• Latest
  • Trending
odisha.newsroom.in

ଚପଲ ପିନ୍ଧି ରୋଷେଇ କରୁଛନ୍ତି କି ? ଆସିବ ଏହି ସମସ୍ୟା…

Mar-24-2026 03:38 PM IST
ବାତ୍ୟା ଦ୍ୱନ୍ଦ୍ୱ ମଧ୍ୟରେ ସୃଷ୍ଚି ହେଲା ଘୂର୍ଣ୍ଣିବଳୟ, ଦିନକ ପରେ ନେବ ଲଘୁଚାପର ରୂପ

ବାତ୍ୟା ଦ୍ୱନ୍ଦ୍ୱ ମଧ୍ୟରେ ସୃଷ୍ଚି ହେଲା ଘୂର୍ଣ୍ଣିବଳୟ, ଦିନକ ପରେ ନେବ ଲଘୁଚାପର ରୂପ

May-09-2026 03:55 PM IST
‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ !

‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ !

May-09-2026 03:42 PM IST
ଭାତ ଖାଇଲେ ବଢ଼େ କି ମୋଟା ପଣ , ଜାଣନ୍ତୁ ଏହା ପଛର ସତ ?

ଭାତ ଖାଇଲେ ବଢ଼େ କି ମୋଟା ପଣ , ଜାଣନ୍ତୁ ଏହା ପଛର ସତ ?

May-09-2026 01:22 PM IST
ଶୁଭେନ୍ଦୁ ଅଧିକାରୀଙ୍କ ସହିତ ଶପଥ ନେଇଥିବା ପାଞ୍ଚ ଜଣ ମନ୍ତ୍ରୀ କିଏ ?

ଶୁଭେନ୍ଦୁ ଅଧିକାରୀଙ୍କ ସହିତ ଶପଥ ନେଇଥିବା ପାଞ୍ଚ ଜଣ ମନ୍ତ୍ରୀ କିଏ ?

May-09-2026 01:08 PM IST
ପଶ୍ଚିମବଙ୍ଗରେ ଚାଲିଥିଲା ଶପଥ ଗ୍ରହଣ ଉତ୍ସବ; ପାଦ ଛୁଇଁ ମୁଣ୍ଡିଆ ମାରିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ସେ କିଏ?

ପଶ୍ଚିମବଙ୍ଗରେ ଚାଲିଥିଲା ଶପଥ ଗ୍ରହଣ ଉତ୍ସବ; ପାଦ ଛୁଇଁ ମୁଣ୍ଡିଆ ମାରିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ସେ କିଏ?

May-09-2026 01:02 PM IST
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ

May-09-2026 12:21 PM IST
ଶନି ଦେବଙ୍କ ପୂଜାରେ କାହିଁକି ବ୍ୟବହାର ହୁଏ ନାହିଁ ତମ୍ବା ପାତ୍ର ? ଜାଣନ୍ତୁ ଏହା ପଛର କାରଣ

ଶନି ଦେବଙ୍କ ପୂଜାରେ କାହିଁକି ବ୍ୟବହାର ହୁଏ ନାହିଁ ତମ୍ବା ପାତ୍ର ? ଜାଣନ୍ତୁ ଏହା ପଛର କାରଣ

May-09-2026 11:16 AM IST
କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା; ସିଡିଏସ୍ ହେବେ ଏନଏସ ରାଜା ସୁବ୍ରମଣି

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା; ସିଡିଏସ୍ ହେବେ ଏନଏସ ରାଜା ସୁବ୍ରମଣି

May-09-2026 10:56 AM IST
ଆଜିଠୁ ପଶ୍ଚିମବଙ୍ଗରେ ବିଜେପି ସରକାର; ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ, ସୁରକ୍ଷା ବ୍ୟବସ୍ଥା କଡାକଡି

ଆଜିଠୁ ପଶ୍ଚିମବଙ୍ଗରେ ବିଜେପି ସରକାର; ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ, ସୁରକ୍ଷା ବ୍ୟବସ୍ଥା କଡାକଡି

May-09-2026 08:32 AM IST
ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

May-09-2026 07:10 AM IST
  • About
  • Careers
  • Contact Us
Sunday, May 10, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଚପଲ ପିନ୍ଧି ରୋଷେଇ କରୁଛନ୍ତି କି ? ଆସିବ ଏହି ସମସ୍ୟା…

by M M
Mar-24-2026 03:38 PM IST
in ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ
0
odisha.newsroom.in

odisha.newsroom.in

491
SHARES
1.4k
VIEWS
Share on FacebookShare on Twitter

ଆଜିକାଲି ରୋଷେଇ ଘରେ ଚପଲ ପିନ୍ଧିବା ଅନେକଙ୍କର ଅଭ୍ୟାସରେ ପରିଣତ ହୋଇଗଲାଣି । ତେବେ ଆପଣ ବି ରୋଷେଇ ଘରେ ଚପଲ ପିନ୍ଧି ରୋଷେଇ କରୁଛନ୍ତି କି ? ଯଦି ଏପରି କରୁଛନ୍ତି, ଆପଣ ସମସ୍ୟାରେ ପଡି ପାରନ୍ତି। କାରଣ ବାସ୍ତୁଶାସ୍ତ୍ରରେ ଏହାକୁ ସମ୍ପୂର୍ଣ ବାରଣ କରାଯାଇଛି।

ବାସ୍ତୁଶାସ୍ତ୍ରରେ ରୋଷେଇ ଘରକୁ ସବୁଠୁ ଗୁରୁତ୍ବପୂର୍ଣ ସ୍ଥାନ ବୋଲି କୁହାଯାଏ । ଏହାର ସିଧା ସମ୍ବନ୍ଧ ଘର ସଦସ୍ୟଙ୍କ ସ୍ବାସ୍ଥ୍ୟ, ସମୃଦ୍ଧି ଏବଂ ସକାରାତ୍ମକ ଶକ୍ତି ସହିତ ଜଡ଼ିତ। ଆଜିକାଲି ଅନେକ ଲୋକ ଘରେ ଜୋତା, ଚପଲ ବ୍ୟବହାର କରୁଛନ୍ତି। ହେଲେ ଭାରତୀୟ ସଂସ୍କୃତିରେ ରୋଷେଇ ଘରକୁ ଜୋତା ପିନ୍ଧି ଯିବାକୁ ବାରଣ କରାଯାଇଛି । ଏହି ସ୍ଥାନ ଅତ୍ୟନ୍ତ ପବିତ୍ର ଓ ଶୁଦ୍ଧ ରହିବା ଉଚିତ । ଏହାସହ ରୋଷେଇ ଘରକୁ ଚପଲ ପିନ୍ଧି ଯିବା ଦ୍ବାରା ଅଗ୍ନି ଏବଂ ପୃଥିବୀ ତତ୍ତ୍ବର ସନ୍ତୁଳନ ବିଗିଡ଼ି ଯାଏ ।

-ବାସ୍ତୁ ଶାସ୍ତ୍ର ଅନୁସାରେ, ରୋଷେଇ ଘର ହେଉଛି ଅତ୍ୟନ୍ତ ପବିତ୍ର ସ୍ଥାନ I ଏହି ସ୍ଥାନରେ ଅଗ୍ନି ଦେବ ଏବଂ ଅନ୍ନପୂର୍ଣ୍ଣା ଦେବୀଙ୍କ ଶାସନ ଚାଲେ। ଜୋତା ପିନ୍ଧି ରୋଷେଇ ଘରକୁ ଗଲେ ବାହାରର ଅପରିଷ୍କାର, ନକାରାତ୍ମକ ଶକ୍ତି ଭିତରକୁ ଆସେ । ଏହାଦ୍ଵାରା ପବିତ୍ରତା ଏବଂ ଶକ୍ତିରେ ବାଧା ସୃଷ୍ଟି ହୁଏ ।

-ରୋଷେଇ ଘରକୁ ଜୋତା, ପିନ୍ଧି ଯିବା ଅଶୁଭ ଅଟେ। ଏହାଦ୍ବାରା ମା’ ଅନ୍ନପୂର୍ଣ୍ଣାଙ୍କ ଅପମାନ ହୁଏ । ପରିବାରରେ କଳି ଝଗଡ଼ା ଲାଗି ରହେ । ଫଳରେ ଘରର ଶାନ୍ତି ଭଙ୍ଗ ହୁଏ ।

-ରୋଷେଇ ଘରକୁ ଚପଲ ପିନ୍ଧି ଯିବା ଦ୍ବାରା ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୁଏ । ଏହାସହ ବ୍ୟକ୍ତିଗତ ଓ ବୃଦ୍ଧିଗତ ଜୀବନରେ ସମସ୍ୟା ସାମ୍ନା କରିବାକୁ ପଡ଼େ ।

-ରୋଷେଇ ଘରେ ଚପଲ ବ୍ୟବହାର କଲେ ପରିବାର ସଦସ୍ୟଙ୍କୁ ଆର୍ଥିକ ସମସ୍ୟାକୁ ସାମ୍ନା କରିବାକୁ ପଡେ। ଏହା ସହ ଅନେକ କାର୍ଯ୍ୟ ପୂରା ନହୋଇ ଅଧାରୁ ଅଟକି ଯାଏ ।

ବାସ୍ତୁ ଶାସ୍ତ୍ରରୁ ଏସବୁ ତଥ୍ୟ ସଂଗ୍ରହ କରାଯାଇଛି । ଯଦି ଆପଣଙ୍କ ମନରେ କିଛି ସନ୍ଦେହ ଥାଏ , ଆପଣ ଵାସ୍ତୁବିତଙ୍କ ପରାମର୍ଶ ନେଇପାରନ୍ତି ।

Tags: bastu tipskichenlife styleusing chapal in kichen
Share196Tweet123
M M

M M

ଆଜିର ପାଗ

Bhubaneswar
May 10, 2026, 12:24 AM
 
SSW
Clear sky
26°C
2.1 m/s
Apparent: 32°C
Pressure: 1009 mb
Humidity: 92%
Winds: 2.1 m/s SSW
Windgusts: 9.4 m/s
UV-Index: 0
Precip.: 0mm /63% / Rain
Sunrise: 5:12 AM
Sunset: 6:13 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom