• Latest
  • Trending
ଆସନ୍ତାକାଲି ୧୨୨ ଆସନରେ ଭୋଟ୍‌ , ୩.୭ କୋଟି ଭୋଟର ମତାଧିକାର ସାବ୍ୟସ୍ତ କରିବେ

ଆସନ୍ତାକାଲି ୧୨୨ ଆସନରେ ଭୋଟ୍‌ , ୩.୭ କୋଟି ଭୋଟର ମତାଧିକାର ସାବ୍ୟସ୍ତ କରିବେ

Nov-10-2025 03:01 PM IST
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

Mar-02-2026 07:56 PM IST
ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

Mar-02-2026 07:52 PM IST
ବିଜେପି ନେଲା ୧୬ ସେଟ ପ୍ରାର୍ଥୀପତ୍ର, ଜଣାପଡ଼ିଲା କୁଆଡେ ଯାଉଛି ଅଙ୍କ

ବିଜେପି ନେଲା ୧୬ ସେଟ ପ୍ରାର୍ଥୀପତ୍ର, ଜଣାପଡ଼ିଲା କୁଆଡେ ଯାଉଛି ଅଙ୍କ

Mar-02-2026 07:48 PM IST
କାହିଁକି ବିଦା ହେଲେ ପ୍ରଭାତ, ଖୋଲି କହିଦେଲେ ବୁନୁ

କାହିଁକି ବିଦା ହେଲେ ପ୍ରଭାତ, ଖୋଲି କହିଦେଲେ ବୁନୁ

Mar-02-2026 07:44 PM IST
ରାହୁଲଙ୍କୁ କେମିତି ହତ୍ୟା କଲେ, ଟିକିନିଖି କହିଲେ ତଦନ୍ତ ଅଧିକାରୀ

ରାହୁଲଙ୍କୁ କେମିତି ହତ୍ୟା କଲେ, ଟିକିନିଖି କହିଲେ ତଦନ୍ତ ଅଧିକାରୀ

Mar-02-2026 07:39 PM IST
ସୁନା ପୁଣି ବଢିଲା, ଆଗକୁ ୨ ଲକ୍ଷ ଟପିବ

ସୁନା ପୁଣି ବଢିଲା, ଆଗକୁ ୨ ଲକ୍ଷ ଟପିବ

Mar-02-2026 05:45 PM IST
ବଢ଼ିଲା ତେଲ ଦର, ଆଗକୁ ଆହୁରି ବଢ଼ିବ!

ବଢ଼ିଲା ତେଲ ଦର, ଆଗକୁ ଆହୁରି ବଢ଼ିବ!

Mar-02-2026 05:42 PM IST
ଟୀକାକରଣ ଅଭିଯାନକୁ ନେଇ ଏମିତି କହିଲେ ପ୍ରଭାତି

ଟୀକାକରଣ ଅଭିଯାନକୁ ନେଇ ଏମିତି କହିଲେ ପ୍ରଭାତି

Mar-02-2026 05:38 PM IST
ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ, ଭାରତ ଉପରେ କଣ ପଡ଼ିବ ପ୍ରଭାବ ? କହିଲେ ବିଶେଷଜ୍ଞ|

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ, ଭାରତ ଉପରେ କଣ ପଡ଼ିବ ପ୍ରଭାବ ? କହିଲେ ବିଶେଷଜ୍ଞ|

Mar-02-2026 05:35 PM IST
ଦତ୍ତେଶ୍ୱରଙ୍କୁ ଚାଲେଞ୍ଜ, ମଇଦାନକୁ ଓଲ୍ହାଇବେ ବିଜେପି ପ୍ରାର୍ଥୀ ? |

ଦତ୍ତେଶ୍ୱରଙ୍କୁ ଚାଲେଞ୍ଜ, ମଇଦାନକୁ ଓଲ୍ହାଇବେ ବିଜେପି ପ୍ରାର୍ଥୀ ? |

Mar-02-2026 05:31 PM IST
  • About
  • Careers
  • Contact Us
Tuesday, March 3, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଆସନ୍ତାକାଲି ୧୨୨ ଆସନରେ ଭୋଟ୍‌ , ୩.୭ କୋଟି ଭୋଟର ମତାଧିକାର ସାବ୍ୟସ୍ତ କରିବେ

by M M
Nov-10-2025 03:01 PM IST
in ଦେଶ ବିଦେଶ
0
ଆସନ୍ତାକାଲି ୧୨୨ ଆସନରେ ଭୋଟ୍‌ , ୩.୭ କୋଟି ଭୋଟର ମତାଧିକାର ସାବ୍ୟସ୍ତ କରିବେ
491
SHARES
1.4k
VIEWS
Share on FacebookShare on Twitter

ବିହାର ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି ଜିଲ୍ଲାର ୧୨୨ଟି ଆସନରେ ମତଦାନ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାର ୧୨୧ଟି ଆସନରେ ମତଦାନ ହୋଇଥିଲା।

୩.୭ କୋଟିରୁ ଅଧିକ ଭୋଟର ୧,୩୦୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏହି ପର୍ଯ୍ୟାୟରେ ଏନଡିଏ ଏବଂ ମହାଗଠବନ୍ଧନ  ଉଭୟଙ୍କ ପାଇଁ ଏକ କଡ଼ା ଲଢ଼େଇ ଦେଖିବାକୁ ମିଳିଛି।

ପ୍ରଚାରର ଶେଷ ଦିନରେ ଏନଡିଏ ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ସଭାଗୁଡ଼ିକୁ ସମ୍ବୋଧିତ କରି ‘ମହାଗଠବନ୍ଧନ’ର ଆଭ୍ୟନ୍ତରୀଣ କନ୍ଦଳକୁ ତୀବ୍ର ଟାର୍ଗେଟ କରିଥିଲେ। ଅନ୍ୟପକ୍ଷରେ, ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବେକାରୀ ଏବଂ ବିକାଶ ପ୍ରସଙ୍ଗ ଉଠାଇ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିଲେ।

ନିର୍ବାଚନ କମିଶନଙ୍କ ଦ୍ୱାରା ୪୫,୩୯୯ରୁ ଅଧିକ ପୋଲିଂ ଷ୍ଟେସନ୍ ସ୍ଥାପନ କରାଯାଇଛି ଏବଂ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ୨୪୩ଟି ଆସନର ଭୋଟ୍ ଗଣନା ଆସନ୍ତା ନଭେମ୍ବର ୧୪ ତାରିଖରେ ହେବ। ବିହାରର ଜନତା କାହାକୁ କ୍ଷମତାକୁ ଫେରାଇ ଆଣୁଛନ୍ତି, ତାହା ମଙ୍ଗଳବାରର ମତଦାନ ପରେ ସ୍ପଷ୍ଟ ହେବ।

ଦ୍ବିତୀୟ ପର୍ଯ୍ୟାୟରେ,  ୧୩୬ (ପ୍ରାୟ ୧୦ ପ୍ରତିଶତ) ମହିଳା ଅଛନ୍ତି। ୪୫,୩୯୯ଟି କେନ୍ଦ୍ରରେ ମତଦାନ ହେବ ଏବଂ ଯୋଗ୍ୟ ଭୋଟରଙ୍କ ସଂଖ୍ୟା ୩.୭୦ କୋଟି ରହିଛି, ଯେଉଁଥିରେ ୧.୯୫ କୋଟି ପୁରୁଷ ଓ ୧.୭୪ କୋଟି ମହିଳା ଅଛନ୍ତି। ୨୦୨୦ ନିର୍ବାଚନରେ ଏହି ୧୨୨ଟି ଆସନରୁ ବିଜେପି ୪୨ଟି ଆସନରେ ବିଜୟୀ ହୋଇଥିବା ବେଳେ ଆର୍‌ଜେଡି ୩୩ଟି, ଜେଡିୟୁ ୨୦ଟି, କଂଗ୍ରେସ ୧୧ ଓ ବାମପନ୍ଥୀ ୫ଟି ଆସନରେ ବିଜୟୀ ହୋଇଥିଲା। ୨୦୧୫ ନିର୍ବାଚନରେ ଯେତେବେଳେ ଜେଡିୟୁ ଓ ଆର୍‌ଜେଡି ସହଯୋଗୀ ଥିଲେ, ସେତେବେଳେ  ଏହି ୧୨୨ଟି ଆସନରୁ ସେମାନେ ୮୦ଟିରେ ଜିତିଥିଲେ।

Share196Tweet123
M M

M M

ଆଜିର ପାଗ

Bhubaneswar
March 3, 2026, 10:28 AM
 
NE
Clear sky
32°C
1.8 m/s
Apparent: 30°C
Pressure: 1010 mb
Humidity: 88%
Winds: 1.8 m/s NE
Windgusts: 7.5 m/s
UV-Index: 0
Precip.: 0mm /0% / Rain
Sunrise: 6:04 AM
Sunset: 5:51 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

March 2, 2026
ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

March 2, 2026
ବିଜେପି ନେଲା ୧୬ ସେଟ ପ୍ରାର୍ଥୀପତ୍ର, ଜଣାପଡ଼ିଲା କୁଆଡେ ଯାଉଛି ଅଙ୍କ

ବିଜେପି ନେଲା ୧୬ ସେଟ ପ୍ରାର୍ଥୀପତ୍ର, ଜଣାପଡ଼ିଲା କୁଆଡେ ଯାଉଛି ଅଙ୍କ

March 2, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom