<p class="style-scope ytd-watch-metadata">କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଭୟଙ୍କର ହୋଇଥିବା ବେଳେ ନେତା କହୁଛନ୍ତି କିଛି ଅସନ୍ତୋଷ ନାହିଁ । ସଭାପତି କିଏ ହେବ ତାକୁ ନେଇ ସହମତି ହୋଇପାରୁନାହିଁ । କିନ୍ତୁ ନେତା କହୁଛନ୍ତି ୨୦୨୯ରେ ହେବ କଂଗ୍ରେସ ସରକାର । ଆସନ୍ତୁ ଏହି ରିପୋର୍ଟ ଉପରେ ନଜର ପକେଇବା</p> https://www.youtube.com/watch?v=OnybpyYELCE