Horoscope 2026 April 18: ଜାଣନ୍ତୁ ଆଜିର ରାଶିଫଳ…
୧୮ ଏପ୍ରିଲ ୨୦୨୬, ଶନିବାର। ତିଥି: ବୈଶାଖ ଶୁକ୍ଳ ପ୍ରତିପଦ। ନକ୍ଷତ୍ର: ଅଶ୍ବିନୀ। ଚନ୍ଦ୍ର: ମେଷ। ଦ୍ବିତୀୟା ଚନ୍ଦ୍ରଦର୍ଶନ, ପୂଜା ଓ ଅର୍ଘ୍ୟଦାନ, ବିଶ୍ବ ଐତିହ୍ୟ ଦିବସ। ସୂର୍ଯ୍ୟୋଦୟ: ୫ଟା୩୦, ସୂର୍ଯ୍ୟାସ୍ତ: ୬ଟା୧। ଘାତଚନ୍ଦ୍ର: ମେଷ। ଘାତବାର: ବୃଷ, ସିଂହ ଓ ...









