ବହୁ ଚର୍ଚ୍ଚିତ ବିତ୍ତିିହୋତ୍ର ମହାନ୍ତିଙ୍କ ଦେହାନ୍ତ ହୋଇଛି । ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଦୀର୍ଘ ଦିନ ଧରି କ୍ୟାନ୍ସରରେ ପୀଡିତ ହୋଇ ସେ ଚିକିତ୍ସାଧିନ ଥିଲେ ।୨୦୦୬ରେ ପୂର୍ବତନ ଆଇପିଏସ୍ ଅଫିସର ବିଦ୍ୟା ମହାନ୍ତିଙ୍କ ପୁଅ ବିତ୍ତିିହୋତ୍ର ଜର୍ମାନ ସହପାଠୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ତାଙ୍କୁ ରାଜସ୍ଥାନ ଫାଷ୍ଟଟ୍ରାକ୍ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । କିନ୍ତୁ ସେବେଠୁ ବିତ୍ତିହୋତ୍ର ଘରୁ ଫେରାର ଥିଲେ ।

/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)







