• Latest
  • Trending
Horoscope 2026 April 23: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 23: ଜାଣନ୍ତୁ ଆଜିର ରାଶିଫଳ…

Apr-23-2026 07:47 AM IST
odisha.newsroom.in

ବିପଦରେ ବିଶ୍ୱ ଅର୍ଥନୀତି…ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ନେଇ ବଢୁଛି ଅନିଶ୍ଚିତତା

Apr-23-2026 12:02 PM IST
odisha.newsroom.in

ଆଳୁ ଖୋଳୁ ଖୋଳୁ ମହାଦେବ…ବ୍ୟାଙ୍କରୁ ସବୁ ମାରିନେଲେ ମ୍ୟାନେଜର

Apr-23-2026 11:26 AM IST
odisha.newsroom.in

ପଶ୍ଚିମବଙ୍ଗରେ ହାଇଭୋଲଟେଜ୍ ଲଢ଼େଇ…କିଏ ମାରିବ ବାଜି…ଦିଦି ନା ଦାଦା ?

Apr-23-2026 11:02 AM IST
odisha.newsroom.in

ଇରାନ ସହ ଆଲୋଚନାରେ ମିଳିପାରେ ‘ଶୁଭ ଖବର’: ଡୋନାଲ୍ଡ ଟ୍ରମ୍ପ

Apr-23-2026 10:25 AM IST
odisha.newsroom.in

ପଶ୍ଚିମବଙ୍ଗ ଓ ତାମିଲନାଡୁରେ କଡ଼ା ଟକ୍କର: ମଇଦାନରେ ବିଜେପି, ଟିଏମସି ଓ ଡିଏମକେ

Apr-23-2026 08:54 AM IST
odisha.newsroom.in

ସାବଧାନ…ଏହି ଡକୁମେଣ୍ଟ ନଥିଲେ ବାତିଲ ହେବ ଆପଣଙ୍କ ଗାଡ଼ିର RC

Apr-22-2026 04:21 PM IST
odisha.newsroom.in

ଆଖି ନଥିଲେ କଣ ସ୍ବପ୍ନ ଦେଖିବା ମନା ? ପଦ୍ମିନୀ ଟୁଡୁ ଦେବେ ଉତ୍ତର…

Apr-22-2026 03:46 PM IST
odisha.newsroom.in

ଯୁଦ୍ଧବିରତି ବଢ଼ାଇବାକୁ କାହିଁକି ରାଜି ହେଲେ ଟ୍ରମ୍ପ…କଣ ଅଛି ରହସ୍ୟ ?

Apr-22-2026 03:03 PM IST
odisha.newsroom.in

ମନ୍ତ୍ରୀଙ୍କୁ ସିଧା ଶୁଣାଇଲେ ମହିଳା…ଆପଣଙ୍କ ପାଇଁ ଟ୍ରାଫିକ ଜାମ…Get out of here…

Apr-22-2026 12:17 PM IST
odisha.newsroom.in

ସତର୍କ ସୂଚନା…ଆକାଶରୁ ଏବେ ନିଆଁ ବର୍ଷୁଛି, ଆଗକୁ ଆହୁରି ଜଳିବ ଓଡ଼ିଶା

Apr-22-2026 11:51 AM IST
  • About
  • Careers
  • Contact Us
Thursday, April 23, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆପଣଙ୍କ ଭାଗ୍ୟ

Horoscope 2026 April 23: ଜାଣନ୍ତୁ ଆଜିର ରାଶିଫଳ…

by M M
Apr-23-2026 07:47 AM IST
in ଆପଣଙ୍କ ଭାଗ୍ୟ
0
Horoscope 2026 April 23: ଜାଣନ୍ତୁ ଆଜିର ରାଶିଫଳ…
491
SHARES
1.4k
VIEWS
Share on FacebookShare on Twitter

୨୩ ଏପ୍ରିଲ ୨୦୨୬, ‌ଗୁରୁବାର। ତିଥି: ବୈଶାଖ ଶୁକ୍ଳ ସପ୍ତମୀ। ନକ୍ଷତ୍ର: ପୁନର୍ବସୁ। ଚନ୍ଦ୍ର: ମିଥୁନ। ସୂର୍ଯ୍ୟୋଦୟ: ୫ଟା୨୬, ସୂର୍ଯ୍ୟାସ୍ତ: ୬ଟା୩। ଘାତଚନ୍ଦ୍ର: କନ୍ୟା। ଘାତବାର: ତୁଳା ଓ କୁମ୍ଭ। ଶୁଭବେଳା: ପ୍ରାତଃ ୫ଟା୨୬ରୁ ୭ଟା୭, ଦିବା ୧୦ଟା୨୯ରୁ ୧ଟା, ରାତ୍ରି ୨ଟା୨୫ରୁ ୩ଟା୯ ପର୍ଯ୍ୟନ୍ତ।

ମେଷ: ଅଧିକାରୀମାନଙ୍କ ସହିତ ବ୍ୟବହାରରେ ସାବଧାନ  ରଖନ୍ତୁ। ଲାଭକାରୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ପରିବାରର କୌଣସି କାମ ପାଇଁ ଦୂରସ୍ଥାନକୁ ଯିବାକୁ ପଡ଼ିପାରେ। ଛାତ୍ରଙ୍କ ଲାଗି ସଫଳତାର ଯୋଗ ଅଛି। 

ବୃଷ: ଆପଣ ନିଜକୁ ଶକ୍ତି ଭାର ଅନୁଭବ କରବେ। ଇଂଜିନୟର ନିଜର ଅନୁଭବର ପ୍ରୟୋଗ ସଠିକ୍ ଦିଶାରେ କରିବେ। ଜରୁରୀ କାମରେ ଜୀବନସାଥୀର ପରାମର୍ଶ ନିଅନ୍ତୁ ଲାଭଦାୟକ ରହିବ।

ମିଥୁନ: ସ୍ଥଗିତ ଥିବା କାମ ଆଉଥରେ ଆରମ୍ଭ କରନ୍ତୁ ସଫଳ ହେବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ। କଂପ୍ୟୁଟର ଛାତ୍ରଛାତ୍ରୀଙ୍କ ଲାଗି ଦନଟି ଭଲ ରହିବ।

କର୍କଟ: କଠିନ ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ। ଘରର ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ପାଇବେ। ଜମି କିଣିବା ଲାଗି ଦିନଟି ଭଲ। ଛାତ୍ରଛାତ୍ରୀ ଲେଖାପଢ଼ାରେ ବ୍ୟସ୍ତ ରହିବେ। 

ସିଂହ: ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। ବେପାରେ ଅଚାନକ ଲାଭ ହୋଇପାରେ। ଆପଣଙ୍କ ବ୍ୟବହାରରେ ଲୋକେ ଖୁସି ହୋଇପାରନ୍ତି। ସ୍ବାସ୍ଥ୍ୟ ଠିକ୍ ରଖିବା ଲାଗି ତାଜାଫଳ ଖାଆନ୍ତୁ। 

କନ୍ୟା: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଅଧିକାରୀ ଠାରୁ ଆପଣ ସକାରାତ୍ମକ ପ୍ରତିକ୍ରିୟା ପାଇବେ। ଗୃହିଣୀ ନିଜର ଜୀବନସାଥୀଙ୍କୁ କିଛି ମିଠା ତିଆରି କରି ଖୁଆଇବେ। 

ତୁଳା: ସବୁ କାମ ସହଜରେ ପୂରା ହୋଇଯିବ। ଆର୍ଥିକ ପକ୍ଷ ମଜଭୁତ ରହିବ। ଅଫିସରେ ସହକର୍ମୀଙ୍କ ସହିତ ବାହାରକୁ ଯାଇପାରନ୍ତି। ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ଭଲ ଚାକିରିର ସୁଯୋଗ ମିଳିବ। 

ବିଛା: କୌଣସି କାମ ତରବରିଆରେ କରନ୍ତୁ ନାହିଁ। ବନ୍ଧୁ  ଠାରୁ ନୂଆ କାମ ପାଇଁ ଜ୍ଞାନ ପାଇବେ। ମହିଳାଙ୍କ ଲାଗି ଦନଟି ବହୁତ ଭଲ ରହିବ। ଗାୟକଙ୍କର ଗୀତ ଲୋକମାନଙ୍କୁ ଯଥେଷ୍ଟ ପସନ୍ଦ ହେବ। 

ଧନୁ: ଦୀର୍ଘ ଦିନରୁ ଭାବିଥିବା କାମ ପୂରା ହେବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ମାଆଙ୍କ ସହିତ ଧାର୍ମିକ କାମରେ ମନ ଲଗାଇବେ। ଦାମ୍ପତ୍ୟ ଜୀବନରେ ଆପୋସୀ ତାଳମେଳ ବଜାୟ ରହିବ। 

ମକର: ପ୍ରତିଟି କ୍ଷେତ୍ରରେ ଭାଗ୍ୟର ସହଯୋଗ ପାଇବେ। କାରବାରରେ ଯଥେ‌ଷ୍ଟ ଲାଭ ପାଇବେ। ଘରର ମୁରବି ଆପଣଙ୍କ କାମରେ ପ୍ରଭାବିତ ହେବେ। ନୂଆ ବାଇକ୍ କିଣିବା ଲାଗି ମନ ବନାଇବେ। 

କୁମ୍ଭ: ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଅଧିକାରୀଙ୍କ ସହିତ ବିଶେଷ ମାମଲାରେ କଥାବାର୍ତ୍ତା କରିବେ। ସଂଯମ   ରଖି କାମ କରନ୍ତୁ ଅଧୁରା ଥିବା କାମ ପୂରା ହେବ। 

ମୀନ: ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ବିନା କାରଣରେ ଘ‌ର ଲୋକଙ୍କ ଉପରେ ରାଗନ୍ତୁ ନାହିଁ। ବ୍ୟବସାୟରେ ଅଚାନକ ଧନଲାଭ ହେବ। ସ୍ବାସ୍ଥ୍ୟ ଠିକ୍ ରଖିବା ଲାଗି ପ୍ରତିଦିନ ଯୋଗାସନ କରନ୍ତୁ।

Tags: daily horoscopehoroscoperashiphala
Share196Tweet123
M M

M M

ଆଜିର ପାଗ

Bhubaneswar
April 23, 2026, 4:46 PM
 

S
Overcast
35°C
4.2 m/s
Apparent: 33°C
Pressure: 1005 mb
Humidity: 91%
Winds: 4.2 m/s S
Windgusts: 10 m/s
UV-Index: 0
Precip.: 0mm /8% / Rain
Sunrise: 5:22 AM
Sunset: 6:07 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom