11 ରନ କରି ଆଉଟ୍ ହେଲେ ୱିଲିୟମସନ । ପ୍ରଥମେ ରାଚିନ ପରେ ୱିଲିୟମସନ, 2ୟ ଶିକାର କଲେ କୁଲଦୀପ । ବର୍ତ୍ତମାନ ସୁଦ୍ଧା 23 ଓଭରରେ 3 ୱିକେଟ ହରାଇ 107 ରନ୍ କରିଛି ନ୍ୟୁଜିଲାଣ୍ଡ ।