• Latest
  • Trending
ଆହୁରି ୪ ଦିନ ପ୍ରବଳ ବର୍ଷା, ସତର୍କ ରହିବା ଜରୁରୀ

ଆହୁରି ୪ ଦିନ ପ୍ରବଳ ବର୍ଷା, ସତର୍କ ରହିବା ଜରୁରୀ

Aug-24-2024 11:12 AM IST
ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ

ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ

Dec-15-2025 09:25 AM IST
ବର୍ଦ୍ଧିତ ଦରମା ନେଇ ନବୀନଙ୍କ ବୟାନ ଏକ  ‘ରାଜନୈତିକ ଡ୍ରାମା’ !

ବର୍ଦ୍ଧିତ ଦରମା ନେଇ ନବୀନଙ୍କ ବୟାନ ଏକ  ‘ରାଜନୈତିକ ଡ୍ରାମା’ !

Dec-15-2025 07:08 AM IST
ରାମଲୀଳା ମଇଦାନରେ ଭୋଟ ଚୋରି ରାଲି: କଂଗ୍ରେସକୁ ବିଜେପିର କଡ଼ା ଜବାବ

ରାମଲୀଳା ମଇଦାନରେ ଭୋଟ ଚୋରି ରାଲି: କଂଗ୍ରେସକୁ ବିଜେପିର କଡ଼ା ଜବାବ

Dec-15-2025 06:58 AM IST
କଣ ରହିଛି ଆଜିର ରାଶିଫଳ

କଣ ରହିଛି ଆଜିର ରାଶିଫଳ

Dec-15-2025 06:24 AM IST
ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ହରାଇଲା ଭାରତ

ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ହରାଇଲା ଭାରତ

Dec-15-2025 06:15 AM IST
ଭଲିବଲ ମହାକୁମ୍ଭର ଉଦ୍ଦେଶ୍ୟ ହେଉଛି ମହିଳା ସଶକ୍ତିକରଣ ଏବଂ ତୃଣମୂଳସ୍ତରରେ ଭଲିବଲର ବିକାଶକୁ ପ୍ରୋତ୍ସାହିତ କରିବା

ଭଲିବଲ ମହାକୁମ୍ଭର ଉଦ୍ଦେଶ୍ୟ ହେଉଛି ମହିଳା ସଶକ୍ତିକରଣ ଏବଂ ତୃଣମୂଳସ୍ତରରେ ଭଲିବଲର ବିକାଶକୁ ପ୍ରୋତ୍ସାହିତ କରିବା

Dec-14-2025 04:09 PM IST
ମଦର୍ସ ପବ୍ଲିକ୍ ସ୍କୁଲର ‘The Tierants’ ଜିତିଲେ ଜାତୀୟ ବ୍ୟାଟେଲ୍ ଅଫ୍ ଦି ବ୍ୟାଣ୍ଡ୍ସ ପ୍ରତିଯୋଗିତା

ମଦର୍ସ ପବ୍ଲିକ୍ ସ୍କୁଲର ‘The Tierants’ ଜିତିଲେ ଜାତୀୟ ବ୍ୟାଟେଲ୍ ଅଫ୍ ଦି ବ୍ୟାଣ୍ଡ୍ସ ପ୍ରତିଯୋଗିତା

Dec-14-2025 10:32 AM IST

କ’ଣ ରହିଛି ଆଜିର ରାଶିଫଳ

Dec-14-2025 10:11 AM IST
ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ହାଡ଼ଭଙ୍ଗା ଜାଡ଼

ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ହାଡ଼ଭଙ୍ଗା ଜାଡ଼

Dec-13-2025 07:05 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Dec-13-2025 06:34 AM IST
  • About
  • Careers
  • Contact Us
Tuesday, December 16, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଆହୁରି ୪ ଦିନ ପ୍ରବଳ ବର୍ଷା, ସତର୍କ ରହିବା ଜରୁରୀ

by M M
Aug-24-2024 11:12 AM IST
in ବଡ଼ ଖବର, ଭିଡ଼ିଓ, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

 ଆଜି ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ  ବାଲେଶ୍ୱର,ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଉପରେ ଏହି ଘୂର୍ଣ୍ଣିବଳୟ ପ୍ରଭାବ ରହୁଥିବାରୁ ଓଡ଼ିଶାରେ ବର୍ଷା ହେବ।  ରାଜ୍ୟରେ ଆହୁରି ୪ ଦିନ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ୧୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି। ୭ରୁ ୧୧ ସେମି ଯାଏଁ ବର୍ଷା ସମ୍ଭାବନ ଜାରି ରହିଛି। ୨୪,୨୫ ଓ ୨୬ ତାରିଖରେ ପ୍ରବଳ ବର୍ଷିବ। ଆଜିଠୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବା ସହ ଅନେକ ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ । ବର୍ତ୍ତମାନ ପୂର୍ବ ମଧ୍ୟପ୍ରଦେଶ ଓ ଛତିଶଗଡ଼ ପାଖାପାଖି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଛତିଶଗଡ଼ ଓ ଆଖପାଖ ଅଞ୍ଚଳର ୭.୬ କିଲୋମିଟର ଯାଏଁ ଲମ୍ୱିଛି ଓ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପର ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଆସନ୍ତା ୪ ଦିନ ଯାଏଁ ବର୍ଷା ଜାରି ରହିବା ସହ ଏହି ସମୟରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି |  ଏହା ପ୍ରଭାବରେ ଓଡ଼ିଶା ଉପକୂଳରେ  ୨୫ ତାରିଖ ଯାଏ ୩୫ରୁ ୪୫ କିମି ବେଗରେ ପବନ ବହିବ । ଏଥିପାଇଁ ମତ୍ସଜୀବୀମାନେ ସମୁଦ୍ରକୁ ନ ଯିବାକୁ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆରସି) ସତର୍କତା ଜାରି କରିଛନ୍ତି ।

Tags: newsnewsroomodisharain
Share196Tweet123
M M

M M

ଆଜିର ପାଗ

Bhubaneswar
December 16, 2025, 2:34 AM
 

NNW
Clear sky
16°C
0.7 m/s
Apparent: 17°C
Pressure: 1015 mb
Humidity: 90%
Winds: 0.7 m/s NNW
Windgusts: 3.5 m/s
UV-Index: 0
Precip.: 0mm /0% / Rain
Sunrise: 6:14 AM
Sunset: 5:09 PM
© 2025 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ

ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ

December 15, 2025
ବର୍ଦ୍ଧିତ ଦରମା ନେଇ ନବୀନଙ୍କ ବୟାନ ଏକ  ‘ରାଜନୈତିକ ଡ୍ରାମା’ !

ବର୍ଦ୍ଧିତ ଦରମା ନେଇ ନବୀନଙ୍କ ବୟାନ ଏକ  ‘ରାଜନୈତିକ ଡ୍ରାମା’ !

December 15, 2025
ରାମଲୀଳା ମଇଦାନରେ ଭୋଟ ଚୋରି ରାଲି: କଂଗ୍ରେସକୁ ବିଜେପିର କଡ଼ା ଜବାବ

ରାମଲୀଳା ମଇଦାନରେ ଭୋଟ ଚୋରି ରାଲି: କଂଗ୍ରେସକୁ ବିଜେପିର କଡ଼ା ଜବାବ

December 15, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom