• Latest
  • Trending

ରାଜ୍ୟସଭା ସାଂସଦ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ମମତା ମହାନ୍ତ

Aug-27-2024 07:12 PM IST
odisha.newsroom.in

ଫସିଲେ ରିୟାନ ପରାଗ…ଅଶୋଭନୀୟ ଆଚରଣ ପାଇଁ ମିଳିଲା ଏହି ଦଣ୍ଡ

Apr-30-2026 05:12 PM IST
odisha.newsroom.in

ସାବଧାନ…ଆପଣଙ୍କ ବ୍ୟକ୍ତିଗତ ମେସେଜ ପଢୁଛି WhatsApp…ମିଳିଲା ପ୍ରମାଣ…

Apr-30-2026 04:37 PM IST
odisha.newsroom.in

କର୍ମଚାରୀଙ୍କ ପାଇଁ ନିଆରା ନିୟମ କଲେ କମ୍ପାନୀ ଫାଉଣ୍ଡର…ଅଫିସ ‘ପିକନିକ୍’ ଡେଲି

Apr-30-2026 03:36 PM IST
odisha.newsroom.in

ବିଧାନସଭାରେ ‘କଙ୍କାଳ’ ଝଡ଼: ସ୍ୱତନ୍ତ୍ର ଅଧିବେଶନ ଆରମ୍ଭରୁ ହୋହଲ୍ଲା

Apr-30-2026 01:05 PM IST
odisha.newsroom.in

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ଘୋର ଆର୍ଥିକ ସଙ୍କଟରେ ଘାଣ୍ଟି ହେଉଛି ପାକିସ୍ତାନ…ସରିଫ କହିଲେ…

Apr-30-2026 12:40 PM IST
odisha.newsroom.in

ପ୍ରକାଶ ପାଇଲା ICSE ରେଜଲ୍ଟ: ଜାଣନ୍ତୁ କେମିତି ଓ କେଉଁଠି ଦେଖିବେ ପରୀକ୍ଷାଫଳ

Apr-30-2026 12:11 PM IST
odisha.newsroom.in

ଇରାନର ଚେତାବନୀ…ଏମିତି ଅସ୍ତ୍ର ପ୍ରୟୋଗ କରିବୁ ଆମେରିକାର “ହାର୍ଟ ଆଟାକ୍” ଆସିପାରେ…

Apr-30-2026 11:40 AM IST
odisha.newsroom.in

ତାତିରୁ ମିଳିବ ତ୍ରାହି: କମିବ ପାରଦ…କାଳବୈଶାଖୀ ସହ କୁଆପଥର ବର୍ଷା ଚେତାବନୀ

Apr-30-2026 10:59 AM IST
Horoscope 2026 April 30: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 30: ଜାଣନ୍ତୁ ଆଜିର ରାଶିଫଳ…

Apr-30-2026 10:33 AM IST
odisha.newsroom.in

ନିର୍ବାଚନ ଶେଷ…କିଏ ଦଖଲ କରିବ କେଉଁ ରାଜ୍ୟ…କଣ କହୁଛି EXIT POLL ?

Apr-29-2026 06:58 PM IST
  • About
  • Careers
  • Contact Us
Friday, May 1, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ରାଜ୍ୟସଭା ସାଂସଦ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ମମତା ମହାନ୍ତ

by M M
Aug-27-2024 07:12 PM IST
in ବଡ଼ ଖବର, ଭିଡ଼ିଓ, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ଯାହା ଆଶା କରାଯାଉଥିଲା  ତାହା ହେଲା । ବିଜେଡିରୁ ଆସି ବିଜେପିରେ ଯୋଗଦେଇଥିଲେ ମମତା ମହାନ୍ତ । ଦଳ ତାଙ୍କୁ ପ୍ରାର୍ଥୀ କରିଥିଲା । ସେ ଏବେ  ରାଜ୍ୟସଭା ସାଂସଦ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବିଜେପି ନେତା ମମତା ମହାନ୍ତ ପ୍ରଥମେ ପ୍ରାର୍ଥୀ ହୋଇଥିଲେ। ଅନ୍ୟତମ ବିଜେପି ନେତା ଜଗନ୍ନାଥ ପ୍ରଧାନ ରାଜ୍ୟସଭା ନିର୍ବାଚନରୁ ଓହରିଯିବା ପରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ମମତା। ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସରଙ୍କଠାରୁ ସେ ତାଙ୍କ ସାର୍ଟିଫିକେଟ ଗ୍ରହଣ କରିଛନ୍ତି। ଏନେଇ ବିଜେପି ଏକ ସଂକେତ ଦେଇଛି  । ଯେଉଁମାନେ ଦଳକୁ ଆସିବେ ତାଙ୍କୁ ଉଚିତ ସମ୍ମାନ ମିଳିବ ।

ମମତା ହେଉଛନ୍ତି କୁଡ଼ୁମୀ ସଂପ୍ରଦାୟର । ତାଙ୍କ ସଂପ୍ରଦାୟରେ ସେ ଜଣେ ଟାଣୁଆ ନେତ୍ରୀ ।  ମମତା ମହାନ୍ତ ୨୦୨୦ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।  ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ୨୦୨୬ ଏପ୍ରିଲରେ ତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥା’ନ୍ତା। ତେବେ କାର୍ଯ୍ୟକାଳ ଶେଷ ହେବାର ୨୧ ମାସ ପୂର୍ବରୁ ଗତ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ସହିତ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡି ଛାଡ଼ିବା ପର ଦିନ ଅର୍ଥାତ୍ ଅଗଷ୍ଟ ୧ ତାରିଖରେ ସେ ବିଜେପିରେ ମିଶିଥିଲେ।

ତାଙ୍କ ଇସ୍ତଫା ପରେ ଆଶା କରାଯାଉଥିଲା ଦଳ ତାଙ୍କୁ ପୁଣି ରାଜ୍ୟସଭା ପଠାଇବ । ଏହା ପରେ  ବିଜେଡି ଉପରେ ଅସନ୍ତୋଷ ଝାଡ଼ିଥିଲେ ମମତା। ତାଙ୍କୁ ଦଳରେ ଅଣଦେଖା କରାଯାଇଥିବା ସେ ଅଭିଯୋଗ ଆଣିଥିଲେ। ଏମିତିକି ତାଙ୍କୁ ନିର୍ବାଚନ ପରେ ବିଜେଡିରୁ ବାହାର କରି ଦେବାକୁ ଧମକ ଦିଆଯାଇଥିଲା।

ସପ୍ତାହେ ତଳେ ବିଜେପି ମମତା ମହାନ୍ତଙ୍କୁ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରାଯାଇଥିଲା। ଗତ ଅଗଷ୍ଟ ୨୧ ତାରିଖରେ ସେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

Tags: bjdbjpMamata Mohantanewsnewsroomodishapolitics
Share196Tweet123
M M

M M

ଆଜିର ପାଗ

Bhubaneswar
May 1, 2026, 10:34 AM
 

SW
Thunderstorm
34°C
4.6 m/s
Apparent: 32°C
Pressure: 1006 mb
Humidity: 89%
Winds: 4.6 m/s SW
Windgusts: 14.4 m/s
UV-Index: 0
Precip.: 12.7mm /88% / Rain
Sunrise: 5:17 AM
Sunset: 6:10 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom