• Latest
  • Trending
ବିଜେଡି ନେତାଙ୍କ ବନ୍ଧୁମିଳନ : ଏକାଠି ହେଲେ ୪୦ରୁ ଅଧିକ ପୂର୍ବତନ ବିଧାୟକ

ବିଜେଡି ନେତାଙ୍କ ବନ୍ଧୁମିଳନ : ଏକାଠି ହେଲେ ୪୦ରୁ ଅଧିକ ପୂର୍ବତନ ବିଧାୟକ

Dec-20-2025 06:56 AM IST
odisha.newsroom.in

ସାଙ୍ଘାତିକ ଝଟକା…ଟ୍ରମ୍ପଙ୍କ ଯୁଦ୍ଧ ନୀତିକୁ ପାଗଳାମି କହିଲା ୟୁଏସ ସିନେଟ

Mar-27-2026 06:25 PM IST
odisha.newsroom.in

ଲିଭ୍-ଇନ୍ ରିଲେସନ ଉପରେ ହାଇକୋର୍ଟ ଦେଲେ ବଡ଼ ରାୟ, କହିଲେ…

Mar-27-2026 04:41 PM IST
odisha.newsroom.in

ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ଭୟଙ୍କର ସର୍ତ୍ତ

Mar-27-2026 03:57 PM IST
odisha.newsroom.in

ସାମ୍ନାକୁ ଆସିଲା ଖାମନେଇଙ୍କ ମୃତ୍ୟୁର କିଛି ସମୟ ପୂର୍ବର ଫଟୋ

Mar-27-2026 02:34 PM IST
odisha.newsroom.in

ଏମିତି କରନ୍ତୁ ଶୋଇବା ଘର ଡିଜାଇନ…ନିଶ୍ଚୟ ଆସିବ ସୁଖନିଦ୍ରା

Mar-27-2026 01:07 PM IST
odisha.newsroom.in

ମହଳାଙ୍କୁ ହୋଟେଲ ନେଇ କହିଲା, ମୁଁ ଶିବଙ୍କ ଅବତାର ଆଉ ତୁମେ ସାକ୍ଷାତ ପାର୍ବତୀ…ତାପରେ…

Mar-27-2026 12:37 PM IST
odisha.newsroom.in

ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା…ସତର୍କ ସୂଚନା ଜାରି

Mar-27-2026 12:09 PM IST
odisha.newsroom.in

ଆଜି ରାମନବମୀ…ସାରା ଜଗତ ରାମମୟ…ଶୁଭୁଛି ଜୟ ଶ୍ରୀରାମ ନାରା

Mar-27-2026 11:46 AM IST
odisha.newsroom.in

ପେଟ୍ରୋଲ ଓ ଡିଜେଲ ଉପରୁ ସରକାର କମାଇଲେ ଟ୍ୟାକ୍ସ, କମିବ ଦର ?

Mar-27-2026 11:22 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-27-2026 08:32 AM IST
  • About
  • Careers
  • Contact Us
Friday, March 27, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବିଜେଡି ନେତାଙ୍କ ବନ୍ଧୁମିଳନ : ଏକାଠି ହେଲେ ୪୦ରୁ ଅଧିକ ପୂର୍ବତନ ବିଧାୟକ

by M M
Dec-20-2025 06:56 AM IST
in ବଡ଼ ଖବର, ରାଜନୀତି
0
ବିଜେଡି ନେତାଙ୍କ ବନ୍ଧୁମିଳନ : ଏକାଠି ହେଲେ ୪୦ରୁ ଅଧିକ ପୂର୍ବତନ ବିଧାୟକ
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଚନ୍ଦକା ଅଭୟାରଣ୍ୟ ନିକଟସ୍ଥ ଏକ ଫାର୍ମହାଉସ୍‌ରେ  ଦେଖିବାକୁ ମିଳିଛି ହେଭିୱେଟ୍ ନେତାଙ୍କ ଭିଡ଼। ବିଜେଡିର ଏକାଧିକ ପୂର୍ବତନ ବିଧାୟକ ଏବଂ ବରିଷ୍ଠ ନେତାଙ୍କ ଏହି ମେଳି ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଏହି ବନ୍ଧୁମିଳନରେ ରାଜେନ୍ଦ୍ର ସାହୁ, ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରୀତିରଞ୍ଜନ ଘଡ଼ାଇ, ପ୍ରଣବ ବଳବନ୍ତରାୟ ଏବଂ ଉମା ସାମନ୍ତରାୟଙ୍କ ଭଳି ଟାଣୁଆ ନେତାମାନେ ଉପସ୍ଥିତ ଥିଲେ। କେବଳ ପୂର୍ବତନ ବିଧାୟକ ନୁହଁନ୍ତି, ବରଂ ଗତ ନିର୍ବାଚନରେ ପରାଜିତ ହୋଇଥିବା କିଛି ନୂଆ ପ୍ରାର୍ଥୀଙ୍କୁ ମଧ୍ୟ ଏହି ଭୋଜିରେ ଦେଖିବାକୁ ମିଳିଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ସେଠାରେ ପହଞ୍ଚିବା ପରେ ନେତାମାନେ ଏହାକୁ ଏକ ‘ବ୍ୟକ୍ତିଗତ ବନ୍ଧୁମିଳନ’ କହି ଏଡ଼ାଇ ଯାଇଥିଲେ। “ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ” ବୋଲି ସେମାନେ ସଫେଇ ଦେଇଥିଲେ ମଧ୍ୟ ସାମ୍ପ୍ରତିକ ରାଜନୈତିକ ସ୍ଥିତିରେ ଏହାକୁ ସ୍ୱାଭାବିକ ଭାବେ ଗ୍ରହଣ କରାଯାଉନାହିଁ। ସୂଚନାଯୋଗ୍ୟ ଯେ, ଗତ ବର୍ଷ ଏହିଭଳି ଏକ ‘ହୋଟେଲ୍ ଡିନର୍’ରେ କିଛି ବରିଷ୍ଠ ନେତା ଏକାଠି ହୋଇଥିବା ବେଳେ ଦଳର ସଭାପତି ନବୀନ ପଟ୍ଟନାୟକ ଏହାକୁ କଡ଼ା ଭାଷାରେ ନାପସନ୍ଦ କରିଥିଲେ। ଦଳୀୟ ଅନୁଶାସନ ବାହାରେ ଏଭଳି ଏକାଠି ହେବାକୁ ‘ଗୋଷ୍ଠୀ କନ୍ଦଳ’ ବା ‘ବିଦ୍ରୋହ’ର ଆଭାସ ବୋଲି କୁହାଯାଉଛି।

Share196Tweet123
M M

M M

ଆଜିର ପାଗ

Bhubaneswar
March 27, 2026, 9:42 PM
 

SW
Overcast
27°C
1.9 m/s
Apparent: 32°C
Pressure: 1010 mb
Humidity: 97%
Winds: 1.9 m/s SW
Windgusts: 8.1 m/s
UV-Index: 0
Precip.: 7.6mm /35% / Rain
Sunrise: 5:44 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom