• Latest
  • Trending
ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କଲେ ବଳଙ୍ଗା  ଅଞ୍ଚଳର ପଥର ଶିଳ୍ପୀ ଅକ୍ଷୟ ମହାରଣା

ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କଲେ ବଳଙ୍ଗା  ଅଞ୍ଚଳର ପଥର ଶିଳ୍ପୀ ଅକ୍ଷୟ ମହାରଣା

Sep-21-2024 10:45 AM IST
ଝାଡ଼ୁଦାର ଚାକିରି ଦେବାକୁ କହି ଦୁଇ କୋଟି ଠକିନେଲେ , ୬୨ ଲକ୍ଷ ଜବତ

ଝାଡ଼ୁଦାର ଚାକିରି ଦେବାକୁ କହି ଦୁଇ କୋଟି ଠକିନେଲେ , ୬୨ ଲକ୍ଷ ଜବତ

Oct-23-2025 07:51 PM IST
ପୀତବାସଙ୍କୁ କାହିଁକି ମାରିଲେ ବିକ୍ରମ କଣ ସେହି ଅଜ୍ଞାତ କାରଣ ?

ପୀତବାସଙ୍କୁ କାହିଁକି ମାରିଲେ ବିକ୍ରମ କଣ ସେହି ଅଜ୍ଞାତ କାରଣ ?

Oct-23-2025 07:37 PM IST
ସିରିଜ ହାରିଲା ଭାରତ, ଦ୍ବିତୀୟ ଦିନିକିଆରେ ଭାରତକୁ ଦୁଇ ଓ୍ବିକେଟରେ ହରାଇଲା ଅଷ୍ଟ୍ରେଲିଆ

ସିରିଜ ହାରିଲା ଭାରତ, ଦ୍ବିତୀୟ ଦିନିକିଆରେ ଭାରତକୁ ଦୁଇ ଓ୍ବିକେଟରେ ହରାଇଲା ଅଷ୍ଟ୍ରେଲିଆ

Oct-23-2025 06:43 PM IST
ଦୀପାବଳିରେ ‘କାରବାଇଡ୍ ଗନ୍ ’ରୁ ବାହାରିଲା ବାରୁଦ ନିଆଁ, ପୋଡ଼ିଦେଲା ଶହ ଶହ ଲୋକଙ୍କ ଆଖି

ଦୀପାବଳିରେ ‘କାରବାଇଡ୍ ଗନ୍ ’ରୁ ବାହାରିଲା ବାରୁଦ ନିଆଁ, ପୋଡ଼ିଦେଲା ଶହ ଶହ ଲୋକଙ୍କ ଆଖି

Oct-23-2025 04:44 PM IST
ବିହାର ନିର୍ବାଚନ: ଶେଷରେ ମହାଗଠବନ୍ଧନକୁ ମିଳିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ବିହାର ନିର୍ବାଚନ: ଶେଷରେ ମହାଗଠବନ୍ଧନକୁ ମିଳିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

Oct-23-2025 01:04 PM IST
ସ୍ନେହାଙ୍ଗିନୀଙ୍କ ବିଶାଳ ରାଲି; କାହିଁକି ନଥିଲେ ସ୍ଥାନୀୟଲୋକ ?

ସ୍ନେହାଙ୍ଗିନୀଙ୍କ ବିଶାଳ ରାଲି; କାହିଁକି ନଥିଲେ ସ୍ଥାନୀୟଲୋକ ?

Oct-23-2025 12:37 PM IST
ବିରାଟ କ’ଣ ସିଡ଼ନୀରେ ଅବସର ନେଇଯିବେ କି ?

ବିରାଟ କ’ଣ ସିଡ଼ନୀରେ ଅବସର ନେଇଯିବେ କି ?

Oct-23-2025 12:26 PM IST
କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ?

କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ?

Oct-23-2025 12:03 PM IST
ରୋହିତଙ୍କ ଅର୍ଧଶତକ, ବଡ଼ ସ୍କୋର ଅଭିମୁଖେ ଭାରତ

ରୋହିତଙ୍କ ଅର୍ଧଶତକ, ବଡ଼ ସ୍କୋର ଅଭିମୁଖେ ଭାରତ

Oct-23-2025 11:07 AM IST
ଭାରତର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ, ବିରାଟ ଶୂନରେ ଆଉଟ୍

ଭାରତର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ, ବିରାଟ ଶୂନରେ ଆଉଟ୍

Oct-23-2025 09:49 AM IST
  • About
  • Careers
  • Contact Us
Thursday, October 23, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବିଶେଷ

ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କଲେ ବଳଙ୍ଗା  ଅଞ୍ଚଳର ପଥର ଶିଳ୍ପୀ ଅକ୍ଷୟ ମହାରଣା

by M M
Sep-21-2024 10:45 AM IST
in ବିଶେଷ, ରାଜ୍ୟ
0
ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କଲେ ବଳଙ୍ଗା  ଅଞ୍ଚଳର ପଥର ଶିଳ୍ପୀ ଅକ୍ଷୟ ମହାରଣା
491
SHARES
1.4k
VIEWS
Share on FacebookShare on Twitter

ପୁରୀ : ପଥରକୁ ସେ ଜୀବନ୍ତ ରୂପ ଦିଅନ୍ତି । ତାଙ୍କ ନିହଣ ମୂନରେ ସୃଷ୍ଟି ହୋଇଥିବା ପଥର ମୂର୍ତ୍ତି ଲାଗେ ସତେ ଯେପରି  କଥା କହୁଥିବା ମୂର୍ତ୍ତି ।  ନିଜର ପରିଶ୍ରମ ପାଇଁ ସେ ଆଜି ଅନେକ କିର୍ତ୍ତୀ ସ୍ଥାପନ କରିଛନ୍ତି ।  ମଧ୍ୟପ୍ରଦେଶ ସରକାରଙ୍କ ସଂସ୍କୃତ ବିଭାଗ ତରଫରୁ ଉଜ୍ଜୈନସ୍ଥିତ ରୁଦ୍ରାକ୍ଷ ହୋଟେଲ୍‌ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ବଳଙ୍ଗା  ଅଞ୍ଚଳର ପଥର ଶିଳ୍ପୀ ଅକ୍ଷୟ ମହାରଣା ଓ ତାଙ୍କ ପୁଅ ଆଦିତ୍ୟ । ମହାକାଳେଶ୍ବର ମନ୍ଦିିର ଭିତରେ ଅନେକ ସୁନ୍ଦର ମୂର୍ତ୍ତି ନିର୍ମାଣ କରିଥିବାରୁ ଉଜ୍ଜୈନ ଗସ୍ତବେଳେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ତାଙ୍କୁ ପ୍ରଶଂସା କରିଥିଲେ । ଓଡ଼ିଶାର କାରୁକାର୍ଯ୍ୟକୁ ସାରା ବିଶ୍ବରେ ପ୍ରଚାର ପ୍ରସାର କରୁଥିବାରୁ ଧନ୍ୟବାଦ ଦେଇଥିଲେ । ମହାକାଳେଶ୍ବର ଶିବ ମନ୍ଦିର ସହ ଇନ୍ଦୋର ସହରକୁ ସୁନ୍ଦର କରିବା ପାଇଁ କାରୁକାର୍ଯ୍ୟର ମହତ୍ତ୍ବ ରହିଛି । ତେଣୁ କଳାକାରଙ୍କୁ ସେ ବହୁତ ଭଲ ପାଉଥିବା କହିଥିଲେ ରାଷ୍ଟ୍ରପତି । ଓଡ଼ିଶାର କାରିଗରମାନେ ମହାମହିମ ରାଷ୍ଟ୍ରପତିଙ୍କୁ ପଥରର ଶିବମୂର୍ତ୍ତି ଉପହାର ଦେବା ବେଳେ ସେ ଅତ୍ୟନ୍ତ ଖୁସି ହୋଇଥିଲେ ।  ବଳଙ୍ଗା ଥାନା ଅନ୍ତର୍ଗତ ମଉଜିବେଗ  ଗ୍ରାମର ଅକ୍ଷୟ ପଥର ମୂର୍ତ୍ତି କାରିଗର ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ ଦୀର୍ଘ ୩୫ ବର୍ଷ ହେବ ପଥରରେ କଳାକୃତି ନିର୍ମାଣ କରି ଆସୁଛନ୍ତି ।

ବଳଙ୍ଗା  ଅଞ୍ଚଳରୁ ନିଜର କାର୍ଯ୍ୟ ଆରମ୍ଭ କରିଥିବା ପଥର ଶିଳ୍ପୀ ଅକ୍ଷୟ ମହାରଣା ଖାଲି ତାଙ୍କ ପାଇଁ ନୁହେଁ ରାଜ୍ୟ ପାଇଁ ଗୈାରବ ଆଣିଛନ୍ତି ।  ସ୍ୱର୍ଗତ ଗୁରୁ ରଘୁନାଥ ମହାପାତ୍ର ହେଉଛନ୍ତି ତାଙ୍କ ଗୁରୁ । ଗୁରୁ ରଘୁନାଥଙ୍କ ପାଖରେ ସେ ୧୫ବର୍ଷ ପର୍ଯ୍ୟନ୍ତ ପଥରରେ ମୂର୍ତ୍ତି ନିର୍ମାଣ କାମ କରୁଥିଲେ । ଗଞ୍ଜାମ ଜିଲ୍ଲା ତାରାତାରିଣୀ,  ପୁରୀ ଅଠରନଳା ଗରୁଡ଼ ମୂର୍ତ୍ତି, ଦିଲ୍ଲୀ  ରାଜଘାଟର ସମାଧି, ଦିଲ୍ଲୀର ଅକ୍ଷରଧାମ  ମନ୍ଦିରରେ ନିଜର ନିଖୁଣ କାରୁକାର୍ଯ୍ୟ କରି ସେ ଅନେକ ପ୍ରଶଂସା ସାଉଁଟିଛନ୍ତି ।  ତାଙ୍କ ହାତ ତିଆରି  ମୂର୍ତ୍ତି ସ୍ୱର୍ଗତ ମହାମହିମ ପ୍ରଣବ ମୁଖାର୍ଜୀ  ଓ ବର୍ତ୍ତମାନର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନରେ ଶୋଭା ପାଉଛି।

ବର୍ତ୍ତମାନ ମଧ୍ୟପ୍ରଦେଶ ସରକାର  ସଂସ୍କୃତି ବିଭାଗ ପକ୍ଷରୁ ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ ମନ୍ଦିର ପାଇଁ ବିଭିନ୍ନ ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି । ଏଠାରେ ବଇଁଶୀ ପାହାଡ଼ା ପଥରରେ ୧୧ ଫୁଟର  ଶିବ ଲିଙ୍ଗ ମୂର୍ତ୍ତି ନିର୍ମାଣ କରୁଛନ୍ତି । କୌଳିକ ବୃତ୍ତିକୁ ଆଦରି କାମ କରୁ କରୁ ସେ ପାଲଟିଗଲେ ଜଣେ ପଥର ଶିଳ୍ପୀ। ପାରମ୍ପରିକ କଳା ସହିତ ନିଜ ସୃଜନଶୀଳତାକୁ ମିଶାଇ ସେ ଆଜି ନଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।

କେବଳ ସେତିକି ନୁହେଁ ତାଙ୍କ ନିହାଣମୂନରେ ତିଆରି ପଥର ଶିଳ୍ପକଳା ରାଜ୍ୟ ବାହାରେ  ଆଦୃତି ଲାଭ କରିଛି। ଏହି ଶିଳ୍ପକଳାକୁ ଜୀବନ୍ତ ରୂପ ଦେଇ ସେ ବହୁ ପୁରସ୍କାର ଓ ସମ୍ମାନ ସାଉଣ୍ଟିଛନ୍ତି । ତାଙ୍କର ନିଖୁଣ ପ୍ରତିଭା ପଥରରେ ଦେଖାଯାଇଥାଏ ।  ସଂଘର୍ଷମୟ ଜୀବନ ତାଙ୍କୁ ନୂଆ କିଛି କରିବା ଲାଗି ପ୍ରେରଣା ଦେଇଛି।  ବିଭିନ୍ନ ମୂର୍ତ୍ତି ଓ କାରୁକାର୍ଯ୍ୟ ବାବଦରେ ଗୁରୁ ଶ୍ରୀ ମହାପାତ୍ରଙ୍କ ଠାରୁ ଶୁଣି , ଦେଖି  ପ୍ରଶିକ୍ଷଣରେ ଏଭଳି କାରୁକାର୍ଯ୍ୟ ଆରମ୍ଭ କରିଥିଲେ। ପରେ ବଡବଡ କାରିଗରଙ୍କୁ ସେ ପଛରେ ପକାଇ ସୁନାମ ଅର୍ଜ୍ଜନ କରିଥିଲେ।

ମନରେ ନୂଆ ସାହସ ସଞ୍ଚୟ କରି ପଥର କିଣି ସେଥିରେ ନିହାଣ ହାତୁଡିରେ ଛୋଟଛୋଟ ମୂର୍ତ୍ତି ନିର୍ମାଣ ଆରମ୍ଭ କରିଥିଲେ। ଏଥିରେ ସୁନ୍ଦର ମୂର୍ତ୍ତି ତିଆରି କରି ସବୁଠି ଚର୍ଚ୍ଚାକୁ ଆସିଥିଲେ। ସ୍ଥାନୀୟ ଅଞ୍ଚଳ ସମେତ ବିଭିନ୍ନ ସ୍ଥାନକୁ ନେଇ ସେ ମୂର୍ତ୍ତି ବିକ୍ରି କରି ଚଳନ୍ତି। ଯୁବ ପିଢି ଏହି ଶିଳ୍ପ କୁ ରୋଜଗାରର ମାଧ୍ୟମ କରିପାରିବେ ବୋଲି ସେ କୁହନ୍ତି  ।

Tags: adityaakshay maharanaawardpresident
Share196Tweet123
M M

M M

ଆଜିର ପାଗ

Bhubaneswar
October 23, 2025, 10:19 PM
 

SSW
Clear sky
26°C
0.5 m/s
Apparent: 33°C
Pressure: 1011 mb
Humidity: 91%
Winds: 0.5 m/s SSW
Windgusts: 5.6 m/s
UV-Index: 0
Precip.: 0mm /8% / Rain
Sunrise: 5:44 AM
Sunset: 5:17 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଝାଡ଼ୁଦାର ଚାକିରି ଦେବାକୁ କହି ଦୁଇ କୋଟି ଠକିନେଲେ , ୬୨ ଲକ୍ଷ ଜବତ

ଝାଡ଼ୁଦାର ଚାକିରି ଦେବାକୁ କହି ଦୁଇ କୋଟି ଠକିନେଲେ , ୬୨ ଲକ୍ଷ ଜବତ

October 23, 2025
ପୀତବାସଙ୍କୁ କାହିଁକି ମାରିଲେ ବିକ୍ରମ କଣ ସେହି ଅଜ୍ଞାତ କାରଣ ?

ପୀତବାସଙ୍କୁ କାହିଁକି ମାରିଲେ ବିକ୍ରମ କଣ ସେହି ଅଜ୍ଞାତ କାରଣ ?

October 23, 2025
ସିରିଜ ହାରିଲା ଭାରତ, ଦ୍ବିତୀୟ ଦିନିକିଆରେ ଭାରତକୁ ଦୁଇ ଓ୍ବିକେଟରେ ହରାଇଲା ଅଷ୍ଟ୍ରେଲିଆ

ସିରିଜ ହାରିଲା ଭାରତ, ଦ୍ବିତୀୟ ଦିନିକିଆରେ ଭାରତକୁ ଦୁଇ ଓ୍ବିକେଟରେ ହରାଇଲା ଅଷ୍ଟ୍ରେଲିଆ

October 23, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom