• Latest
  • Trending
Horoscope 2026 April 22: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 22: ଜାଣନ୍ତୁ ଆଜିର ରାଶିଫଳ…

Apr-22-2026 09:31 AM IST
odisha.newsroom.in

ସାବଧାନ…ଏହି ଡକୁମେଣ୍ଟ ନଥିଲେ ବାତିଲ ହେବ ଆପଣଙ୍କ ଗାଡ଼ିର RC

Apr-22-2026 04:21 PM IST
odisha.newsroom.in

ଆଖି ନଥିଲେ କଣ ସ୍ବପ୍ନ ଦେଖିବା ମନା ? ପଦ୍ମିନୀ ଟୁଡୁ ଦେବେ ଉତ୍ତର…

Apr-22-2026 03:46 PM IST
odisha.newsroom.in

ଯୁଦ୍ଧବିରତି ବଢ଼ାଇବାକୁ କାହିଁକି ରାଜି ହେଲେ ଟ୍ରମ୍ପ…କଣ ଅଛି ରହସ୍ୟ ?

Apr-22-2026 03:03 PM IST
odisha.newsroom.in

ମନ୍ତ୍ରୀଙ୍କୁ ସିଧା ଶୁଣାଇଲେ ମହିଳା…ଆପଣଙ୍କ ପାଇଁ ଟ୍ରାଫିକ ଜାମ…Get out of here…

Apr-22-2026 12:17 PM IST
odisha.newsroom.in

ସତର୍କ ସୂଚନା…ଆକାଶରୁ ଏବେ ନିଆଁ ବର୍ଷୁଛି, ଆଗକୁ ଆହୁରି ଜଳିବ ଓଡ଼ିଶା

Apr-22-2026 11:51 AM IST
odisha.newsroom.in

ଆଖି ଆଗରେ ଦେଖୁଥିଲେ ମୃତ୍ୟୁ…ହେଲେ ବର୍ତ୍ତିଗଲେ ଶହେରୁ ଅଧିକ ଯାତ୍ରୀ…

Apr-22-2026 10:26 AM IST
odisha.newsroom.in

ସାନି ଶାନ୍ତି ଆଲୋଚନା ବାତିଲ…ବଢ଼ିଲା ଯୁଦ୍ଧବିରତି, ଟ୍ରମ୍ପ କହିଲେ…

Apr-22-2026 10:06 AM IST
odisha.newsroom.in

କେମିତି ସତ ହେଲା ଜାନକୀଙ୍କ ଭବିଷ୍ୟବାଣୀ…ଖୁଲାସା କଲେ ବିଜୟ

Apr-21-2026 04:29 PM IST
odisha.newsroom.in

ଲାଗୁ ହେଲା କଟକଣା…ଦିନରେ ବାଇକ ମନା, ରାତିରେ ଦୁଇଜଣ ଯାଇ ପାରିବେନି

Apr-21-2026 03:45 PM IST
odisha.newsroom.in

ନବୀନଙ୍କ ଉତ୍ତରାଧିକାରୀ ଗୁମର ଖୋଲିଲେ ସୌମ୍ୟ…କହିଲେ…

Apr-21-2026 03:13 PM IST
  • About
  • Careers
  • Contact Us
Wednesday, April 22, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆପଣଙ୍କ ଭାଗ୍ୟ

Horoscope 2026 April 22: ଜାଣନ୍ତୁ ଆଜିର ରାଶିଫଳ…

by M M
Apr-22-2026 09:31 AM IST
in ଆପଣଙ୍କ ଭାଗ୍ୟ
0
Horoscope 2026 April 22: ଜାଣନ୍ତୁ ଆଜିର ରାଶିଫଳ…
491
SHARES
1.4k
VIEWS
Share on FacebookShare on Twitter

୨୨ ଏପ୍ରିଲ ୨୦୨୬, ‌ବୁଧବାର। ତିଥି: ବୈଶାଖ ଶୁକ୍ଳ ଷଷ୍ଠୀ। ନକ୍ଷତ୍ର: ଆର୍ଦ୍ରା। ଚନ୍ଦ୍ର: ମିଥୁନ। ରାମାନୁଜାଚାର୍ଯ୍ୟ ଜୟନ୍ତୀ। ସୂର୍ଯ୍ୟୋଦୟ: ୫ଟା୨୭, ସୂର୍ଯ୍ୟାସ୍ତ: ୬ଟା୩। ଘାତଚନ୍ଦ୍ର: କନ୍ୟା। ଘାତବାର: କର୍କଟ। ଶୁଭବେଳା: ପ୍ରାତଃ ୫ଟା୨୭ରୁ ୭ଟା୮, ଦିବା ୧୦ଟା୧୦ରୁ ୧୧ଟା୨୦, ଦିବା ୧ଟା୫୧ରୁ ୫ଟା୧୨, ସନ୍ଧ୍ୟା ୬ଟା୪୮ରୁ ୧୦ଟା୩୬, ରାତ୍ରି ୧ଟା୩୮ରୁ ୨ଟା୩୫, ରାତ୍ରି ୪ଟା୧ରୁ ୫ଟା୨୬ ପର୍ଯ୍ୟନ୍ତ।

ମେଷ: ଆପଣ କୌଣସି ଖୁସି ଖବର ପାଇବେ। ନୂଆ ଉତ୍ସରୁ ଧନ ପ୍ରାପ୍ତି ହେବ। ଘରେ ସୁସ୍ୱାଦୁ ଖାଦ୍ୟ ଭୋଜନ କରିବେ। ଆପଣଙ୍କ ମସ୍ତିଷ୍କରେ ଅଚାନକ ଏଭଳି ବିଚାର ଆସିବ ଯାହା ପ୍ରଗତିର ଦ୍ବାର ଖୋଲିଦେବ।  

ବୃଷ: ପରିବାର ଲୋକଙ୍କ ମଧ୍ୟରେ ସୌହାର୍ଦ୍ଦ ବଢ଼ିବ। କାହାରି ସହିତ କଥା ହେବା ସମୟରେ ନିଜର ଭାଷା ଉପରେ ସଂଯମ ରଖନ୍ତୁ। କୌଣସି ନୂଆ କାମ ଶିଖିବାରେ ଅବସର ପାଇବେ। 

ମିଥୁନ: ପାରିବାରିକ ଜୀବନ ସୁଖମୟ ହେବ। ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। କୌଣସି ବଡ଼ ସଂସ୍ଥାରେ ଚାକିରି ପାଇଁ କଲ୍ ଆସିବ। ସରକାରୀ କାମରେ ଆପଣଙ୍କୁ ସଫଳତା ମିଳିବ। 

କର୍କଟ: ଭାବିଥିବା କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। କୌଣସି କ୍ଷେତ୍ରରେ ନିବେଶ କରିବାକୁ ଚାହୁଁଥିଲେ ଅନୁଭବୀ ବ୍ୟକ୍ତିଙ୍କର ପରାମର୍ଶ ନିଅନ୍ତୁ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। 

ସିଂହ: ଆପଣଙ୍କର କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହେବ। ଧନ ମାମଲାରେ ସ୍ଥିତି ବହୁତ ଭଲ ହେବ। ବୈବାହିକ ଜୀବନରେ ଖୁସି ଆସିବ। ଆପଣ ନିଜର ବେପାରକୁ ନେଇ ବଡ଼ ନିର୍ଣ୍ଣୟ ନେବେ। 

କନ୍ୟା: ଯାହା ବି କାମ କରିବାକୁ ଚାହିଁବେ ତାହା ଆରାମରେ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ଅନ୍ୟମାନଙ୍କ ଆଗରେ ନିଜର କଥା ସ୍ପଷ୍ଟଭାବରେ କହନ୍ତୁ। ‌

ତୁଳା: ନିଜର କାର‌୍ୟ୍ୟ ସଂପୂର୍ଣ୍ଣ କରିବାରେ ବାପା ମାଆଙ୍କର ସହଯୋଗ ପାଇବେ। ଅଚାନକ ଖୁସି ଖବର ପାଇବେ। ଛାତ୍ରଛାତ୍ରୀ ପ୍ରତିଯୋଗୀ ପରୀକ୍ଷା ପାଇଁ ମନ ବନାଇବେ। ପ୍ରେମ ସଂପର୍କ ନିବିଡ଼ ହେବ। 

ବିଛା: ନିଜର କାମ ନିର୍ଦ୍ଧାରିତ ସମୟରେ ପୂରା କରିବାରେ ସଫଳ ହେବେ। ମାଆଙ୍କ ସ୍ବାସ୍ଥ୍ୟରେ ସୁଧାର ହେବ। କାରବାରରେ ଉଠିବା ପଡ଼ିବାର ସ୍ଥିତି ବନିବ। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ମଧୁରତା ଆସିବ। 

ଧନୁ: କତୃପକ୍ଷଙ୍କ କଥା ଧ୍ୟାନ ଦେଇ ଶୁଣିବା ପରେ ମତ ଦିଅନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ମହିଳାମାନଙ୍କ ଲାଗି ଦିନଟି ବଢ଼ିଆ ରହିବ। ବନ୍ଧୁ ସହ ଭଲରେ ସମୟ ଅତିବାହିତ କରିବେ।‌ 

ମକର: ଆପଣଙ୍କର ଆର୍ଥିକ ପକ୍ଷ ସୁଦୃଢ଼ ରହିବ।   କୌଣସି ପ୍ରତିଯୋଗୀ ପରୀକ୍ଷା ପାଇଁ ତିଆରି କରିବେ। ଦାମ୍ପତ୍ୟ ଜୀବନରେ ତା‌ଳମେଳ ବଜାୟ ରହିବ। ପାରିବାରିକ ସମ୍ବନ୍ଧରେ ମଧୁରତା ବଢ଼ିବ। 

କୁମ୍ଭ: ପୁରୁଣା କଥାକୁ ନେଇ ଟିକେ ଚିନ୍ତିତ ହୋଇପାରନ୍ତି। ସନ୍ଧ୍ୟା ସୁଦ୍ଧା ସବୁ ଠିକ୍ ହୋଇଯିବ। ଛାତ୍ରଛାତ୍ରୀ ଅନଲାଇନିରେ କିଛି ଜିନିଷ ଶିଖିବା ପାଇଁ ମନ ବନାଇବେ। ଆପଣ କୌଣସି ଶୁଭ ଖବର ପାଇବେ। ‌ 

ମୀନ: ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ଜୀବନସାଥୀ ସହିତ ଆପଣଙ୍କ ସମ୍ବନ୍ଧ ବହୁତ ଭଲ ହେବ। ଦୈନିକ କାମରେ ଆପଣଙ୍କୁ ପୂର୍ଣ୍ଣରୂପେ ସଫଳତା ମିଳିବ। ଧନଲାଭର ସମ୍ଭାବନା ଅଛି।

Tags: rashiphalatoday horoscope
Share196Tweet123
M M

M M

ଆଜିର ପାଗ

Bhubaneswar
April 22, 2026, 5:07 PM
 

SSW
Overcast
35°C
3.6 m/s
Apparent: 34°C
Pressure: 1005 mb
Humidity: 93%
Winds: 3.6 m/s SSW
Windgusts: 10.4 m/s
UV-Index: 0
Precip.: 0mm /28% / Rain
Sunrise: 5:23 AM
Sunset: 6:07 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom