• Latest
  • Trending

ରାକ୍ଷୀ ପୂର୍ଣ୍ଣିମାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ରାକ୍ଷୀ ପିନ୍ଧାଇଲେ ସ୍କୁଲ ଛାତ୍ରୀ

Aug-19-2024 10:19 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

Mar-03-2026 12:58 PM IST
କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

Mar-03-2026 12:55 PM IST
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

Mar-02-2026 07:56 PM IST
ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

Mar-02-2026 07:52 PM IST
ବିଜେପି ନେଲା ୧୬ ସେଟ ପ୍ରାର୍ଥୀପତ୍ର, ଜଣାପଡ଼ିଲା କୁଆଡେ ଯାଉଛି ଅଙ୍କ

ବିଜେପି ନେଲା ୧୬ ସେଟ ପ୍ରାର୍ଥୀପତ୍ର, ଜଣାପଡ଼ିଲା କୁଆଡେ ଯାଉଛି ଅଙ୍କ

Mar-02-2026 07:48 PM IST
କାହିଁକି ବିଦା ହେଲେ ପ୍ରଭାତ, ଖୋଲି କହିଦେଲେ ବୁନୁ

କାହିଁକି ବିଦା ହେଲେ ପ୍ରଭାତ, ଖୋଲି କହିଦେଲେ ବୁନୁ

Mar-02-2026 07:44 PM IST
ରାହୁଲଙ୍କୁ କେମିତି ହତ୍ୟା କଲେ, ଟିକିନିଖି କହିଲେ ତଦନ୍ତ ଅଧିକାରୀ

ରାହୁଲଙ୍କୁ କେମିତି ହତ୍ୟା କଲେ, ଟିକିନିଖି କହିଲେ ତଦନ୍ତ ଅଧିକାରୀ

Mar-02-2026 07:39 PM IST
ସୁନା ପୁଣି ବଢିଲା, ଆଗକୁ ୨ ଲକ୍ଷ ଟପିବ

ସୁନା ପୁଣି ବଢିଲା, ଆଗକୁ ୨ ଲକ୍ଷ ଟପିବ

Mar-02-2026 05:45 PM IST
ବଢ଼ିଲା ତେଲ ଦର, ଆଗକୁ ଆହୁରି ବଢ଼ିବ!

ବଢ଼ିଲା ତେଲ ଦର, ଆଗକୁ ଆହୁରି ବଢ଼ିବ!

Mar-02-2026 05:42 PM IST
  • About
  • Careers
  • Contact Us
Tuesday, March 3, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ରାକ୍ଷୀ ପୂର୍ଣ୍ଣିମାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ରାକ୍ଷୀ ପିନ୍ଧାଇଲେ ସ୍କୁଲ ଛାତ୍ରୀ

by M M
Aug-19-2024 10:19 PM IST
in ଦେଶ ବିଦେଶ
0
491
SHARES
1.4k
VIEWS
Share on FacebookShare on Twitter

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପବିତ୍ର ରାକ୍ଷୀ ପୂର୍ଣ୍ଣମା ଅବସରରେ  ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଛାତ୍ରୀ, ମହିଳା ଏବଂ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ହାତରୁ ରାକ୍ଷୀ ବାନ୍ଧିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଷ୍ଟ୍ରପତି ଭବନରେ ମାନ୍ୟବର ରାଷ୍ଟ୍ରପତିଙ୍କ ସହ ସାମିଲ ହୋଇଥିଲେ  । ଦେଶର କୋଣ ଅନୁକୋଣରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହ ରକ୍ଷାବନ୍ଧନ ପାଳନ କରିଥିଲେ । ଏହିପରି ସମବିତ ଗୁରୁକୁଲମ ବାଳିକା ସୈନିକ ସ୍କୁଲର ଛାତ୍ରୀଙ୍କଠାରୁ ମଧ୍ୟ ରାକ୍ଷୀ ବାନ୍ଧିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ସମୟକୁ ସ୍ମରଣୀୟ କରିବା ସହ ଭାଇ ଭଉଣୀଙ୍କ ମଧ୍ୟରେ ଅପାର ସ୍ନେହ ଓ ଅତୁଟ ବିଶ୍ବାସର ପ୍ରତୀକ ହେଉଛି ରାକ୍ଷୀ ।  ଆଜି ସମବିଦ୍ ଗୁରୁକୁଲମ ବାଳିକା ସୈନିକ ସ୍କୁଲ ପରବିାର ସହିତ ରକ୍ଷାବନ୍ଧନ ପର୍ବ ପାଳନ କରିବାର ସୈାଭାଗ୍ୟ ଲାଭ ହେଲା । ଛୋାଟ ଛୋଟ ଝିଅ ଓ ଭଉଣୀମାନଙ୍କ ସ୍ନେହ ଆଜିର ଆନନ୍ଦ ଓ ଉଲ୍ଲାସକୁ ଆହୁରି ମଧୁର କରିଛି । ଏହି ସ୍ମରଣୀୟ ରକ୍ଷା ବନ୍ଧନ ପାଇଁ ମୁଁ ଦିଦି ମା ସ୍ବାଧୀ ରିତାମ୍ଭରାଙ୍କ ନିକଟରେ କୃତଜ୍ଞ ରହିବି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Tags: dharmendrapradhanSadhvi Rithambaraties Rakhi
Share196Tweet123
M M

M M

ଆଜିର ପାଗ

Bhubaneswar
March 3, 2026, 1:38 PM
 
N
Mainly clear
36°C
2.2 m/s
Apparent: 30°C
Pressure: 1010 mb
Humidity: 88%
Winds: 2.2 m/s N
Windgusts: 7.5 m/s
UV-Index: 0
Precip.: 0mm /0% / Rain
Sunrise: 6:04 AM
Sunset: 5:51 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

March 3, 2026
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

March 3, 2026
କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

March 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom