100 ରନରେ ନ୍ୟୁଜିଲାଣ୍ଡର 3ୟ ୱିକେଟର ପତନ by nwradmin — MAR-09-2025 10:42 AM IST in ଖେଳ Facebook Twitter WhatsApp Telegram Copy Link 11 ରନ କରି ଆଉଟ୍ ହେଲେ ୱିଲିୟମସନ । ପ୍ରଥମେ ରାଚିନ ପରେ ୱିଲିୟମସନ, 2ୟ ଶିକାର କଲେ କୁଲଦୀପ । ବର୍ତ୍ତମାନ ସୁଦ୍ଧା 23 ଓଭରରେ 3 ୱିକେଟ ହରାଇ 107 ରନ୍ କରିଛି ନ୍ୟୁଜିଲାଣ୍ଡ ।
ଖେଳ ପାକିସ୍ତାନରେ ବୋମା ବିସ୍ଫୋରଣ ପରେ ୮ ଶ୍ରୀଲଙ୍କା ଖେଳାଳି ନିଜ ଦେଶକୁ ଫେରିଲେ, ଖେଳ ଜାରି ରହିବ newsroom • 6 months ago ପାକିସ୍ତାନର ଇସଲାମାବାଦରେ ହୋଇଥିବା ବୋମା ବିସ୍ଫୋରଣ ଯୋଗୁଁ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ଦିନିକିଆ ବାତିଲ କରାଯାଇଛି ।… Read More →
ଖେଳ ଆଇସିୟୁରେ ଶ୍ରେୟସ, ଚାଲିଛି ଚିକିତ୍ସା newsroom • 7 months ago ଅଷ୍ଟ୍ରେଲିଆରେ ତୃତୀୟ ଦିନିକିଆରେ ଖେଳୁଥିବାବେଳେ କ୍ୟାଚନେଇ ଗୁରୁତର ଆହତ ହୋଇଥିବା ଶ୍ରେୟସ ଆୟାର ଏବେ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ… Read More →
ଖେଳ ସେପ୍ଟେମ୍ବର 2025 ପାଇଁ କିଏ ହେଲେ ଶ୍ରେଷ୍ଠ ଖେଳାଳି newsroom • 7 months ago ଏସିଆ କପରେ ଚମତ୍କାର ପ୍ରଦର୍ଶନ କରି ସାରା ବିଶ୍ବରେ ଚର୍ଚାରେ ଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ମିଳିଛି ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର । ଏସିଆ… Read More →