• Latest
  • Trending
ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ

ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ

April 15, 2024
ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ

ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ

June 6, 2025
ଅପରେସନ ସ୍ପାଇଡର ଓ୍ବେବ୍

ଅପରେସନ ସ୍ପାଇଡର ଓ୍ବେବ୍

June 3, 2025
ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

May 29, 2025

ବାସବରାଜୁ ଏନକାଉଁଟର,ଦୁଇ ଭାଇ: ଦୁଇ ଭିନ୍ନ ପଥ

May 27, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ଯୁକ୍ତ ୨ ପରୀକ୍ଷା ଫଳ: ବିଜ୍ଞାନରେ ୮୭.୪୯, କଳାରେ ୮୦.୫୧ ଓ ବାଣିଜ୍ୟରେ ୮୩.୦୨% ପିଲା ପାସ୍

ଯୁକ୍ତ ୨ ପରୀକ୍ଷା ଫଳ: ବିଜ୍ଞାନରେ ୮୭.୪୯, କଳାରେ ୮୦.୫୧ ଓ ବାଣିଜ୍ୟରେ ୮୩.୦୨% ପିଲା ପାସ୍

May 21, 2025
ଅମଲାତନ୍ତ୍ରରୁ  ନେତାଙ୍କ ଶାସନ ଆରମ୍ଭ

ଅମଲାତନ୍ତ୍ରରୁ ନେତାଙ୍କ ଶାସନ ଆରମ୍ଭ

May 21, 2025
ଭାରତ ଭିତରେ ପାକିସ୍ତାନର ଗୁପ୍ତଚର: ଗତ ୩ ଦିନରେ ଧରାପଡ଼ିଲେଣି ୧୧ ଗୁପ୍ତଚର

ଭାରତ ଭିତରେ ପାକିସ୍ତାନର ଗୁପ୍ତଚର: ଗତ ୩ ଦିନରେ ଧରାପଡ଼ିଲେଣି ୧୧ ଗୁପ୍ତଚର

May 20, 2025
୧୬ ଜଣ ଆଇଏଏସ୍ ଅଧିକାରୀଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର

୧୬ ଜଣ ଆଇଏଏସ୍ ଅଧିକାରୀଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର

May 16, 2025
ରାଜା ଚକ୍ର ଅଗ୍ରୀମ ଜାମିନ ଆବେଦନ ଖାରଜ

ରାଜା ଚକ୍ର ଅଗ୍ରୀମ ଜାମିନ ଆବେଦନ ଖାରଜ

May 16, 2025
  • About
  • Careers
  • Contact Us
Saturday, June 7, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ମୁଖ୍ୟ ଖବର

ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ

୭୫ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା

by M M
April 15, 2024
in ମୁଖ୍ୟ ଖବର
0
ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି।  ପ୍ରାର୍ଥୀ ତାଳିକାକୁ ନେଇ କଂଗ୍ରେସ ସମାଲୋଚିତ ହେଉଥିବା ବେଳେ ଏଥର ୭୫ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି।  ତେବେ ସଂପୂର୍ଣ୍ଣ ତାଲିକା ଏପର୍ଯ୍ୟନ୍ତ ଘୋଷଣା କରିପାରିନାହିଁ ।  ପୂର୍ବରୁ ଘୋଷିତ ୩ଟି ଆସନରେ ପ୍ରାର୍ଥୀଙ୍କୁ ବଦଳାଇ ଦିଆଯାଇଛି। ଏଯାଏ କଂଗ୍ରେସ ପକ୍ଷରୁ ୧୧୯ଟି ବିଧାନସଭା ଆସନ ଓ ୧୭ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା ସରିଛି। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଥର ଭଣ୍ଡାରୀପୋଖରୀରୁ ନିର୍ବାଚନ ଲଢ଼ିବେ। ଗତ ଥର ସେ ଏହି ଆସନରୁ ଲଢ଼ି କମ୍ ଭୋଟ୍‌ ବ୍ୟବଧାନରେ ପରାଜିତ ହୋଇଥିଲେ। ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା ତାଙ୍କ ପୁରୁଣା ଗଡ଼ ଆନନ୍ଦପୁରରେ ଲଢ଼ିବେ। ଭଦ୍ରକର ବିଜେଡି ନେତା ଅସିତ ପଟ୍ଟନାୟକ କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଥିଲେ। ତାଙ୍କୁ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ କରାଯାଇଛି। ସେ ସେଠାରେ ବିଜେଡିର ଭେଟେରାନ୍ ପ୍ରଫୁଲ୍ଲ ସାମଲଙ୍କୁ ମୁକାବିଲା କରିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇବେ। ଜାନକୀଙ୍କ ପୁରୁଣା ଗଡ଼ ବେଗୁନିଆରେ ସେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ସେଠାରେ ବିଜେଡି ଓ ବିଜେପି ପ୍ରାର୍ଥୀ ଏ ଯାଏ ଘୋଷଣା ହୋଇନାହିଁ। ତିନିଟି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କୁ ବଦଳାଇ ଦେଇଛି କଂଗ୍ରେସ। ତଲସରାରେ ପୂର୍ବରୁ ହକି ଖେଳାଳି ପ୍ରବୋଧ ତିର୍କୀଙ୍କ ନାମ ଘୋଷଣା କରାଯାଇଥିଲା ବେଳେ ଆଜି ତାଙ୍କ ବଦଳରେ ଦେବେନ୍ଦ୍ର ଭିତରିଆଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ବାଲିଗୁଡ଼ାରେ ସୁରଦ ପ୍ରଧାନଙ୍କ ବଦଳରେ ଉପେନ୍ଦ୍ର ପ୍ରଧାନ ଓ କବିସୂର୍ଯ୍ୟନଗରରେ ଚିରଞ୍ଜୀବୀ ବିଶୋଇଙ୍କ ବଦଳରେ ବିପିନ ବିହାରୀ ସ୍ବାଇଁଙ୍କୁ ପ୍ରାର୍ଥୀ କରାଯାଇଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ  କଂଗ୍ରେସ ୭୫ ଜଣିଆ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣାକୁ ନେଇ ଏବେ ବିଭିନ୍ନ ସ୍ଥାନରେ ନେତାମାନେ ପ୍ରଚାର ଆରମ୍ଭ କରିଛନ୍ତି ।  ଏଥର ପ୍ରାର୍ଥୀ ଚୟନକୁ ନେଇ ରାଜନୀତି ସମୀକ୍ଷକମାନେ କଂଗ୍ରେସକୁ ଦୋଷ ଦେଉଥିବା ବେଳେ କିଛି ଆସନରେ କଂଗ୍ରେସ ବରିଷ୍ଠ ନେତାଙ୍କୁ ପ୍ରାର୍ଥୀ କରିଛି ।   ଭଣ୍ଡାରୀପୋଖରୀରୁ ନିରଞ୍ଜନ ପଟ୍ଟନାୟକ, ଆନନ୍ଦପୁରରୁ ଜୟଦେବ ଜେନା, ବେଗୁନିଆରୁ ପୃଥ୍ୱୀବଲ୍ଲଭ ପଟ୍ଟନାୟକ, ବାଙ୍କୀରୁ ଦେବାଶିଷ ପଟ୍ଟନାୟକ ଏବଂ କୋରେଇରୁ ଶ୍ରୀମତୀ ବନ୍ଦିତା ପରିଡ଼ା ପ୍ରାର୍ଥୀ ହୋଇଥିବାରୁ ଏସବୁ ଆସନରେ କଂଗ୍ରେସ ଭଲ ଭୋଟ ପାଇପାରେ । ଜଟଣୀ ଆସନରୁ ସୁର ରାଉତରାୟଙ୍କ ବଦଳରେ ଏଥର ସନ୍ତୋଷ ଜେନା ପ୍ରାର୍ଥୀ ହୋଇଛନ୍ତି । ତାଙ୍କୁ ଲୋକେ ଗ୍ରହଣ କରୁଛନ୍ତି କି ନାହିଁ ତାହା ଫଳାଫଳ ଆସିବା ପରେ ଜଣାପଡିବ । ପୂର୍ବରୁ ୪୯ ଆସନରେ କଂଗ୍ରେସର ପ୍ରାର୍ଥୀ ଘୋଷଣା ହୋଇଥିଲା ।

ଅତାବିରା- ଅଭିଷେକ ସେଠ୍

ତଳସରା- ଦେବେନ୍ଦ୍ର ଭିତରିଆ

କୁଚିଣ୍ଡା- କେଦାରନାଥ ବରିହା

ରେଙ୍ଗାଲି- ଦିଲ୍ଲୀପ କୁମାର ଦୁରିଆ

ସମ୍ବଲପୁର- ଦୁର୍ଗା ପ୍ରସାଦ ପାଢ଼ୀ

ରେଢ଼ାଖୋଲ- ଆସଫ ଅଲ୍ଲୀ ଖାନ୍

ଦେବଗଡ଼- ସେମ୍ ହେମ୍ବ୍ରମ୍

ତେଲକୋଇ- ନିର୍ମଳ ଚନ୍ଦ୍ର ନାୟକ

ଘଷିପୁରା- ସୁବ୍ରତ ଚକ୍ର

ଆନନ୍ଦପୁର- ଜୟଦେବ ଜେନା

ପାଟଣା- ହୃଷିକେଶ ନାଏକ

କେଉଁଝର- ଶ୍ରୀମତୀ ପ୍ରତିଭା ମଞ୍ଜରୀ ନାୟକ

ଚମ୍ପୁଆ- ଯଶବନ୍ତ ଲାଗୁରୀ

ଯଶୀପୁର- ଶ୍ରୀମତୀ ଶ୍ୱେତା ଛତର

ସାରସକଣା- ରାମ କୁମାର ସୋରେନ୍

ରାଇରଙ୍ଗପୁର-ଯୋଗେନ୍ଦ୍ର ବନରା

ବାଙ୍ଗିରିପୋଷି- ମୁରଲୀ ଧର ନାୟକ

କରଞ୍ଜିଆ- ଲକ୍ଷ୍ମୀଧର ସିଂହ

ଉଦଳା- ଦୁର୍ଗା ଚରଣ ଟୁଡୁ

ବାରିପଦା- ବାଦଲ ହେମ୍ବ୍ରମ୍

ମୋରଡ଼ା- ପ୍ରଭାସ କର ମହାପାତ୍ର

ଭୋଗରାଇ- ସତ୍ୟଶିବ ଦାସ

ବସ୍ତା- ବିଜନ ନାୟକ

ରେମୁଣା- ସୁଦର୍ଶନ ଜେନା

ସୋରୋ- ସୁବ୍ରତ ଧଡ଼ା

ସିମୁଳିଆ- ହିମାଂଶୁ ଶେଖର ବେହେରା

ଭଣ୍ଡାରିପୋଖରୀ- ନିରଞ୍ଜନ ପଟ୍ଟନାୟକ

ଭଦ୍ରକ- ଅସିତ୍ ପଟ୍ଟନାୟକ

ବାସୁଦେବପୁର- ଅଶୋକ କୁମାର ଦାସ

ଧାମନଗର- ରଞ୍ଜନ କୁମାର ବେହେରା

ଚାନ୍ଦବାଲି- ଅମୀୟ କୁମାର ମହାପାତ୍ର

ବିଂଝାରପୁର- ଶ୍ରୀମତୀ କନକଲତା ମଲ୍ଲିକ

ବରୀ- ଶ୍ରୀମତୀ ଆରତୀ ଦେଓ

ଧର୍ମଶାଳା- କିଷାନ ପଣ୍ଡା

ଯାଜପୁର- ସୁଦୀପ କୁମାର କର

କୋରେଇ- ଶ୍ରୀମତୀ ବନ୍ଦିତା ପରିଡ଼ା

ଢ଼େଙ୍କାନାଳ- ଶ୍ରୀମତୀ ସୁସ୍ମିତା ସିଂହଦେଓ

ହିନ୍ଦୋଳ- ଗୋବର୍ଦ୍ଧନ ଶେଖର ନାଏକ

କାମାକ୍ଷାନଗର- ବିପ୍ରବର ସାହୁ

ପରଜଙ୍ଗ- ରଞ୍ଜିତ୍ କୁମାର ସାହୁ

ତାଳଚେର- ପ୍ରଫୁଲ୍ଲ ଚନ୍ଦ୍ର ଦାସ

ଅନୁଗୁଳ- ଅମ୍ବିକା ପ୍ରସାଦ ଭଟ୍ଟ

ଛେଣ୍ଡିପଦା- ନରୋତ୍ତମ ନାୟକ

ଆଠମଲ୍ଲିକ- ବିଜୟାନନ୍ଦ ଚାଉଳିଆ

ବିରମହାରାଜପୁର- ପ୍ରଦୀପ ସେଠୀ

ସୋନପୁର- ପ୍ରିୟବ୍ରତ ସାହୁ

ଟିଟିଲାଗଡ଼- ବୀରେନ୍ଦ୍ର ବାଗ୍

ଖରିଆର- କମଳ ଚରଣ ତାଣ୍ଡି

ବାଲିଗୁଡ଼ା- ଉପେନ୍ଦ୍ର ପ୍ରଧାନ

ବଡ଼ମ୍ବା- ସଞ୍ଜୟ କୁମାର ସାହୁ

ବାଙ୍କୀ- ଦେବାଶିଷ ପଟ୍ଟନାୟକ

ଆଠଗଡ଼- ମେହବୁବ୍ ଅହମ୍ମଦ ଖାନ୍

ଚୌଦ୍ୱାର-କଟକ- ଶ୍ରୀମତୀ ମୀରା ମଲ୍ଲିକ

ନିଆଳି- ଜ୍ୟୋରିରଞ୍ଜନ ମଲ୍ଲିକ

କଟକ ସଦର- ରାମଚନ୍ଦ୍ର ଗୋଚ୍ଛାୟତ

ସାଲେପୁର- ଆକିବ୍ ଉଜମାନ୍ ଖାନ୍

ପାଟକୁରା- ରତିକାନ୍ତ କାନୁନଗୋ

ଆଳି- ଡ. ଶ୍ରୀମତୀ ଦେବସ୍ମିତା ଶର୍ମା

ପାରାଦ୍ୱୀପ- ନିରଞ୍ଜନ ନାୟକ

ତିର୍ତ୍ତୋଲ- ହିମାଂଶୁ ଭୂଷଣ ମଲ୍ଲିକ

ବାଲିକୁଦା-ଏରସମା- ଇଂ ନଳିନୀ ସ୍ୱାଇଁ

ପୁରୀ- ସୁଜିତ୍ ମହାପାତ୍ର

ବ୍ରହ୍ମଗିରି- ମିତ୍ରଭାନୁ ମହାପାତ୍ର

ଜୟଦେବ- ଜୟନ୍ତ କୁମାର ଭୋଇ

ଏକାମ୍ର ଭୁବନେଶ୍ୱର- ପ୍ରଶାନ୍ତ କୁମାର ଚମ୍ପତ୍ତି

ଜଟଣୀ- ସନ୍ତୋଷ ଜେନା

ବେଗୁନିଆ- ପୃଥ୍ୱୀବଲ୍ଲଭ ପଟ୍ଟନାୟକ

ରଣପୁର- ବିଭୂ ପ୍ରସାଦ ମିଶ୍ର

ନୟାଗଡ଼- ରଞ୍ଜିତ୍ ଦାଶ

କବିସୂର୍ଯ୍ୟନଗର- ବିପିନ୍ ବିହାରୀ ସ୍ୱାଇଁ

ଖଲ୍ଲିକୋଟ- ଚିତ୍ରସେନ ବେହାରା

ଆସ୍କା- ସୁରଭି ବିଶୋୟୀ

ହିଞ୍ଜିଳି- ରଜନୀକାନ୍ତ ପାଢ଼ୀ

ବ୍ରହ୍ମପୁର- ଦୀପକ ପଟ୍ଟନାୟକ

ଦିଗପହଣ୍ଡି- ଶ୍ରୀଧର ଦେବ

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

January 12, 2025
କେଉଁଠୁ ଟିକେଟ ପାଇବେ ଲେଖାଶ୍ରୀ ?

କେଉଁଠୁ ଟିକେଟ ପାଇବେ ଲେଖାଶ୍ରୀ ?

0
ପୁଅକୁ ଭୋଟ୍‌ ଦେବା ପାଇଁ କହିବି: ସୁର

ପୁଅକୁ ଭୋଟ୍‌ ଦେବା ପାଇଁ କହିବି: ସୁର

0
ବିଜେଡି ଛାଡ଼ିଲେ ପୂର୍ବତନ ଏମ୍‌ପି ପ୍ରଭାସ ସିଂ

ବିଜେଡି ଛାଡ଼ିଲେ ପୂର୍ବତନ ଏମ୍‌ପି ପ୍ରଭାସ ସିଂ

0
ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ

ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ

June 6, 2025
ଅପରେସନ ସ୍ପାଇଡର ଓ୍ବେବ୍

ଅପରେସନ ସ୍ପାଇଡର ଓ୍ବେବ୍

June 3, 2025
ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

May 29, 2025

Weather

Bhubaneswar
June 7, 2025, 10:02 pm
 

SSW
Mainly clear
28°C
0.3 m/s
Apparent: 36°C
Pressure: 1005 mb
Humidity: 93%
Winds: 0.3 m/s SSW
Windgusts: 6.1 m/s
UV-Index: 0
Precip.: 5.1mm /45% / Rain
Sunrise: 5:05 am
Sunset: 6:25 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom