• Latest
  • Trending

ଓଡିଆ କମ୍ୟୁନିଟି ପକ୍ଷରୁ ଦକ୍ଷିଣ କାଲିଫର୍ନିଆ ଓସଓ୍ବାରେ ଗଣେଶ ପୂଜା ଉତ୍ସବ

Sep-11-2024 05:31 PM IST
odisha.newsroom.in

ଆପଣଙ୍କ ମୋବାଇଲକୁ ଆସିଲା କି ଏମର୍ଜେନ୍ସି ଆଲର୍ଟ ? ଭୟଭୀତ ହୁଅନ୍ତୁନି…

May-02-2026 12:44 PM IST
odisha.newsroom.in

ମାଡ଼ି ଆସୁଛି ବଡ଼ ଲଘୁଚାପ: ଅଧିକ ଘନୀଭୂତ ହୋଇ ନେଇପାରେ ବାତ୍ୟାର ରୂପ…

May-02-2026 12:20 PM IST
odisha.newsroom.in

EVM ଟାମ୍ପରିଂ ଅଭିଯୋଗ…ପଶ୍ଚିମବଙ୍ଗର ୧୫ଟି ବୁଥରେ ପୁନଃ ମତଦାନ ଆରମ୍ଭ…

May-02-2026 11:45 AM IST
odisha.newsroom.in

ବଲାଙ୍ଗିର ଜିଲ୍ଲାରେ ଭୂକମ୍ପ ଝଟକା…ଭୟରେ ଘରୁ ବାହାରି ଆସିଲେ ଲୋକେ…

May-02-2026 11:24 AM IST
Horoscope 2026 May 02: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 02: ଜାଣନ୍ତୁ ଆଜିର ରାଶିଫଳ…

May-02-2026 10:53 AM IST
odisha.newsroom.in

‘ଡିଜିଟାଲ୍ ଆରେଷ୍ଟ’ର କଳା କାହାଣୀ…ଜଳୁଥିଲା ଜୁଇ, ବାଜୁଥିଲା ଫୋନ୍…

May-01-2026 05:53 PM IST
odisha.newsroom.in

ଶିକ୍ଷା ବ୍ୟବସ୍ଥାରେ ନୂଆ ଅଧ୍ୟାୟ…୩ ଦିନରେ ୩ ଲକ୍ଷ ପରୀକ୍ଷାଖାତା ଦେଖିଲା AI…

May-01-2026 04:27 PM IST
odisha.newsroom.in

ବିରୋଧୀଙ୍କ ବଡ଼ ଅଭିଯୋଗ…ଗୃହକୁ ମଦ୍ୟପାନ କରି ଆସିଛନ୍ତି ମୁଖ୍ୟମନ୍ତ୍ରୀ

May-01-2026 03:30 PM IST
odisha.newsroom.in

ଇରାନ ଉପରେ ବଡ଼ ଆକ୍ରମଣ ପାଇଁ ପ୍ଲାନ କରୁଛି କି ଆମେରିକା ?

May-01-2026 01:39 PM IST
odisha.newsroom.in

ଗୋଟିଏ ଲାଇଫ୍ ଜ୍ୟାକେଟ୍‌ରେ ବନ୍ଧା ହୋଇଥିଲା ମା’ ପୁଅଙ୍କ ମୃତଦେହ; ଦୃଶ୍ୟ ଦେଖି କାନ୍ଦି ପକାଇଲେ ମନ୍ତ୍ରୀ

May-01-2026 12:57 PM IST
  • About
  • Careers
  • Contact Us
Saturday, May 2, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଓଡିଆ କମ୍ୟୁନିଟି ପକ୍ଷରୁ ଦକ୍ଷିଣ କାଲିଫର୍ନିଆ ଓସଓ୍ବାରେ ଗଣେଶ ପୂଜା ଉତ୍ସବ

by M M
Sep-11-2024 05:31 PM IST
in ଦେଶ ବିଦେଶ
0
491
SHARES
1.4k
VIEWS
Share on FacebookShare on Twitter

ଚଳିତ ବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ସେପ୍ଟେମ୍ବର 7 ରେ କାନାଡା ରେ ଓସଓ୍ବା ସହରରେ ପ୍ରବାସୀ ଓଡ଼ିଆ ପରିବାରମାନଙ୍କ ମିଳିତ ଅନୁକୂଲ୍ୟରେ ଗଣେଶ ମହୋତ୍ସବ ଆଡମ୍ବର ସହିତ ପାଳନ କରାଯାଇଛି  । ଏହି ଉତ୍ସବରେ ପଣ୍ଡିତ ନଳିନୀକାନ୍ତ ଦାଶ ପୂଜା କାର୍ଯ୍ୟବିଧି ଅନୁସାରେ ଯଥା ରୀତି ପାଳନ କରିବା ସହିତ ହୋମ ଏବଂ ପୁଷ୍ପାଞ୍ଜଳି ଦ୍ୱାରା ଛୋଟ ଛୁଆମାନଙ୍କୁ ଗଣେଶ ପୂଜାର ମହତ୍ୱ ବୁଝାଇଥିଲେ | ପ୍ରବାସୀ ଓଡ଼ିଆ ପରିବାର ମିଳି ମିଶି ବହୁ ସାଯସଜ୍ଜା ରେ ଯୋଗ ଦେଇଥିଲେ । ପୂଜା ସମାପନ ପରେ ପ୍ରସାଦ ସେବନରେ ପାଖା ପାଖି ୨୦୦ ଭକ୍ତ ଗଣ ଯୋଗ ଦେଇଥିଲେ  ।

ଭାଇଚାରା ଏବଂ ସଦ୍ଭାବନାର ସଂଜ୍ଞା ପ୍ରତିଟି ପ୍ରବାସୀ ଓଡ଼ିଆଙ୍କ ମନରେ ପ୍ରସ୍ଫୁଟିତ ହଵା ବାରି ହେଇଯାଉଥିଲା | ୩ ଦିନ ଧରି ଗଣେଶଙ୍କୁ ସ୍ଥାପନା କରି ପୂଜା ଅର୍ଚନା ସହିତ ପୂଜା ଆସରରେ ଖୁବ ଲୋକ ମେଳି ହୋଇ ପ୍ରବାସୀ ଅଣ ଓଡ଼ିଆ ବନ୍ଧୁ ଙ୍କ ସ୍ୱାଗତ ସମ୍ବର୍ଧନା ଖୁବ ସୁନ୍ଦର ଭାବେ କରିଥିଲେ | ବିଦେଶ ମାଟିରେ ରହି ପରମ୍ପରା କୁ ଭୁଲିନଥିବା କଥା ଅକ୍ଷୟରେ ଅକ୍ଷୟରେ ପ୍ରତିପାଦିତ ହେଉଥିଲା |

ତୃତୀୟ ଦିନ ରେ ବିଘ୍ନ ବିନାଶକ ଶ୍ରୀ ଗଣେଶ ଙ୍କ ବିସର୍ଜନ ସମାପନ ହୋଇ ଥିଲା |  ଓଡ଼ିଆ ଲୋକମାନେ ସେଠାରେ ଓଡ଼ିଆ ସଂସ୍କୃତି ଏବଂ ଐତିହ୍ୟକୁ ମନେପକାଇବା ସହ  ଓଡ଼ିଆ ରୀତିନୀତିରେ ଗଣେଷ ପୂଜା ଆୟୋଜନ କରିଥିଲେ ।

ମୁଖ୍ୟ ଅତିଥି ଭାବେ ମୁମ୍ବାଇ ସ୍ଥିତ ଓଡିଆ ସଂଗୀତଜ୍ଞ “ଶୁଭ୍ରଦୀପ ସାହୋ” ଯୋଗ ଦେଇଥିଲେ । ପଦ୍ମ ବିଭୁଷଣ ପଣ୍ଡିତ ହରିପ୍ରସାଦଙ୍କ ଶିଷ୍ୟ ଏବଂ ସେ ସୋନୁ ନିଗମ, ସୁନୀଧି ଚୈାହାନ, ଜାକିର ହୁସେନ୍, ଇରଫାନ୍ ଖାନ୍, ହୁମା କୁରେଶି, ଗଜରାଜ ରାଓ ଏବଂ ଅନେକ ବରିଷ୍ଠ କଳାକାରଙ୍କ ସହ କାର୍ଯ୍ୟ କରିଛନ୍ତି । ପୂଜାର ଆୟୋଜନ ଗଣେଶ ରଥ କରିଥିବାବେଳେ ଆୟୋଜନରେ ଗଣେଶ, ମଧୁ, ଚିନ୍ମୟ, ନିଧି ସହଯୋଗ କରିଥିଲେ ।  ନିରୋଦ ମଉସା, ନୀତା ନାନି ଏବଂ ବାନି ନାନି ସମସ୍ତ ସାହାଯ୍ୟ ଏବଂ ସମର୍ଥନ କରିଥିଲେ । ବୈଷ୍ଣବ, ଜିତା ଅପା, ଶକ୍ତି, ସୁବ୍ରତ, ରିଙ୍କୁ, ମେଘା, ମିଥାଲି, ଆଲୋକିକା, ଆଦିତ୍ୟ, ସ୍ନିଗ୍ଧା, ମିତ୍ର, ପାୟଲ, ଶ୍ରେୟା, ଦୀପାନ, ପୁଣ୍ୟ ପୂଜାରେ ସମସ୍ତ ସହଯୋଗ କରିଥିଲେ ।

ପୂଜାରେ ହୋମ, ଖଡି ଛୁଆଁ, ଆଦି ସମସ୍ତ ପୂଜା ନୀତି କରାଯାଇଥିଲା  ।  ପ୍ରଭୁ ଗଣେଶଙ୍କ 21 ନାମ ଏବଂ ଏହାର ମହତ୍ତ୍ୱ ଉପରେ ଛାତ୍ରଛାତ୍ରୀମାନେ କହିଥିଲେ ।  ଶିଶୁମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ ।

Share196Tweet123
M M

M M

ଆଜିର ପାଗ

Bhubaneswar
May 2, 2026, 2:15 PM
 

WSW
Thunderstorm
34°C
4.5 m/s
Apparent: 31°C
Pressure: 1004 mb
Humidity: 87%
Winds: 4.5 m/s WSW
Windgusts: 15.2 m/s
UV-Index: 0
Precip.: 5.1mm /22% / Rain
Sunrise: 5:16 AM
Sunset: 6:10 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom