟବସାୟର ବିକାଶ ହେଉଛି। ପ୍ରଥମ ଥର ଉଦ୍ୟୋଗୀ ହୋଇଥିବା ଲୋକମାନେ ସେମାନଙ୍କର ଭାଗ୍ୟ ବଦଳାଇପାରୁଛନ୍ତି। ଏହା ଲୋକଙ୍କ ମାନସିକତାରେ ମଧ୍ୟ ପରିବର୍ତ୍ତନ ଆଣିଛି। ଲୋକମାନେ ଏବେ ଚାକିରି ଆଶାୟୀ ନୁହେଁ, ବରଂ ନିଯୁକ୍ତି ଦାତା ପାଲଟିଛନ୍ତି।

Share196Tweet123
newsroom

newsroom

ଆଜିର ପାଗ

Bhubaneswar
October 23, 2025, 6:06 PM
 

ESE
Mainly clear
29°C
1.3 m/s
Apparent: 33°C
Pressure: 1010 mb
Humidity: 74%
Winds: 1.3 m/s ESE
Windgusts: 5.6 m/s
UV-Index: 0
Precip.: 0mm /8% / Rain
Sunrise: 5:44 AM
Sunset: 5:17 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଦୀପାବଳିରେ ‘କାରବାଇଡ୍ ଗନ୍ ’ରୁ ବାହାରିଲା ବାରୁଦ ନିଆଁ, ପୋଡ଼ିଦେଲା ଶହ ଶହ ଲୋକଙ୍କ ଆଖି

ଦୀପାବଳିରେ ‘କାରବାଇଡ୍ ଗନ୍ ’ରୁ ବାହାରିଲା ବାରୁଦ ନିଆଁ, ପୋଡ଼ିଦେଲା ଶହ ଶହ ଲୋକଙ୍କ ଆଖି

October 23, 2025
ବିହାର ନିର୍ବାଚନ: ଶେଷରେ ମହାଗଠବନ୍ଧନକୁ ମିଳିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ବିହାର ନିର୍ବାଚନ: ଶେଷରେ ମହାଗଠବନ୍ଧନକୁ ମିଳିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

October 23, 2025
ସ୍ନେହାଙ୍ଗିନୀଙ୍କ ବିଶାଳ ରାଲି; କାହିଁକି ନଥିଲେ ସ୍ଥାନୀୟଲୋକ ?

ସ୍ନେହାଙ୍ଗିନୀଙ୍କ ବିଶାଳ ରାଲି; କାହିଁକି ନଥିଲେ ସ୍ଥାନୀୟଲୋକ ?

October 23, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom