• Latest
  • Trending
odisha.newsroom.in

ଯୁଦ୍ଧ ପ୍ରଭାବ…ବଢ଼ିଗଲା ପେଟ୍ରୋଲ ଦାମ, ଲିଟର ପିଛା ଏତିକି

Mar-20-2026 04:50 PM IST
odisha.newsroom.in

“ଇସ୍ତଫା ଦେବାର ପ୍ରଶ୍ନ ଉଠୁନି, ମୁଁ ନିର୍ବାଚନ ହାରିନି”…ପରାଜୟ ପରେ ମମତାଙ୍କ ବଡ଼ ବୟାନ…

May-05-2026 05:43 PM IST
odisha.newsroom.in

ଶେଷ ହେଲା ମମତାଙ୍କ ‘ଆଳୁ ପଲିଟିକ୍ସ’: ଓଡ଼ିଶାକୁ ଏବେ ସହଜରେ ଆସିବ ପଶ୍ଚିମବଙ୍ଗ ଆଳୁ

May-05-2026 04:07 PM IST
odisha.newsroom.in

ହାରିଯିବା ପରେ କଣ ହେବ ମମତାଙ୍କ ପରବର୍ତ୍ତୀ ରଣନୀତି ? ବଢୁଛି ଚର୍ଚ୍ଚା…

May-05-2026 03:16 PM IST
odisha.newsroom.in

ଗୋଟିଏ ଭୋଟରେ କେମିତି ହାରିଲେ ତାମିଲନାଡୁ ମନ୍ତ୍ରୀ…ଜାଣିଲେ ହେବେ ଆଶ୍ଚର୍ଯ୍ୟ…

May-05-2026 02:48 PM IST
odisha.newsroom.in

ମ୍ୟାଜିକ ନମ୍ବର ଛୁଇଁନି TVK…କେମିତି ଗଢ଼ିବ ସରକାର ?

May-05-2026 11:59 AM IST
odisha.newsroom.in

ଓଡ଼ିଶାରେ କାଳବୈଶାଖୀର କରାଳ ରୂପ: ୧୦ ଯାଏଁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

May-05-2026 11:11 AM IST
odisha.newsroom.in

“ଗୁଣ୍ଡାମାନେ ଭିତରେ ପଶି ମୋତେ ମାଡ଼ ମାରିଲେ”: ପରାଜୟ ପରେ ମମତାଙ୍କ ସାଂଘାତିକ ଅଭିଯୋଗ

May-05-2026 10:55 AM IST
odisha.newsroom.in

କାହିଁକି ଭବାନୀପୁର ଆସନ ରଖିପାରିଲେନି ମମତା ? ଜାଣନ୍ତୁ ଏହା ପଛର ୫ କାରଣ…

May-05-2026 10:37 AM IST
Horoscope 2026 May 05: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 05: ଜାଣନ୍ତୁ ଆଜିର ରାଶିଫଳ…

May-05-2026 10:22 AM IST
odisha.newsroom.in

ବଙ୍ଗଳା ଓ ଆସାମରେ ବିଜେପିର ଦବଦବା…ତାମିଲନାଡୁରେ ବିଜୟଙ୍କ ‘ବ୍ଲକବଷ୍ଟର’ ଏଣ୍ଟ୍ରି

May-04-2026 06:52 PM IST
  • About
  • Careers
  • Contact Us
Wednesday, May 6, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଯୁଦ୍ଧ ପ୍ରଭାବ…ବଢ଼ିଗଲା ପେଟ୍ରୋଲ ଦାମ, ଲିଟର ପିଛା ଏତିକି

by M M
Mar-20-2026 04:50 PM IST
in ଦେଶ ବିଦେଶ, ବଡ଼ ଖବର
0
odisha.newsroom.in

odisha.newsroom.in

491
SHARES
1.4k
VIEWS
Share on FacebookShare on Twitter

ଯାହା ଆଶା କରାଯାଉଥିଲା ଶେଷରେ ତାହା ହିଁ ହେଲା 1 ପେଟ୍ରୋଲ ଦାମ ଉପରେ ପଡିଲା ଯୁଦ୍ଧର ପ୍ରଭାବ 1 ବଢ଼ିଲା ପେଟ୍ରୋଲ ଦାମ 1 ଗ୍ରାହକଙ୍କ ପକେଟ୍‌କୁ ପୁଣି ଝଟ୍‌କା। ପ୍ରିମିୟମ ପେଟ୍ରୋଲ ଦରରେ ୨ ଟଙ୍କା ୯ ପଇସାରୁ ୨ ଟଙ୍କା ୩୫ ପଇସା ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ତେବେ ସାଧାରଣ ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହା ପୂର୍ବ ଭଳି ସ୍ଥିର ରହିଛି। କମ୍ପାନୀଗୁଡିକ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ IOCL ର XP95, BPCL ର Speed ଏବଂ HPCL ର Power ପେଟ୍ରୋଲ ମହଙ୍ଗା ହୋଇଛି।

ମଧ୍ୟ-ପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଏବଂ ଭୂ-ରାଜନୈତିକ ଉତ୍ତେଜନା ଯୋଗୁଁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି। ବ୍ରେଣ୍ଟ କ୍ରୁଡ୍ ବ୍ୟାରେଲ ପିଛା ୧୦୦ ଡଲାର ଉପରେ ରହିବା ଏବଂ ଆମେରିକୀୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇବା ଫଳରେ ଆମଦାନୀ ଖର୍ଚ୍ଚ ବଢ଼ିଛି। ଏହି କାରଣରୁ ତୈଳ କମ୍ପାନୀଗୁଡ଼ିକ କେବଳ ପ୍ରିମିୟମ ପେଟ୍ରୋଲ ଉପରେ ସୀମିତ ଦର ବୃଦ୍ଧି କରିଛନ୍ତି।

ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହି ଦର ବୃଦ୍ଧି କେବଳ ପ୍ରିମିୟମ ତେଲ ବ୍ୟବହାରକାରୀଙ୍କୁ ପ୍ରଭାବିତ କରିବ। ସାଧାରଣ ଗାଡ଼ି ଚାଳକଙ୍କ ପାଇଁ ବ୍ୟବହୃତ ହେଉଥିବା ରେଗୁଲାର ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି। ପେଟ୍ରୋଲିୟମ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ଯେ, ପେଟ୍ରୋଲ ଓ ଡିଜେଲ ଦର ନିୟନ୍ତ୍ରଣମୁକ୍ତ ଥିବାରୁ ଏହା କମ୍ପାନୀଗୁଡ଼ିକର ଏକ ବ୍ୟବସାୟିକ ନିଷ୍ପତ୍ତି।

ପ୍ରିମିୟମ ପେଟ୍ରୋଲ କ’ଣ:

ପ୍ରିମିୟମ ପେଟ୍ରୋଲ ବିଶେଷ କରି ଉନ୍ନତ ଇଞ୍ଜିନ କାର୍ଯ୍ୟଦକ୍ଷତା ଏବଂ ଭଲ ମାଇଲେଜ୍ ପାଇଁ ବ୍ୟବହୃତ ହୋଇଥାଏ। ତେଣୁ ଏହି ଦର ବୃଦ୍ଧି କେବଳ ପ୍ରିମିୟମ ତେଲ ବ୍ୟବହାରକାରୀଙ୍କୁ ପ୍ରଭାବିତ କରିବ।

Tags: impact of warindiamiddleeast warpetrol price hike
Share196Tweet123
M M

M M

ଆଜିର ପାଗ

Bhubaneswar
May 6, 2026, 5:39 AM
 

W
Clear sky
25°C
0.3 m/s
Apparent: 32°C
Pressure: 1008 mb
Humidity: 96%
Winds: 0.3 m/s W
Windgusts: 9.8 m/s
UV-Index: 0
Precip.: 2.5mm /58% / Rain
Sunrise: 5:14 AM
Sunset: 6:12 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom