• Latest
  • Trending
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଉଡାଣରେ ବ୍ୟାଘାତ

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଉଡାଣରେ ବ୍ୟାଘାତ

Nov-08-2025 11:17 AM IST
Horoscope 2026 April 30: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 30: ଜାଣନ୍ତୁ ଆଜିର ରାଶିଫଳ…

Apr-30-2026 10:33 AM IST
odisha.newsroom.in

ନିର୍ବାଚନ ଶେଷ…କିଏ ଦଖଲ କରିବ କେଉଁ ରାଜ୍ୟ…କଣ କହୁଛି EXIT POLL ?

Apr-29-2026 06:58 PM IST
odisha.newsroom.in

ପଶ୍ଚିମବଙ୍ଗରେ ରେକର୍ଡ ମତଦାନ…ଦାଦା ନା ଦିଦି…କିଏ ଗଢ଼ିବେ ସରକାର ?

Apr-29-2026 05:52 PM IST
odisha.newsroom.in

ହାଇକୋର୍ଟରେ ଚାଲିଥିଲା ଅନଲାଇନ୍ ଶୁଣାଣି…ହଠାତ ପ୍ଳେ ହେଲା ପର୍ଣ୍ଣ ଭିଡ଼ିଓ…

Apr-29-2026 03:46 PM IST
odisha.newsroom.in

ଅହଂକାରର ଲଢ଼େଇ : ୯୦ ବର୍ଷୀୟା ବୃଦ୍ଧାଙ୍କୁ ଆହୁରି ୨୦ ବର୍ଷ ଅପେକ୍ଷା କରିବାକୁ କହିଲେ ହାଇକୋର୍ଟ

Apr-29-2026 02:42 PM IST
odisha.newsroom.in

ପଶ୍ଚିମବଙ୍ଗରେ EVM ଜାଲିଆତି…ବିଜେପି ପ୍ରାର୍ଥୀଙ୍କ ନାଁ ଉପରେ କଳାପଟି !

Apr-29-2026 12:51 PM IST
odisha.newsroom.in

କେନ୍ଦୁଝର ଟ୍ରାଜେଡି…ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ ତଲବ ପରେ RDC ତଦନ୍ତ ଆରମ୍ଭ…

Apr-29-2026 12:30 PM IST
odisha.newsroom.in

ଇରାନର ତେଲ ରପ୍ତାନି ଠପ୍ ! କମୁଛି ଷ୍ଟୋରେଜ କ୍ଷମତା…ଆଗକୁ ଭୟଙ୍କର ସ୍ଥିତି…

Apr-29-2026 11:25 AM IST
odisha.newsroom.in

ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭରୁ ହିଂସା…ମମତା ଆଣିଲେ ସାଙ୍ଘାତିକ ଅଭିଯୋଗ…

Apr-29-2026 10:49 AM IST
Horoscope 2026 April 29: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 29: ଜାଣନ୍ତୁ ଆଜିର ରାଶିଫଳ…

Apr-29-2026 10:34 AM IST
  • About
  • Careers
  • Contact Us
Thursday, April 30, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଉଡାଣରେ ବ୍ୟାଘାତ

ଶହ ଶହ ବିମାନ ବିଳମ୍ବରେ ଚାଲୁଛି

by M M
Nov-08-2025 11:17 AM IST
in ଦେଶ ବିଦେଶ
0
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଉଡାଣରେ ବ୍ୟାଘାତ
491
SHARES
1.4k
VIEWS
Share on FacebookShare on Twitter

ଦିଲ୍ଲୀ: କାହିଁକି ସର୍ଭରରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଉଛି ? ଯାହା ଯୋଗୁ ବିମାନ ଉଡାଣ ବିଳମ୍ବ ହୋଇଛି । ଏହାର ତଦନ୍ତ ଚାଲିଛି । ଶହ ଶହ ବିମାନ ଗତ କାଲିଠୁ ବିଳମ୍ବରେ ଚାଲୁଛି ।  ଅନ୍ୟପଟେ ଆକାଶ ମାର୍ଗରେ ସାଇବର ଆଟାକ ବୋଲି ସନ୍ଦେହ ପ୍ରକାଶ କରାଯାଇଛି ।

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ (IGI) ବିମାନ ବନ୍ଦରରେ ଏୟାର ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଶହ ଶହ ବିମାନ ଉଡ଼ାଣ ବିଳମ୍ବ ହୋଇଛି। ଗତକାଲି ଠାରୁ ଏହି ସମସ୍ୟା ବଢ଼ିବାରେ ଲାଗିଛି । ଏହା ସପ୍ତାହେ ଧରି ଧୀରେ ଧୀରେ ବଢ଼ିବାରେ ଲାଗିଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି। ସପ୍ତାହେ ଧରି ଏଭଳି ସମସ୍ୟା ଲାଗି ରହିଛି । ବିମାନ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥାରେ ଯାନ୍ତ୍ରିକ ସମସ୍ୟା ବିମାନ ଚଳାଚଳକୁ ପ୍ରଭାବିତ କରିଛି । ଫ୍ଲାଇଟ୍ ରାଡାର ଅନୁଯାୟୀ ଅତିକମରେ ୭୦୦ ବିମାନ ପ୍ରଭାବିତ ହୋଇଛି । ବିମାନଗୁଡ଼ିକ ରନୱେରେ ଫସି ରହିଛି ।

ଏହିସମୟରେ ଆଇଜିଆଇ ବିମାନବନ୍ଦର ଯାତ୍ରୀମାନଙ୍କ ପାଇଁ ଏକ ପରାମର୍ଶ ଜାରି କରିଛି। ଯାନ୍ତ୍ରିକ ସମସ୍ୟାଟି ଅଟୋମେଟିକ୍ ମେସେଜ୍ ସ୍ୱିଚିଂ ସିଷ୍ଟମକୁ ପ୍ରଭାବିତ କରିଛି । ଯାହା ଏୟାର ଟ୍ରାଫିକକୁ ନିୟନ୍ତ୍ରଣ କରେ ଓ ଉଡ଼ାଣ ଯୋଜନା ପାଇଁ ବ୍ୟବହୃତ ହୁଏ । ସମ୍ପୃକ୍ତ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରୁଛନ୍ତି। ଯାତ୍ରୀମାନଙ୍କୁ ସଂଶୋଧିତ ବିମାନ ସମୟସୂଚୀ ଦିଆଯିବ, ଏନେଇ ଅପେକ୍ଷା କରିବାକୁ ନିବେଦନ କରାଯାଇଛି ।

Share196Tweet123
M M

M M

ଆଜିର ପାଗ

Bhubaneswar
April 30, 2026, 10:35 AM
 

SSE
Thunderstorm
34°C
4 m/s
Apparent: 40°C
Pressure: 1007 mb
Humidity: 58%
Winds: 4 m/s SSE
Windgusts: 14.8 m/s
UV-Index: 7.85
Precip.: 2.5mm /22% / Rain
Sunrise: 5:17 AM
Sunset: 6:09 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom