ଆଜି କାଲି ଏଟିଏମ ବିନା ଚଳିବା ମୁସ୍କିଲ । ସସମ୍ତଙ୍କ ହାତରେ ରହିଛି ଏଟିଏମ୍ କାର୍ଡ । ଏଟିଏମ୍ ବିନା କାମ ଅଚଳ । ହେଲେ ଏବ ଖବର ଆସୁଛି ଯେ ଆଗକୁ ଏଟିଏମ ଚାର୍ଜ ବଢିପାରେ। ଯାହା ଏଟିଏମ ବ୍ୟବହାରୀଙ୍କ ପାଇଁ ମୁଣ୍ଡ ବିଧାର କାରଣ ହୋଇଛି । https://www.youtube.com/watch?v=qsnv3nhKN-A