• Latest
  • Trending
ପାକିସ୍ତାନ ନମ୍ବର 92ରୁ କଲ ଆସିଲା, ତୁମ ଝିଅ ସେକ୍ସ ରାକେଟରେ ଧରାପଡ଼ିଛି

ପାକିସ୍ତାନ ନମ୍ବର 92ରୁ କଲ ଆସିଲା, ତୁମ ଝିଅ ସେକ୍ସ ରାକେଟରେ ଧରାପଡ଼ିଛି

Oct-04-2024 12:07 PM IST
ସ୍ଥାପନ ହେବ ‘ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’

ସ୍ଥାପନ ହେବ ‘ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’

Dec-29-2025 07:03 PM IST

ଚାଷୀଙ୍କ ଆୟ ଦୁଇଗୁଣା କରିବା ସରକାରଙ୍କ ଲକ୍ଷ୍ୟ

Dec-29-2025 07:00 PM IST
ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

Dec-29-2025 03:22 PM IST

ଗଂଜାମରେ ବାଲି ଗାଡ଼ି ଧରିଲେ ମନ୍ତ୍ରୀ

Dec-29-2025 03:15 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-29-2025 09:52 AM IST
‘ଜାଗରଣ କନକ୍ଲେଭ’: ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକତାର ସେତୁ

‘ଜାଗରଣ କନକ୍ଲେଭ’: ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକତାର ସେତୁ

Dec-29-2025 03:02 PM IST
କିମିଆ କରିଛି ‘ହେ କଳା ବାନ୍ଧବ’ ମ୍ୟୁଜିକ ଭିଡିଓ

କିମିଆ କରିଛି ‘ହେ କଳା ବାନ୍ଧବ’ ମ୍ୟୁଜିକ ଭିଡିଓ

Dec-29-2025 01:12 PM IST
ବବି ଓ ପାଣ୍ଡିଆନଙ୍କୁ କାହିଁକି ଟାର୍ଗେଟ କଲେ ବଦ୍ରି ? ଗୁମର ଖୋଲିଲେ ରବି ଦାସ

ବବି ଓ ପାଣ୍ଡିଆନଙ୍କୁ କାହିଁକି ଟାର୍ଗେଟ କଲେ ବଦ୍ରି ? ଗୁମର ଖୋଲିଲେ ରବି ଦାସ

Dec-28-2025 09:31 AM IST
ସୁଜାତା ଯିବେ ରାଜ୍ୟସଭା, ବିଜେପି ସହ ଗୁପ୍ତ ମନ୍ତ୍ରଣା

ସୁଜାତା ଯିବେ ରାଜ୍ୟସଭା, ବିଜେପି ସହ ଗୁପ୍ତ ମନ୍ତ୍ରଣା

Dec-28-2025 09:24 AM IST
ଦିଗବିଜୟ ସିଂହଙ୍କ ସୋସିଆଲ ମିଡିଆ ଏକ ପୋଷ୍ଟ କୁ ନେଇ ବିବାଦ

ଦିଗବିଜୟ ସିଂହଙ୍କ ସୋସିଆଲ ମିଡିଆ ଏକ ପୋଷ୍ଟ କୁ ନେଇ ବିବାଦ

Dec-28-2025 09:21 AM IST
  • About
  • Careers
  • Contact Us
Tuesday, December 30, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଅପରାଧ

ପାକିସ୍ତାନ ନମ୍ବର 92ରୁ କଲ ଆସିଲା, ତୁମ ଝିଅ ସେକ୍ସ ରାକେଟରେ ଧରାପଡ଼ିଛି

, ଶିକ୍ଷୟିତ୍ରୀଙ୍କ ହୃଦଘାତରେ ପ୍ରାଣ ଗଲା

by M M
Oct-04-2024 12:07 PM IST
in ଅପରାଧ
0
ପାକିସ୍ତାନ ନମ୍ବର 92ରୁ କଲ ଆସିଲା, ତୁମ ଝିଅ ସେକ୍ସ ରାକେଟରେ ଧରାପଡ଼ିଛି
491
SHARES
1.4k
VIEWS
Share on FacebookShare on Twitter

ଆପଣଙ୍କ ଝିଅ ସେକ୍ସ ରାକେଟରେ ଧରା ପଡ଼ିଛି । ତାର ଅଶ୍ଲିଳ ଭିଡିଓ ଭାଇରାଲ କରିବୁ । ତୁରନ୍ତ ଲକ୍ଷେ ଟଙ୍କା ପଠା । ଏହା ଶୁଣି ଶିକ୍ଷୟିତ୍ରୀଙ୍କ ବ୍ଲଡ ପ୍ରେସର ବଢ଼ିଗଲା । ପୁଅକୁ କହିଲେ ଟଙ୍କା ପଠାଇବା ପାଇଁ । ପୁଅ କହିଲା ଏ ନମ୍ବର ପାକିସ୍ତାନ ନମ୍ବର । ଝିଅ ଘରେ ଅଛି । ବ୍ୟସ୍ତ ହୁଅନି । କିନ୍ତୁ ସାଇବର ଅପରାଧୀଙ୍କ ବାରମ୍ବାର ଫୋନରେ ଫସିଲେ ଶିକ୍ଷୟିତ୍ରୀ ।  ଝିଅର ଅଶ୍ଳୀଳ ଫଟୋ ଭାଇରାଲ କରିବାର ଧମକ ତାଙ୍କୁ ମାନସିକ ଭାବେ ଏତେ ଆଘାତ ଦେଲା ଯେ ସେ ଘରକୁ ଆସିବା ପରେ ଅସୁସ୍ଥ ହେଲେ । ଡାକ୍ତରଖାନା ଗଲାବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ ।

ଏମିତି ଘଟଣା ଘଟିଛି ଉତ୍ତରପ୍ରଦେଶର ଆଗ୍ରାରେ । ମୃତା ଶିକ୍ଷୟିତ୍ରୀଜଣକ ୫୮ ବର୍ଷୀୟା ମାଳତୀ ବର୍ମା  । ସେ ରାଜକୀୟ କନ୍ୟା ଜୁନିୟର ହାଇସ୍କୁଲରେ ପାଠ ପଢ଼ାଉଥିଲେ। ମାଳତୀ ବର୍ମା ସ୍କୁଲରେ ଥିବା ବେଳେ ତାଙ୍କ ନମ୍ବରକୁ ଏକ ହ୍ୱାଟସ୍‌ ଆପ୍‌ କଲ୍‌ ଆସିଥିଲା। ଡିପିରେ ପୁଲିସ୍‌ ବର୍ଦ୍ଦିରେ ଥିବା ଜଣଙ୍କ ଫଟୋ ଲାଗିଥିଲା। ଶିକ୍ଷୟିତ୍ରୀଜଣକ ଫୋନ୍‌ ଉଠାଇବାରୁ ତୁମ ଝିଅ ସେକ୍ସ ରାକେଟରେ ଧରା ପଡ଼ିଛି ଓ ତା’ର ଅଶ୍ଳୀଳ ଭିଡିଓ ଆମ ପାଖରେ ଅଛି ବୋଲି ଶୁଣିବାକୁ ମିଳିଥିଲା। ଏଥିସହ ୧୫ ମିନଟ୍‌ରେ ଲକ୍ଷେ ଟଙ୍କା ନ ଦେଲେ ଉକ୍ତ ଭିଡିଓ ଭାଇରାଲ କରିବାର ଧମକ ବି ମିଳିଥିଲା। ଏହି କଥାକୁ ମହିଳାଜଣକ ଯେପରି ବିଶ୍ୱାସ କରିବେ, ତେଣୁ ଅପରପାର୍ଶ୍ୱରୁ ତାଙ୍କ ଝିଅ ସ୍ୱରରେ ମମି ମୋତେ ବଞ୍ଚାଇ ଦିଅ ବୋଲି ଶୁଣିବାକୁ ମିଳିଥିଲା। ଏପରି କଲ୍‌ ଆସିବା ପରେ ଭୟଭୀତ ହୋଇ ପଡ଼ିଥିବା ମାଳତୀ ନିଜ ପୁଅ ଦିବ୍ୟାଶୁଂଙ୍କୁ ଫୋନ୍‌ କରି ଘଟଣା ସମ୍ପର୍କରେ କହିଥିଲେ ଓ ତୁରନ୍ତ ଲକ୍ଷେ ଟଙ୍କା ଟ୍ରାନ୍ସଫର କରିବାକୁ କହିଥିଲେ। ମାତ୍ର ଏଥିରେ ବିଶ୍ୱାସ ନ କରି ଦିବ୍ୟାଶୁଂ ମା’ଙ୍କୁ ଉକ୍ତ ନମ୍ବର ମାଗିଥିଲେ ଓ ତାହା ପାକିସ୍ତାନ ନମ୍ବର ବୋଲି ଜାଣି ପାରିଥିଲେ। ଏହା ଏକ ଫର୍ଜି କଲ୍‌ ଓ ଏହାକୁ ନେଇ ବ୍ୟସ୍ତ କିମ୍ବା ଚିନ୍ତିତ ନ ହେବାରୁ ସେ ମା’ଙ୍କୁ ବୁଝାଇଥିଲେ। ଏପରିକି ଭଉଣୀକୁ କଲ୍‌ କରି ମା’ ସହ କଥା କରାଇଥିଲେ। ଏହାପରେ  ସାଇବର ଠକମାନେ ମାଳତୀ ଦେବୀଙ୍କୁ ୪ ଘଣ୍ଟାରେ ବାରମ୍ବାର  ଫୋନ କରିଚାଲିଲେ । ଗଭୀର ମାନସିକ ଆଘାତ ପାଇଥିବା ମାଳତୀ ଦେବୀ ଘରକୁ ଫେରି ଅସୁସ୍ଥତା ଅନୁଭବ କରିଥିଲେ। ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛି ।

Share196Tweet123
M M

M M

ଆଜିର ପାଗ

Bhubaneswar
December 30, 2025, 9:09 AM
 

NE
Partly cloudy
17°C
2.4 m/s
Apparent: 17°C
Pressure: 1016 mb
Humidity: 97%
Winds: 2.4 m/s NE
Windgusts: 5.2 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:16 PM
© 2025 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ସ୍ଥାପନ ହେବ ‘ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’

ସ୍ଥାପନ ହେବ ‘ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’

December 29, 2025

ଚାଷୀଙ୍କ ଆୟ ଦୁଇଗୁଣା କରିବା ସରକାରଙ୍କ ଲକ୍ଷ୍ୟ

December 29, 2025
ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

December 29, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom