• Latest
  • Trending
ସାଇବର ସୁରକ୍ଷିତ ଦେଶ ଗଠନ ପାଇଁ  ପଦକ୍ଷେପ

ସାଇବର ସୁରକ୍ଷିତ ଦେଶ ଗଠନ ପାଇଁ ପଦକ୍ଷେପ

Sep-11-2024 05:43 PM IST
କ’ଣ କହୁଛି ଆପଣଙ୍କ ରାଶିଫଳ ?

କ’ଣ କହୁଛି ଆପଣଙ୍କ ରାଶିଫଳ ?

Oct-26-2025 09:35 AM IST
ଜମ୍ମୁକାଶ୍ମୀରରେ ରାଜ୍ୟସଭା ନିର୍ବାଚନ, ସଂଖ୍ୟା ନଥାଇ ବିଜେପି ଜିତିଲା ଗୋଟିଏ ଆସନ

ଜମ୍ମୁକାଶ୍ମୀରରେ ରାଜ୍ୟସଭା ନିର୍ବାଚନ, ସଂଖ୍ୟା ନଥାଇ ବିଜେପି ଜିତିଲା ଗୋଟିଏ ଆସନ

Oct-25-2025 10:17 AM IST
ଲଘୁଚାପ ଆଣିବ କି ବାତ୍ୟା ? ଚିତ୍ର ଅସ୍ପଷ୍ଟ

ଲଘୁଚାପ ଆଣିବ କି ବାତ୍ୟା ? ଚିତ୍ର ଅସ୍ପଷ୍ଟ

Oct-25-2025 09:21 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Oct-25-2025 09:07 AM IST
ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ: ଗିଲ୍ , କୋହଲିଙ୍କ ଉପରେ ନଜର

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ: ଗିଲ୍ , କୋହଲିଙ୍କ ଉପରେ ନଜର

Oct-25-2025 09:02 AM IST

ଜୀବନ ହାରିଲେ… ପାପୁଲିରେ ଲେଖିଲେ ସୁଇସାଇଡ୍ ନୋଟ୍

Oct-24-2025 05:56 PM IST
ବାତ୍ୟା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ: ସୁରେଶ ପୂଜାରୀ

ବାତ୍ୟା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ: ସୁରେଶ ପୂଜାରୀ

Oct-24-2025 05:32 PM IST
କୋର୍ଟରେ ବିକ୍ରମ ପଣ୍ଡାଙ୍କ ନିର୍ଦ୍ଦୋଷ ପାଇଁ ଲଢ଼ିବେ ୪୪ ଓକିଲ

କୋର୍ଟରେ ବିକ୍ରମ ପଣ୍ଡାଙ୍କ ନିର୍ଦ୍ଦୋଷ ପାଇଁ ଲଢ଼ିବେ ୪୪ ଓକିଲ

Oct-24-2025 04:08 PM IST
ଜେଲରୁ ବାହାରିଲେ ଅମରେଶ, କୋଳେଇ ନେଲେ ଜଗା- ଆଗକୁ କ’ଣ ହେବ ?

ଜେଲରୁ ବାହାରିଲେ ଅମରେଶ, କୋଳେଇ ନେଲେ ଜଗା- ଆଗକୁ କ’ଣ ହେବ ?

Oct-24-2025 03:29 PM IST
ବିହାରରେ ଜଙ୍ଗଲରାଜ ଆଉ ଆବଶ୍ୟକତା ନାହିଁ, ଲାଲୁ ପରିବାରଙ୍କୁ ଟାର୍ଗେଟ କଲେ ମୋଦି

ବିହାରରେ ଜଙ୍ଗଲରାଜ ଆଉ ଆବଶ୍ୟକତା ନାହିଁ, ଲାଲୁ ପରିବାରଙ୍କୁ ଟାର୍ଗେଟ କଲେ ମୋଦି

Oct-24-2025 03:02 PM IST
  • About
  • Careers
  • Contact Us
Sunday, October 26, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ସାଇବର ସୁରକ୍ଷିତ ଦେଶ ଗଠନ ପାଇଁ ପଦକ୍ଷେପ

by M M
Sep-11-2024 05:43 PM IST
in ଦେଶ ବିଦେଶ
0
ସାଇବର ସୁରକ୍ଷିତ ଦେଶ ଗଠନ ପାଇଁ  ପଦକ୍ଷେପ
491
SHARES
1.4k
VIEWS
Share on FacebookShare on Twitter

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ଅନୁସରଣ କରି ଗୃହ ମନ୍ତ୍ରଣାଳୟ ଦେଶରେ ଏକ ସୁରକ୍ଷିତ ସାଇବର ସ୍ଥାନ ସୃଷ୍ଟି କରିବାକୁ ସଂକଳ୍ପ ନେଇଛି ।ଏକ୍ସ’ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଶ୍ରୀ ଅମିତ ଶାହ କହିଛନ୍ତି ଯେ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇ୪ସି) ଏ ଦିଗରେ ଅନେକ ପଦକ୍ଷେପ ନେଇଛି। କେନ୍ଦ୍ର ଗୃହମନ୍ତ୍ରୀ ପ୍ରସିଦ୍ଧ ଅଭିନେତା ଶ୍ରୀ ଅମିତାଭ ବଚ୍ଚନଙ୍କୁ ସାଇବର ସୁରକ୍ଷିତ ଭାରତ ଗଠନ ଅଭିଯାନକୁ ତ୍ୱରାନ୍ୱିତ କରିବାରେ ସକ୍ରିୟ ଯୋଗଦାନ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ମେଗାଷ୍ଟାର ଶ୍ରୀ ଅମିତାଭ ବଚ୍ଚନ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଦେଶ ଏବଂ ବିଶ୍ୱରେ ବଢୁଥିବା ସାଇବର ଅପରାଧ ଚିନ୍ତାର ବିଷୟ । ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଇଣ୍ଡିଆନ୍ ସାଇବର କ୍ରାଇମ କୋଅର୍ଡିନେସନ୍ ସେଣ୍ଟର ସାଇବର ଅପରାଧକୁ ରୋକିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି। କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅନୁରୋଧକ୍ରମେ ସେ ଏହି ଅଭିଯାନରେ ସାମିଲ ହୋଇଥିବା ଶ୍ରୀ ବଚ୍ଚନ କହିଛନ୍ତି। ଦେଶକୁ ଏହି ସମସ୍ୟାରୁ ମୁକ୍ତ କରିବା ପାଇଁ ଆମେ ସମସ୍ତେ ମିଳିମିଶି ଏକାଠି ହେବା ଦରକାର ବୋଲି ସେ କହିଛନ୍ତି। ଆମର ସାମାନ୍ୟ ସତର୍କତା ଏବଂ ପ୍ରତିଷେଧକ ଆମକୁ ସାଇବର ଅପରାଧୀଙ୍କ ଠାରୁ ରକ୍ଷା କରିପାରିବ ।

Share196Tweet123
M M

M M

ଆଜିର ପାଗ

Bhubaneswar
October 26, 2025, 9:36 AM
 

NE
Mainly clear
30°C
3 m/s
Apparent: 31°C
Pressure: 1011 mb
Humidity: 92%
Winds: 3 m/s NE
Windgusts: 7.6 m/s
UV-Index: 0
Precip.: 0mm /25% / Rain
Sunrise: 5:45 AM
Sunset: 5:15 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
କ’ଣ କହୁଛି ଆପଣଙ୍କ ରାଶିଫଳ ?

କ’ଣ କହୁଛି ଆପଣଙ୍କ ରାଶିଫଳ ?

October 26, 2025
ଜମ୍ମୁକାଶ୍ମୀରରେ ରାଜ୍ୟସଭା ନିର୍ବାଚନ, ସଂଖ୍ୟା ନଥାଇ ବିଜେପି ଜିତିଲା ଗୋଟିଏ ଆସନ

ଜମ୍ମୁକାଶ୍ମୀରରେ ରାଜ୍ୟସଭା ନିର୍ବାଚନ, ସଂଖ୍ୟା ନଥାଇ ବିଜେପି ଜିତିଲା ଗୋଟିଏ ଆସନ

October 25, 2025
ଲଘୁଚାପ ଆଣିବ କି ବାତ୍ୟା ? ଚିତ୍ର ଅସ୍ପଷ୍ଟ

ଲଘୁଚାପ ଆଣିବ କି ବାତ୍ୟା ? ଚିତ୍ର ଅସ୍ପଷ୍ଟ

October 25, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom