• Latest
  • Trending

ନ୍ୟୁୟର୍କରେ ଦୀପାବଳି ପାଇଁ ସ୍କୁଲ ଛୁଟି

Oct-30-2024 08:18 PM IST
ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ, ବିଧାୟକ ଦଳ ବୈଠକରେ ଲାଗିଲା ମୋହର

ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ, ବିଧାୟକ ଦଳ ବୈଠକରେ ଲାଗିଲା ମୋହର

May-08-2026 05:05 PM IST
ଭାରତରେ ପ୍ରଥମେ EVMରେ ଭୋଟ ଗ୍ରହଣ କେବେ ଓ କେଉଁଠି ହୋଇଥିଲା ?

ଭାରତରେ ପ୍ରଥମେ EVMରେ ଭୋଟ ଗ୍ରହଣ କେବେ ଓ କେଉଁଠି ହୋଇଥିଲା ?

May-08-2026 12:14 PM IST
ଆଜି ବସିବ ପଶ୍ଚିମବଙ୍ଗରେ ବିଜେପି ବିଧାୟକ ଦଳ ବୈଠକ, ଚୂଡ଼ାନ୍ତ ହୋଇପାରେ ମୁଖ୍ୟମନ୍ତ୍ରୀଙ୍କ ନାମ

ଆଜି ବସିବ ପଶ୍ଚିମବଙ୍ଗରେ ବିଜେପି ବିଧାୟକ ଦଳ ବୈଠକ, ଚୂଡ଼ାନ୍ତ ହୋଇପାରେ ମୁଖ୍ୟମନ୍ତ୍ରୀଙ୍କ ନାମ

May-08-2026 10:35 AM IST
ତାମିଲନାଡୁ ରାଜନୀତିରେ ହଲଚଲ୍; ଇସ୍ତଫା ଦେବେ TVKର ସମସ୍ତ ୧୦୮ ଜଣ ବିଧାୟକ, ଯଦି…

ତାମିଲନାଡୁ ରାଜନୀତିରେ ହଲଚଲ୍; ଇସ୍ତଫା ଦେବେ TVKର ସମସ୍ତ ୧୦୮ ଜଣ ବିଧାୟକ, ଯଦି…

May-08-2026 10:11 AM IST
ଆଜିର ରାଶିଫଳ; ସାବଧାନ ରୁହନ୍ତୁ ଏହି ୮ ରାଶିର ବ୍ୟକ୍ତି, ଜାଣନ୍ତୁ କେମିତି କଟିବ ଆଜିର ଦିନ?

ଆଜିର ରାଶିଫଳ; ସାବଧାନ ରୁହନ୍ତୁ ଏହି ୮ ରାଶିର ବ୍ୟକ୍ତି, ଜାଣନ୍ତୁ କେମିତି କଟିବ ଆଜିର ଦିନ?

May-08-2026 09:26 AM IST
ବଙ୍ଗୋପସାଗରରେ ଆସୁଛି ବଡ଼ ଲଘୁଚାପ ! ହେବ କି ବାତ୍ୟା ?

ବଙ୍ଗୋପସାଗରରେ ଆସୁଛି ବଡ଼ ଲଘୁଚାପ ! ହେବ କି ବାତ୍ୟା ?

May-07-2026 07:32 PM IST
ଦୁଇ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମୃତ୍ୟୁଦଣ୍ଡ ଦେଲା ଚୀନ୍, ଦୁର୍ନୀତି ମାମଲାରେ ରାଷ୍ଟ୍ରପତି ସି ଜିନପିଙ୍ଗ କଠୋର କାର୍ଯ୍ୟାନୁଷ୍ଠାନ

ଦୁଇ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମୃତ୍ୟୁଦଣ୍ଡ ଦେଲା ଚୀନ୍, ଦୁର୍ନୀତି ମାମଲାରେ ରାଷ୍ଟ୍ରପତି ସି ଜିନପିଙ୍ଗ କଠୋର କାର୍ଯ୍ୟାନୁଷ୍ଠାନ

May-07-2026 07:21 PM IST
ସାବଧାନ ! ଫ୍ରିଜରେ ଅଟା ଚକଟି ରଖୁଛନ୍ତି କି ?

ସାବଧାନ ! ଫ୍ରିଜରେ ଅଟା ଚକଟି ରଖୁଛନ୍ତି କି ?

May-07-2026 07:11 PM IST
ମୁଖ୍ୟମନ୍ତ୍ରୀ ହେବା ଆଗରୁ ବଡ ନିଷ୍ପତ୍ତି ନେଲେ ବିଜୟ, କହିଲେ…

ମୁଖ୍ୟମନ୍ତ୍ରୀ ହେବା ଆଗରୁ ବଡ ନିଷ୍ପତ୍ତି ନେଲେ ବିଜୟ, କହିଲେ…

May-07-2026 04:47 PM IST
ଦୂର ହେଲା ତାମିଲନାଡୁ ସିଏମ୍ ସସପେନ୍ସ ! ସରକାର ଗଠନ ପାଇଁ ବିଜୟଙ୍କୁ ଗ୍ରୀନ ସିଗନାଲ ଦେଲେ ରାଜ୍ୟପାଳ

ଦୂର ହେଲା ତାମିଲନାଡୁ ସିଏମ୍ ସସପେନ୍ସ ! ସରକାର ଗଠନ ପାଇଁ ବିଜୟଙ୍କୁ ଗ୍ରୀନ ସିଗନାଲ ଦେଲେ ରାଜ୍ୟପାଳ

May-07-2026 03:54 PM IST
  • About
  • Careers
  • Contact Us
Friday, May 8, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ନ୍ୟୁୟର୍କରେ ଦୀପାବଳି ପାଇଁ ସ୍କୁଲ ଛୁଟି

by M M
Oct-30-2024 08:18 PM IST
in ଦେଶ ବିଦେଶ
0
491
SHARES
1.4k
VIEWS
Share on FacebookShare on Twitter

ନ୍ୟୁୟର୍କ ସହରର ବିଦ୍ୟାଳୟଗୁଡ଼ିକ ନଭେମ୍ବର ୧ ତାରିଖ ଦିନ ଦୀପାବଳି ପାଇଁ ବନ୍ଦ ରହିବ। ପ୍ରଥମ ଥର ପାଇଁ ସହରର ବିଦ୍ୟାଳୟଗୁଡ଼ିକ ଦୀପାବଳି ପାଇଁ ଛୁଟିଦିନକୁ ସ୍ୱୀକୃତି ଦେଇଛନ୍ତି।  ନ୍ୟୁୟର୍କ ସିଟି ମେୟର ଏରିକ ଆଡାମସଙ୍କ ନିର୍ଦ୍ଦେଶ ଅନୁସାରେ ଦୀପାବଳି ଛୁଟି ଘୋଷଣା କରାଯାଇଛି । ହିନ୍ଦୁ ଲୋକଙ୍କ ଚାହିଦାକୁ ଦର୍ଶାଇ ସେ ଏହି ନିଷ୍ପତ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ।  ଅକ୍ଟୋବର ୩୧ ତାରିଖ ଦୀପାବଳି ରାତି ହୋଇଥିବାରୁ ପରଦିନ ସ୍କୁଲ ଯିବାର ଚାପ ସେମାନଙ୍କ ଉପରେ  ଆଉ ରହିବ ନାହିଁ। ଦୀପାବଳିକୁ ସର୍ବସାଧାରଣ ଛୁଟିଦିନ ଘୋଷଣା କରାଯାଇଥିବାରୁ ହିନ୍ଦୁ ସଂଗଠନମାନେ ଆଡାମସଙ୍କୁ ଧନ୍ୟବାଦ ଜଣାଇଛନ୍ତି। କହିଛନ୍ତି ଯେ ଆମେ ବହୁତ ଗର୍ବିତ ଯେ ମେୟର ଏରିକ୍ ଆଡାମସ୍ ଏହା ଘୋଷଣା କରିଛନ୍ତି। ତେଣୁ, ଆମେ ସମସ୍ତେ ତାଙ୍କ ନିକଟରେ କୃତଜ୍ଞ।

Share196Tweet123
M M

M M

ଆଜିର ପାଗ

Bhubaneswar
May 8, 2026, 5:19 PM
 
S
Mainly clear
33°C
3.5 m/s
Apparent: 32°C
Pressure: 1010 mb
Humidity: 96%
Winds: 3.5 m/s S
Windgusts: 10 m/s
UV-Index: 0
Precip.: 0mm /17% / Rain
Sunrise: 5:13 AM
Sunset: 6:12 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom