ସୁଭଦ୍ରା' ତ୍ରୁଟି ଥିଲେ ଫୋନ୍ ଯିବ। ଯୋଗ୍ୟ ହିତାଧିକାରୀ ଥିବେ, କିନ୍ତୁ ଟଙ୍କା ପାଇନଥିଲେ ସେମାନଙ୍କୁ ଯିବ ଫୋନ୍ କଲ୍। ଆଜି ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। https://www.youtube.com/watch?v=LYFbeyyEJt0