<p class="style-scope ytd-watch-metadata">ସୁଜାତା ଆର. କାର୍ତ୍ତିକେୟନଙ୍କୁ ରାଜ୍ୟସଭା ପଠାଇବା ଏବଂ ଏହାକୁ ନେଇ ଚାଲିଥିବା "ଗୁପ୍ତ ମନ୍ତ୍ରଣା" କୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରସଙ୍ଗର କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରୁଛନ୍ତି ବରିଷ୍ଠ ସାମ୍ବାଦିକ ମନରୋଞ୍ଜନ ମିଶ୍ର</p> https://www.youtube.com/watch?v=oOl8SDvI4yk