• Latest
  • Trending
odisha.newsroom.in

ଆଳୁ ଖୋଳୁ ଖୋଳୁ ମହାଦେବ…ବ୍ୟାଙ୍କରୁ ସବୁ ମାରିନେଲେ ମ୍ୟାନେଜର

Apr-23-2026 11:26 AM IST
odisha.newsroom.in

ବିପଦରେ ବିଶ୍ୱ ଅର୍ଥନୀତି…ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ନେଇ ବଢୁଛି ଅନିଶ୍ଚିତତା

Apr-23-2026 12:02 PM IST
odisha.newsroom.in

ପଶ୍ଚିମବଙ୍ଗରେ ହାଇଭୋଲଟେଜ୍ ଲଢ଼େଇ…କିଏ ମାରିବ ବାଜି…ଦିଦି ନା ଦାଦା ?

Apr-23-2026 11:02 AM IST
odisha.newsroom.in

ଇରାନ ସହ ଆଲୋଚନାରେ ମିଳିପାରେ ‘ଶୁଭ ଖବର’: ଡୋନାଲ୍ଡ ଟ୍ରମ୍ପ

Apr-23-2026 10:25 AM IST
odisha.newsroom.in

ପଶ୍ଚିମବଙ୍ଗ ଓ ତାମିଲନାଡୁରେ କଡ଼ା ଟକ୍କର: ମଇଦାନରେ ବିଜେପି, ଟିଏମସି ଓ ଡିଏମକେ

Apr-23-2026 08:54 AM IST
Horoscope 2026 April 23: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 23: ଜାଣନ୍ତୁ ଆଜିର ରାଶିଫଳ…

Apr-23-2026 07:47 AM IST
odisha.newsroom.in

ସାବଧାନ…ଏହି ଡକୁମେଣ୍ଟ ନଥିଲେ ବାତିଲ ହେବ ଆପଣଙ୍କ ଗାଡ଼ିର RC

Apr-22-2026 04:21 PM IST
odisha.newsroom.in

ଆଖି ନଥିଲେ କଣ ସ୍ବପ୍ନ ଦେଖିବା ମନା ? ପଦ୍ମିନୀ ଟୁଡୁ ଦେବେ ଉତ୍ତର…

Apr-22-2026 03:46 PM IST
odisha.newsroom.in

ଯୁଦ୍ଧବିରତି ବଢ଼ାଇବାକୁ କାହିଁକି ରାଜି ହେଲେ ଟ୍ରମ୍ପ…କଣ ଅଛି ରହସ୍ୟ ?

Apr-22-2026 03:03 PM IST
odisha.newsroom.in

ମନ୍ତ୍ରୀଙ୍କୁ ସିଧା ଶୁଣାଇଲେ ମହିଳା…ଆପଣଙ୍କ ପାଇଁ ଟ୍ରାଫିକ ଜାମ…Get out of here…

Apr-22-2026 12:17 PM IST
odisha.newsroom.in

ସତର୍କ ସୂଚନା…ଆକାଶରୁ ଏବେ ନିଆଁ ବର୍ଷୁଛି, ଆଗକୁ ଆହୁରି ଜଳିବ ଓଡ଼ିଶା

Apr-22-2026 11:51 AM IST
  • About
  • Careers
  • Contact Us
Thursday, April 23, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଅପରାଧ

ଆଳୁ ଖୋଳୁ ଖୋଳୁ ମହାଦେବ…ବ୍ୟାଙ୍କରୁ ସବୁ ମାରିନେଲେ ମ୍ୟାନେଜର

by M M
Apr-23-2026 11:26 AM IST
in ଅପରାଧ, ରାଜ୍ୟ
0
odisha.newsroom.in

odisha.newsroom.in

491
SHARES
1.4k
VIEWS
Share on FacebookShare on Twitter

ମାଲକାନଗିରି ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରେ ଏକ ବଡ଼ ଧରଣର ସ୍କାମ୍‌ର ପର୍ଦ୍ଦାଫାଶ ହୋଇଛି। ବ୍ୟାଙ୍କ ମ୍ୟାନେଜର ଶୁଭେନ୍ଦୁ ଖରା ପ୍ରାୟ ୧ କୋଟି ୭ ଲକ୍ଷ ଟଙ୍କାର ହେରଫେର କରିଥିବା ଜଣାପଡ଼ିବା ପରେ ବିଭାଗ ପକ୍ଷରୁ ତାଙ୍କୁ ତୁରନ୍ତ ନିଲମ୍ବନ କରାଯାଇଛି।

କିଭଳି ହୋଇଥିଲା ଘୋଟାଲା?

  • ମିଛ ରସିଦ ଦେଇ ଟଙ୍କା ହଡ଼ପ: ମାଲକାନଗିରି ଲ୍ୟାମ୍ପସର ବ୍ରାଞ୍ଚ ଇନଚାର୍ଜ ପ୍ରାୟ ୭୭ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା ନକରି ମ୍ୟାନେଜରଙ୍କୁ ହସ୍ତାନ୍ତର କରିଥିଲେ। ମ୍ୟାନେଜର ଶୁଭେନ୍ଦୁ ଖରା ତାଙ୍କୁ ଏକ ଜାଲ୍ (Fake) ରସିଦ ଦେଇ ସମସ୍ତ ଟଙ୍କା ନିଜ ପାଖରେ ରଖିଦେଇଥିଲେ।
  • ପୋଟେରୁ ଲ୍ୟାମ୍ପସରୁ ମଧ୍ୟ ହେରଫେର: ସେହିପରି ପୋଟେରୁ ଲ୍ୟାମ୍ପସ ଇନଚାର୍ଜ ଦୁଇଟି ପର୍ଯ୍ୟାୟରେ (ପ୍ରଥମେ ୮ ଲକ୍ଷ ୧୦ ହଜାର ଏବଂ ପରେ ୨୧ ଲକ୍ଷ ୯୫ ହଜାର ଟଙ୍କା) ମ୍ୟାନେଜରଙ୍କୁ ଦେଇଥିଲେ।

କ୍ଲୋଜିଂ ସମୟରେ ଧରାପଡ଼ିଲା ଗୁମର

ମାର୍ଚ୍ଚ ମାସର ବାର୍ଷିକ ଆର୍ଥିକ ହିସାବ (Closing) ଚାଲିଥିବା ସମୟରେ ବ୍ୟାଙ୍କର ଜମା ଟଙ୍କା ଏବଂ କାଗଜପତ୍ର ମଧ୍ୟରେ ତାଳମେଳ ରହିନଥିଲା। ଲ୍ୟାମ୍ପସ୍ କର୍ତ୍ତୃପକ୍ଷ କ୍ୟାସିୟରଙ୍କ ନିକଟରେ ଟଙ୍କା ପୈଠ ନକରି କାହିଁକି ମ୍ୟାନେଜରଙ୍କୁ ଦେଲେ, ସେ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଏହାପରେ DRCS କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା।

କାର୍ଯ୍ୟାନୁଷ୍ଠାନ

ଉଚ୍ଚସ୍ତରୀୟ ତଦନ୍ତରୁ ଜଣାପଡ଼ିଛି ଯେ ମ୍ୟାନେଜର ଏହି ବିପୁଳ ପରିମାଣର ଟଙ୍କାକୁ ନିଜର ବ୍ୟକ୍ତିଗତ କାର୍ଯ୍ୟରେ ଖର୍ଚ୍ଚ କରିଦେଇଛନ୍ତି।

ଅଭିଯୁକ୍ତ ମ୍ୟାନେଜର ଶୁଭେନ୍ଦୁ ଖରାଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବା ସହ ତାଙ୍କୁ ନିଲମ୍ବିତ (Suspended) କରାଯାଇଛି।


ଏହି ଘଟଣା ସମବାୟ ବ୍ୟାଙ୍କର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେ ନେଇ ପୋଲିସ ଅଧିକ ଖୋଳତାଡ଼ ଜାରି ରଖିଛି।

Tags: bank corruptionkcc bankmalkangirimanager
Share196Tweet123
M M

M M

ଆଜିର ପାଗ

Bhubaneswar
April 23, 2026, 3:26 PM
 

S
Overcast
37°C
3.6 m/s
Apparent: 33°C
Pressure: 1005 mb
Humidity: 91%
Winds: 3.6 m/s S
Windgusts: 9.9 m/s
UV-Index: 0
Precip.: 0mm /8% / Rain
Sunrise: 5:22 AM
Sunset: 6:07 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom